ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm23 ପୃଷ୍ଠା ୨-୮
  • ଶନିବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶନିବାର
  • ୨୦୨୩ ଅଧିବେଶନର କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ରବିବାର
    ୨୦୨୩ ଅଧିବେଶନର କାର୍ଯ୍ୟକ୍ରମ
  • ରବିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
  • ଶନିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୧୯ ପାଇଁ କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
୨୦୨୩ ଅଧିବେଶନର କାର୍ଯ୍ୟକ୍ରମ
CO-pgm23 ପୃଷ୍ଠା ୨-୮
ଚିତ୍ରଗୁଡ଼ିକ: ଶନିବାର କାର୍ଯ୍ୟକ୍ରମର ଝଲକ । ୧. ରାଜା ଶାଉଲ ଏକ ଗୁମ୍ଫା ଭିତରକୁ ଯାଉଛନ୍ତି, ଯେଉଁଠି ଦାଉଦ ଏବଂ ତାଙ୍କ ଲୋକମାନେ ଲୁଚିଛନ୍ତି ।

ପେଙ୍ଗୁଇନ: By courtesy of John R. Peiniger

ଶନିବାର

“ପ୍ରେମ ଦୀର୍ଘସହିଷ୍ଣୁ”—୧ କରିନ୍ଥୀୟ ୧୩:୪

ସକାଳ କାର୍ଯ୍ୟକ୍ରମ

  • ୯:୨୦ ସଂଗୀତର ଭିଡିଓ

  • ୯:୩୦ ଗୀତ ସଂ. ୬୬ ଏବଂ ପ୍ରାର୍ଥନା

  • ୯:୪୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: ଧୈର୍ଯ୍ୟ ଧରିବା କାହିଁକି ଜରୁରୀ ? (ଯାକୁବ ୫:୭, ୮; କଲସୀୟ ୧:୯-୧୧; ୩:୧୨)

  • ୧୦:୧୦ ପରିଚର୍ଚ୍ଚା: “ସବୁ ବିଷୟର କାଳ ଅଛି”

    • • ସମୟ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ (ଉପଦେଶକ ୩:୧-୮, ୧୧)

    • • ସାଙ୍ଗ କରିବା ପାଇଁ ସମୟ ଲାଗେ (ହିତୋପଦେଶ ୧୭:୧୭)

    • • ଯିହୋବାଙ୍କ ସହ ସମ୍ପର୍କ ମଜବୁତ୍‌ କରିବା ପାଇଁ ସମୟ ଲାଗେ (ମାର୍କ ୪:୨୬-୨୯)

    • • ଲକ୍ଷ୍ୟ ହାସଲ କରିବା ପାଇଁ ସମୟ ଲାଗେ (ଉପଦେଶକ ୧୧:୪, ୬)

  • ୧୧:୦୫ ଗୀତ ସଂ. ୧୪୩ ଏବଂ ଘୋଷଣା

  • ୧୧:୧୫ ନାଟକୀୟ ବାଇବଲ ପଠନ: ଦାଉଦ କଲେ ଯିହୋବାଙ୍କ ସମୟର ଅପେକ୍ଷା (୧ ଶାମୁୟେଲ ୨୪:୨-୧୫; ୨୫:୧-୩୫; ୨୬:୨-୧୨; ଗୀତସଂହିତା ୩୭:୧-୭)

  • ୧୧:୪୫ ଯିହୋବାଙ୍କ ମହାନ ଧୈର୍ଯ୍ୟକୁ ବହୁମୂଲ୍ୟ ମନେକରନ୍ତୁ (ରୋମୀୟ ୨:୪, ୬, ୭; ୨ ପିତର ୩:୮, ୯; ପ୍ରକାଶିତ ବାକ୍ୟ ୧୧:୧୮)

  • ୧୨:୧୫ ବାପ୍ତିସ୍ମ: ଯିହୋବାଙ୍କ ଧୈର୍ଯ୍ୟ ଯୋଗୁଁ ଆମେ ଉଦ୍ଧାର ପାଇପାରିବା (୨ ପିତର ୩:୧୩-୧୫)

  • ୧୨:୪୫ ଗୀତ ସଂ. ୭୫ ଏବଂ ବିରତି

ଦ୍ୱିପହର କାର୍ଯ୍ୟକ୍ରମ

  • ୨:୦୦ ସଂଗୀତର ଭିଡିଓ

  • ୨:୧୦ ଗୀତ ସଂ. ୫୮

  • ୨:୧୫ ପରିଚର୍ଚ୍ଚା: ‘ଆମେ ଦୀର୍ଘସହିଷ୍ଣୁତାରେ ଈଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁ’

    • • ପ୍ରଚାର କରିବା ସମୟରେ (ପ୍ରେରିତ ୨୬:୨୯; ୨ କରିନ୍ଥୀୟ ୬:୪, ୬, ୧୦)

    • • ବାଇବଲ ବିଦ୍ୟାର୍ଥୀମାନଙ୍କୁ ଶିଖାଇବା ସମୟରେ (ଯୋହନ ୧୬:୧୨)

    • • ପରସ୍ପରର ସାହସ ବଢ଼ାଇବା ସମୟରେ (୧ ଥେସଲନୀକୀୟ ୫:୧୧)

    • • ପ୍ରାଚୀନ ଭାବେ ସେବା କରିବା ସମୟରେ (୨ ତୀମଥି ୪:୨)

  • ୩:୦୭ ତମ ପ୍ରତି ଧୈର୍ଯ୍ୟ ଧରାଯାଇଛି ତେଣୁ ତମେ ମଧ୍ୟ ଧୈର୍ଯ୍ୟ ଧର ! (ମାଥିଉ ୭:୧, ୨; ୧୮:୨୩-୩୫)

  • ୩:୨୮ ଗୀତ ସଂ. ୮୭ ଏବଂ ଘୋଷଣା

  • ୩:୩୮ ଭିଡିଓ ଡ୍ରାମା: ନିଜର ସବୁକିଛି ଯିହୋବାଙ୍କ ଉପରେ ଛାଡ଼ି ଦିଅନ୍ତୁ—ଭାଗ ୧ (ଗୀତସଂହିତା ୩୭:୫)

  • ୪:୦୮ ପରିଚର୍ଚ୍ଚା: ‘ଧୈର୍ଯ୍ୟର ସହ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ’

    • • ଅବିଶ୍ୱାସୀ ସମ୍ପର୍କୀୟମାନଙ୍କ ସହ (କଲସୀୟ ୪:୬)

    • • ଜୀବନସାଥୀଙ୍କ ସହ (ହିତୋପଦେଶ ୧୯:୧୧)

    • • ପିଲାମାନଙ୍କ ସହ (୨ ତୀମଥି ୩:୧୪)

    • • ପରିବାରରେ ଥିବା ବୃଦ୍ଧବୃଦ୍ଧାମାନଙ୍କ କିମ୍ବା ରୋଗୀ ସଦସ୍ୟମାନଙ୍କ ସହ (ଏବ୍ରୀ ୧୩:୧୬)

  • ୪:୫୫ ‘ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ’ (ମାଥିଉ ୨୪:୩୬; ୨୫:୧୩, ୪୬)

  • ୫:୩୦ ଗୀତ ସଂ. ୨୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ