ରବିବାର
‘ଯିହୋବା ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରୁଛନ୍ତି’—ଯିଶାଇୟ ୩୦:୧୮
ସକାଳ କାର୍ଯ୍ୟକ୍ରମ
୯:୨୦ ସଂଗୀତର ଭିଡିଓ
୯:୩୦ ଗୀତ ସଂ. ୯୫ ଏବଂ ପ୍ରାର୍ଥନା
୯:୪୦ ପରିଚର୍ଚ୍ଚା: ଭବିଷ୍ୟଦ୍ବକ୍ତାମାନଙ୍କ ଭଳି ଧୈର୍ଯ୍ୟ ଧରନ୍ତୁ
• ଏଲୀୟ (ଯାକୁବ ୫:୧୦, ୧୭, ୧୮)
• ମୀଖା (ମୀଖା ୭:୭)
• ହୋଶେୟ (ହୋଶେୟ ୩:୧)
• ଯିଶାଇୟ (ଯିଶାଇୟ ୭:୩)
• ଯିହିଜିକଲ (ଯିହିଜିକଲ ୨:୩-୫)
• ଯିରିମୀୟ (ଯିରିମୀୟ ୧୫:୧୬)
• ଦାନିୟେଲ (ଦାନିୟେଲ ୯:୨୨, ୨୩)
୧୧:୦୫ ତୁରନ୍ତ ନିଜ ଅଭିଳାଷା ପୂରା କରିବାଠାରୁ କାହିଁକି ସାବଧାନ ରହିବା ? (୧ ଥେସଲନୀକୀୟ ୪:୩-୫; ୧ ଯୋହନ ୨:୧୭)
୧୧:୩୦ ଗୀତ ସଂ. ୧୪୨ ଏବଂ ଘୋଷଣା
୧୧:୪୦ ଯୀଶୁଙ୍କ ଭଳି ଧୈର୍ଯ୍ୟ ଧରନ୍ତୁ (ଏବ୍ରୀ ୧୨:୨, ୩)
୧୨:୦୦ ବାଇବଲ ଆଧାରିତ ଜନ ଭାଷଣ: କʼଣ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରିବେ ? (ଯିଶାଇୟ ୬୪:୪)
୧୨:୩୦ ପ୍ରହରୀଦୁର୍ଗର ସାରାଂଶ
୧:୦୦ ଗୀତ ସଂ. ୯୪ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
୨:୦୦ ସଂଗୀତର ଭିଡିଓ
୨:୧୦ ଗୀତ ସଂ. ୭୯
୨:୧୫ ‘ତାଡ଼ନା ପ୍ରାପ୍ତ ହେଲେ ସହ୍ୟ କରୁ’ (୧ କରିନ୍ଥୀୟ ୪:୧୨; ରୋମୀୟ ୧୨:୧୪, ୨୧)
୨:୫୦ ଭିଡିଓ ଡ୍ରାମା: ନିଜର ସବୁକିଛି ଯିହୋବାଙ୍କ ଉପରେ ଛାଡ଼ି ଦିଅନ୍ତୁ—ଭାଗ ୨ (ଗୀତସଂହିତା ୩୭:୫)
୩:୩୦ ଗୀତ ସଂ. ୧୧୫ ଏବଂ ଘୋଷଣା
୩:୪୦ ‘ଯିହୋବା ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରୁଛନ୍ତି’ (ଯିଶାଇୟ ୩୦:୧୮-୨୧; ୬୦:୧୭; ୨ ରାଜାବଳୀ ୬:୧୫-୧୭; ଏଫିସୀୟ ୧:୯, ୧୦)
୪:୪୦ ନୂଆ ଗୀତ ଏବଂ ପ୍ରାର୍ଥନା