ପେଙ୍ଗୁଇନ: By courtesy of John R. Peiniger
ଶନିବାର
“ପ୍ରେମ ଦୀର୍ଘସହିଷ୍ଣୁ”—୧ କରିନ୍ଥୀୟ ୧୩:୪
ସକାଳ କାର୍ଯ୍ୟକ୍ରମ
୯:୨୦ ସଂଗୀତର ଭିଡିଓ
୯:୩୦ ଗୀତ ସଂ. ୬୬ ଏବଂ ପ୍ରାର୍ଥନା
୯:୪୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: ଧୈର୍ଯ୍ୟ ଧରିବା କାହିଁକି ଜରୁରୀ ? (ଯାକୁବ ୫:୭, ୮; କଲସୀୟ ୧:୯-୧୧; ୩:୧୨)
୧୦:୧୦ ପରିଚର୍ଚ୍ଚା: “ସବୁ ବିଷୟର କାଳ ଅଛି”
• ସମୟ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ (ଉପଦେଶକ ୩:୧-୮, ୧୧)
• ସାଙ୍ଗ କରିବା ପାଇଁ ସମୟ ଲାଗେ (ହିତୋପଦେଶ ୧୭:୧୭)
• ଯିହୋବାଙ୍କ ସହ ସମ୍ପର୍କ ମଜବୁତ୍ କରିବା ପାଇଁ ସମୟ ଲାଗେ (ମାର୍କ ୪:୨୬-୨୯)
• ଲକ୍ଷ୍ୟ ହାସଲ କରିବା ପାଇଁ ସମୟ ଲାଗେ (ଉପଦେଶକ ୧୧:୪, ୬)
୧୧:୦୫ ଗୀତ ସଂ. ୧୪୩ ଏବଂ ଘୋଷଣା
୧୧:୧୫ ନାଟକୀୟ ବାଇବଲ ପଠନ: ଦାଉଦ କଲେ ଯିହୋବାଙ୍କ ସମୟର ଅପେକ୍ଷା (୧ ଶାମୁୟେଲ ୨୪:୨-୧୫; ୨୫:୧-୩୫; ୨୬:୨-୧୨; ଗୀତସଂହିତା ୩୭:୧-୭)
୧୧:୪୫ ଯିହୋବାଙ୍କ ମହାନ ଧୈର୍ଯ୍ୟକୁ ବହୁମୂଲ୍ୟ ମନେକରନ୍ତୁ (ରୋମୀୟ ୨:୪, ୬, ୭; ୨ ପିତର ୩:୮, ୯; ପ୍ରକାଶିତ ବାକ୍ୟ ୧୧:୧୮)
୧୨:୧୫ ବାପ୍ତିସ୍ମ: ଯିହୋବାଙ୍କ ଧୈର୍ଯ୍ୟ ଯୋଗୁଁ ଆମେ ଉଦ୍ଧାର ପାଇପାରିବା (୨ ପିତର ୩:୧୩-୧୫)
୧୨:୪୫ ଗୀତ ସଂ. ୭୫ ଏବଂ ବିରତି
ଦ୍ୱିପହର କାର୍ଯ୍ୟକ୍ରମ
୨:୦୦ ସଂଗୀତର ଭିଡିଓ
୨:୧୦ ଗୀତ ସଂ. ୫୮
୨:୧୫ ପରିଚର୍ଚ୍ଚା: ‘ଆମେ ଦୀର୍ଘସହିଷ୍ଣୁତାରେ ଈଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁ’
• ପ୍ରଚାର କରିବା ସମୟରେ (ପ୍ରେରିତ ୨୬:୨୯; ୨ କରିନ୍ଥୀୟ ୬:୪, ୬, ୧୦)
• ବାଇବଲ ବିଦ୍ୟାର୍ଥୀମାନଙ୍କୁ ଶିଖାଇବା ସମୟରେ (ଯୋହନ ୧୬:୧୨)
• ପରସ୍ପରର ସାହସ ବଢ଼ାଇବା ସମୟରେ (୧ ଥେସଲନୀକୀୟ ୫:୧୧)
• ପ୍ରାଚୀନ ଭାବେ ସେବା କରିବା ସମୟରେ (୨ ତୀମଥି ୪:୨)
୩:୦୭ ତମ ପ୍ରତି ଧୈର୍ଯ୍ୟ ଧରାଯାଇଛି ତେଣୁ ତମେ ମଧ୍ୟ ଧୈର୍ଯ୍ୟ ଧର ! (ମାଥିଉ ୭:୧, ୨; ୧୮:୨୩-୩୫)
୩:୨୮ ଗୀତ ସଂ. ୮୭ ଏବଂ ଘୋଷଣା
୩:୩୮ ଭିଡିଓ ଡ୍ରାମା: ନିଜର ସବୁକିଛି ଯିହୋବାଙ୍କ ଉପରେ ଛାଡ଼ି ଦିଅନ୍ତୁ—ଭାଗ ୧ (ଗୀତସଂହିତା ୩୭:୫)
୪:୦୮ ପରିଚର୍ଚ୍ଚା: ‘ଧୈର୍ଯ୍ୟର ସହ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ’
• ଅବିଶ୍ୱାସୀ ସମ୍ପର୍କୀୟମାନଙ୍କ ସହ (କଲସୀୟ ୪:୬)
• ଜୀବନସାଥୀଙ୍କ ସହ (ହିତୋପଦେଶ ୧୯:୧୧)
• ପିଲାମାନଙ୍କ ସହ (୨ ତୀମଥି ୩:୧୪)
• ପରିବାରରେ ଥିବା ବୃଦ୍ଧବୃଦ୍ଧାମାନଙ୍କ କିମ୍ବା ରୋଗୀ ସଦସ୍ୟମାନଙ୍କ ସହ (ଏବ୍ରୀ ୧୩:୧୬)
୪:୫୫ ‘ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ’ (ମାଥିଉ ୨୪:୩୬; ୨୫:୧୩, ୪୬)
୫:୩୦ ଗୀତ ସଂ. ୨୭ ଏବଂ ପ୍ରାର୍ଥନା