ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଡିସେମ୍ବର ପୃଷ୍ଠା ୧
  • ପ୍ରକାଶନ କିପରି ଦେବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରକାଶନ କିପରି ଦେବା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା? (T-37)
  • ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା? (T-37)
  • ସତ୍ୟ ଶିଖାନ୍ତୁ
  • ଆପଣଙ୍କ ନିଜର ପ୍ରସ୍ତୁତି
  • ପ୍ରକାଶନ କିପରି ଦେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରକାଶନ କିପରି ଦେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରକାଶନ କିପରି ଦେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଡିସେମ୍ବର ପୃଷ୍ଠା ୧
ସିଏରା ଲିୟୋନ୍‌ରେ ଏକ ବଜାରରେ ଭଉଣୀମାନେ ଚାର କରୁଛନ୍ତି

ସିଏରା ଲିୟୋନ୍‌ରେ ଏକ ବଜାରରେ ଭଉଣୀମାନେ ପ୍ରଚାର କରୁଛନ୍ତି

ପ୍ରକାଶନ କିପରି ଦେବା

ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା? (T-37)

ଜୀବନର ଗୁରୁତପୂର୍ଣ୍ଣ ଶ୍ନର ଉତ୍ତର ଆମେ କେଉଁଠି ପାଇବା ?

ପ୍ରଶ୍ନ: ଆମେ ଲୋକମାନଙ୍କୁ ଏକ ୱେବ୍‌ସାଇଟ୍‌ ବିଷୟରେ କହୁଛୁ, ଯେଉଁଥିରେ ଆମ ଜୀବନରେ ଆବଶ୍ୟକ ହେଉଥିବା ବ୍ୟବହାରିକ ଓ ଉତ୍ତମ ପରାମର୍ଶ ମିଳିଥାଏ।

ପଦ: ଗୀତ ୩୨:୮

ପ୍ରକାଶନ: ଟ୍ରାକ୍ଟରେ ଥିବା ଚିତ୍ରଗୁଡ଼ିକ ମାଧ୍ୟମରେ କୁହନ୍ତୁ ଯେ ଏହି ୱେବ୍‌ସାଇଟ୍‌ରେ ଏପରି ଭିଡିଓ ଏବଂ ପ୍ରକାଶନଗୁଡ଼ିକ ଉପଲବ୍ଧ ରହିଛି, ଯାହା ଆମକୁ ଏଥିପାଇଁ ସାହାଯ୍ୟ କରିଥାଏ।

ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା? (T-37)

ପ୍ରଶ୍ନ: କʼଣ ଆପଣଙ୍କ ମନରେ କେବେ ଏପରି ପ୍ରଶ୍ନ ଉଠେ, ଯେପରି— ଜୀବନର ଉଦ୍ଦେଶ୍ୟ କʼଣ, ଈଶ୍ୱର ଦୁଃଖକଷ୍ଟକୁ କାହିଁକି ଅନୁମତି ଦିଅନ୍ତି, ମୃତ୍ୟୁ ପରେ ଆମର କʼଣ ହୁଏ? ଏହି ପ୍ରଶ୍ନଗୁଡ଼ିକର ସନ୍ତୋଷଜନକ ଉତ୍ତର ଆମେ କେଉଁଠାରୁ ପାଇପାରିବା? ଆପଣ କʼଣ ଭାବନ୍ତି? [ଯଦି ଘରମାଲିକ ଆଗ୍ରହ ଦେଖାନ୍ତି, ତେବେ କଥାବାର୍ତ୍ତା ଜାରି ରଖନ୍ତୁ।]

ପଦ: ଗୀତ ୧୧୯:୧୪୪, ୧୬୦

ପ୍ରକାଶନ: ଏହି ଟ୍ରାକ୍ଟ ଆପଣଙ୍କୁ jw.org ୱେବ୍‌ସାଇଟ୍‌ରେ ଥିବା ଅନେକ ବ୍ୟବହାର ଉପଯୋଗୀ ତଥ୍ୟ ପାଇବାରେ ସାହାଯ୍ୟ କରିପାରିବ।

ସତ୍ୟ ଶିଖାନ୍ତୁ

ଏକ ଖୋଲା ବାଇବଲ

ପ୍ରଶ୍ନ: ମୃତ୍ୟୁ ଆମର ଶତ୍ରୁ। କʼଣ ମୃତ୍ୟୁର କେବେ ସମାଯ୍ତି ହେବ?

ପଦ: ୧କରି ୧୫:୨୬

ସତ୍ୟ: ଯିହୋବା ଚିରଦିନ ପାଇଁ ମୃତ୍ୟୁକୁ ଦୂର କରିଦେବେ।

ଆପଣଙ୍କ ନିଜର ପ୍ରସ୍ତୁତି

ପ୍ରଚାର ସେବା ନିମନ୍ତେ ଆପଣଙ୍କ ନିଜର ପ୍ରସ୍ତୁତି ପାଇଁ ପୂର୍ବବର୍ତ୍ତୀ ଉଦାହରଣଗୁଡ଼ିକରେ ଥିବା ନମୁନାକୁ ବ୍ୟବହାର କରନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ