ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅକ୍ଟୋବର ପୃଷ୍ଠା ୮
  • ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ସତ୍ୟରେ ଆନନ୍ଦିତ ହୁଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ସତ୍ୟରେ ଆନନ୍ଦିତ ହୁଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • “ପ୍ରେମ . . . ଅଧର୍ମରେ ଆନନ୍ଦ କରେ ନାହିଁ ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଶୁକ୍ରବାର
    ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
  • ଅତ୍ୟାଚାର ସହୁଥିବା ବେଳେ ବି ଖୁସି ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅକ୍ଟୋବର ପୃଷ୍ଠା ୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରେମ ସତ୍ୟ ଖ୍ରୀଷ୍ଟିୟାନମାନଙ୍କର ପରିଚୟ—ସତ୍ୟରେ ଆନନ୍ଦିତ ହୁଅନ୍ତୁ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଆମେ ଯୀଶୁଙ୍କ ଭଳି ଅନ୍ୟମାନଙ୍କୁ ଈଶ୍ୱରଙ୍କ ବିଷୟରେ ସତ୍ୟ ଜଣାଇବା ଉଚିତ୍‌ । (ଯୋହ ୧୮:୩୭) ଯଦିଓ ସଂସାରରେ ମିଥ୍ୟା ଏବଂ ଦୁଷ୍ଟତା ଭରି ରହିଛି, ଆମେ ସତ୍ୟରେ ଆନନ୍ଦ କରିବା ଉଚିତ୍‌, ସତ କହିବା ଉଚିତ୍‌ ଏବଂ ସତ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍‌ ।—୧କରି ୧୩:୬; ଫିଲିପ୍‌ ୪:୮.

ଏହା କିପରି କରିପାରିବା:

  • ହାନିକାରକ କଥାଗୁଡ଼ିକୁ ଶୁଣନ୍ତୁ ନାହିଁ କି ଅନ୍ୟକୁ ଶୁଣାନ୍ତୁ ନାହିଁ ।—୧ଥେସ ୪:୧୧

  • ଅନ୍ୟମାନଙ୍କର ଖରାପ ଅବସ୍ଥା ଦେଖି ଖୁସି ହୁଅନ୍ତୁ ନାହିଁ

  • ସର୍ବଦା ଉତ୍ସାହ ବଢ଼ାଉଥିବା ବିଷୟଗୁଡ଼ିକରେ ଖୁସି ହୁଅନ୍ତୁ

‘ପରସ୍ପରକୁ ପ୍ରେମ କରନ୍ତୁ’—ସତ୍ୟରେ ଆନନ୍ଦିତ ହୁଅନ୍ତୁ, ଅଧର୍ମରେ ନୁହଁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ଏବଂ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଅଲକା କିପରି “ଅର୍ଧମରେ ଆନନ୍ଦ” କରୁଥିଲେ?

  • ଆଲିଆ କଥାବାର୍ତ୍ତାକୁ କିପରି ଭଲ ବିଷୟ ଆଡ଼କୁ ନେଇଗଲେ?

  • ଆମେ କେଉଁ ଭଲ ବିଷୟଗୁଡ଼ିକ ଉପରେ ଅନ୍ୟମାନଙ୍କ ସହ କଥା ହୋଇପାରିବା?

ଆଲିଆ ଆଲକାଙ୍କ ସହିତ କଥା ହେଉଛନ୍ତି

ସତ୍ୟରେ ଆନନ୍ଦିତ ହୁଅନ୍ତୁ, ଅଧର୍ମରେ ନୁହଁ

ଚିନ୍ତନ ପାଇଁ ବାଇବଲର ଉଦାହରଣ: ସଦୋମ ଓ ହମୋରାର ଲୋକମାନଙ୍କ ଅନ୍ୟାୟ କାମ ଦେଖି ଲୋଟ ନିଜ ପ୍ରାଣରେ ଯନ୍ତ୍ରଣା ଭୋଗ କରୁଥିଲେ ।—୨ପିତ ୨:୮.

ନିଜକୁ ପଚାରନ୍ତୁ: ‘ମୁଁ କିପରି ଦେଖାଇପାରିବି ଯେ ମୁଁ ଦୁଷ୍ଟତାରୁ ନୁହେଁ, ବରଂ ସତ୍ୟତାରୁ ଖୁସି ପାଏ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ