ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ନଭେମ୍ବର ପୃଷ୍ଠା ୬
  • ନୂଆ ଖ୍ରୀଷ୍ଟୀୟ ମଣ୍ଡଳୀକୁ ପରଖାଗଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନୂଆ ଖ୍ରୀଷ୍ଟୀୟ ମଣ୍ଡଳୀକୁ ପରଖାଗଲା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଯିହୋବା ଆମଠାରୁ କʼଣ ଚାହାନ୍ତି?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଖ୍ରୀଷ୍ଟୀୟ ମଣ୍ଡଳୀ ଉପରେ ପବିତ୍ର ଶକ୍ତି ଢଳାଗଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ନଭେମ୍ବର ପୃଷ୍ଠା ୬
ସ୍ତିଫାନଙ୍କ ଉପରେ ପଥର ଫିଙ୍ଗା ଯାଉଛି ଏବ ଶାଉଲ ଏହାକୁ ସମର୍ଥନ କରୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୬-୮

ନୂଆ ଖ୍ରୀଷ୍ଟୀୟ ମଣ୍ଡଳୀକୁ ପରଖାଗଲା

୬:୧-୭; ୭:୫୮–୮:୧

ଯେଉଁ ନୂଆ ଶିଷ୍ୟମାନେ ଯିରୂଶାଲମରେ ରହିଯାଇଥିଲେ, ସେମାନଙ୍କ ମଧ୍ୟରୁ ଗ୍ରୀକ୍‌ ଭାଷା କହୁଥିବା ବିଧବାମାନଙ୍କ ସହ ଭେଦଭାବ କରାଗଲା । ଏହି ଅନ୍ୟାୟ କʼଣ ସେମାନଙ୍କ ପାଇଁ ବିଘ୍ନ ବା ବାଧାର କାରଣ ହେଲା, ନା ସେମାନେ ଯିହୋବା ସଠିକ୍‌ ସମୟରେ ସବୁକିଛି ଠିକ୍‌ କରିଦେବେ ବୋଲି ଧୈର୍ଯ୍ୟ ଧରିଲେ?

ଯେତେବେଳେ ସ୍ତିଫାନଙ୍କୁ ପଥର ଫୋପାଡ଼ି ହତ୍ୟା କରାଗଲା ଏବଂ ଯିରୂଶାଲମର ଖ୍ରୀଷ୍ଟିୟାନମାନଙ୍କ ଉପରେ ବହୁତ ଅତ୍ୟାଚାର କରାଗଲା, ସେମାନେ ପୂରା ଯିହୂଦା ଓ ଶମିରୋଣର ବିଭିନ୍ନ ଅଞ୍ଚଳରେ ଛିନ୍ନଭିନ୍ନ ହୋଇଗଲେ । କିନ୍ତୁ ସେଠାକୁ ଯିବା ପରେ, କʼଣ ସେମାନଙ୍କ ପ୍ରଚାର କାମ ଧୀମା ହୋଇଗଲା?

ନୂଆ ଖ୍ରୀଷ୍ଟୀୟ ମଣ୍ଡଳୀ ଅତ୍ୟାଚାର ସତ୍ତ୍ୱେ ଯିହୋବାଙ୍କ ସାହାଯ୍ୟରେ ଆହୁରି ଦୃଢ଼ ହେଲା ଏବଂ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା ।—ପ୍ରେରି ୬:୭; ୮:୪.

ନିଜକୁ ପଚାରନ୍ତୁ, ‘ମୋ ଜୀବନରେ ଆସୁଥିବା ପରୀକ୍ଷାଗୁଡ଼ିକୁ ମୁଁ କିପରି ସାମନା କରୁଛି?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ