ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ନଭେମ୍ବର ପୃଷ୍ଠା ୬
  • ୨୬ ନଭେମ୍ବର–୨ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୬ ନଭେମ୍ବର–୨ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ନଭେମ୍ବର ପୃଷ୍ଠା ୬

୨୬ ନଭେମ୍ବର–୨ ଡିସେମ୍ବର

ପ୍ରେରିତ ୬-୮

  • ଗୀତ ୧୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ନୂଆ ଖ୍ରୀଷ୍ଟୀୟ ମଣ୍ଡଳୀକୁ ପରଖାଗଲା”: (୧୦ ମି.)

    • ପ୍ରେରି ୬:୧—ଗ୍ରୀକ୍‌ ଭାଷା କହୁଥିବା ବିଧବାମାନଙ୍କ ସହିତ ଭେଦଭାବ କରାଗଲା [ସାକ୍ଷ୍ୟ ଦିଅ (ହିନ୍ଦୀ) ୪୧-୪୨ ¶୧୭]

    • ପ୍ରେରି ୬:୨-୭—ପ୍ରେରିତମାନେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ନେଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୪୨ ¶୧୮]

    • ପ୍ରେରି ୭:୫୮–୮:୧—ମଣ୍ଡଳୀଗୁଡ଼ିକ ଉପରେ ବହୁତ ଅତ୍ୟାଚାର କରାଗଲା

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରେରି ୬:୧୫—ସ୍ତିଫାନଙ୍କ ମୁଖ କେଉଁ ଅର୍ଥରେ “ଦୂତଙ୍କ ମୁଖ ସଦୃଶ” ଦେଖାଯାଉଥିଲା? [ସାକ୍ଷ୍ୟ ଦିଅ (ହିନ୍ଦୀ) ୪୫ ¶୨]

    • ପ୍ରେରି ୮:୨୬-୩୦—ଫିଲିପ୍ପ ଯେଉଁ କାମ କଲେ ଏବଂ ଆଜି ଖ୍ରୀଷ୍ଟିୟାନମାନେ ଯେଉଁ କାମ କରନ୍ତି, ସେଥିରେ କʼଣ ସମାନତା ରହିଛି? [ସାକ୍ଷ୍ୟ ଦିଅ (ହିନ୍ଦୀ) ୫୮-୫୯ ¶୧୬]

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରେରି ୬:୧-୧୫

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଘରମାଲିକଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ ।

  • ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ପ୍ରେମରେ ସ୍ଥିର (ହିନ୍ଦୀ) ୩୮ ¶୧୬-୧୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୫

  • “ଯିହୋବାଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କର”: (୧୫ ମି.) ଜଣେ ପ୍ରାଚୀନଙ୍କ ଦ୍ୱାରା ଆଲୋଚନା । ପ୍ରଥମେ ଏହି ଭିଡିଓ ଦେଖାନ୍ତୁ: ‘ଯିହୋବାଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କର ।’ ଗତ ସେବା ବର୍ଷରେ ମିଳିଥିବା ଦାନ ନିମନ୍ତେ ଶାଖା କାର୍ଯ୍ୟାଳୟ ନିଜ କୃତଜ୍ଞତା ଜଣାଇବା ପାଇଁ ଯେଉଁ ଚିଠି ପଠାଇଛି, ତାକୁ ପଢ଼ି ଶୁଣାନ୍ତୁ । ଆମେ ଯେଉଁ ଦାନ ଦେଉ ସେଥିରୁ ଆମକୁ କିପରି ଲାଭ ମିଳେ, ସେବିଷୟରେ ବୁଝାନ୍ତୁ । ଆପଣଙ୍କ ମଣ୍ଡଳୀରେ ପ୍ରତି ସଯ୍ତାହରେ କେତେ ଖର୍ଚ୍ଚ ହୁଏ, ସେବିଷୟରେ କୁହନ୍ତୁ । ଆମେ କେଉଁ କେଉଁ ଉପାୟରେ ଦାନ ଦେଇପାରିବା ଏବଂ ଦାନର କିପରି ବ୍ୟବହାର କରାଯାଏ, ସେବିଷୟରେ ଆଲୋଚନା କରନ୍ତୁ । ମଣ୍ଡଳୀର ଭାଇଭଉଣୀମାନେ ଉଦାରତାର ସହ ଯେଉଁ ଦାନ ଦିଅନ୍ତି, ତାର ପ୍ରଶଂସା କରନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୪

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୪୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ