ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଏପ୍ରିଲ୍‌ ପୃଷ୍ଠା ୬
  • ଈଶ୍ୱର “ସର୍ବେସର୍ବା” ହେବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱର “ସର୍ବେସର୍ବା” ହେବେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଯିହୋବା ସର୍ବଦା ନିଜ ପ୍ରତିଜ୍ଞା ପୂରଣ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • “ତୁମ୍ଭେମାନେ ପବିତ୍ର ହୁଅ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • “ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • “ଦେଖ ! ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଏପ୍ରିଲ୍‌ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ କରିନ୍ଥୀୟ ୧୪-୧୬

ଈଶ୍ୱର “ସର୍ବେସର୍ବା” ହେବେ

୧୫:୨୪-୨୮

ଯଦି ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିବା, ତେବେ ଆମକୁ ଭବିଷ୍ୟତରେ ଭରପୂର ଆଶିଷ ମିଳିବ। ଏହି ଆଶିଷଗୁଡ଼ିକ ବିଷୟରେ ଆମେ ସମ୍ପୂର୍ଣ୍ଣ ଉତ୍ସାହର ସହ ଅନ୍ୟମାନଙ୍କୁ କହିବା ଉଚିତ୍‌। ତେବେଯାଇ ଆମର ଆଶା ଆହୁରି ଦୃଢ଼ ହେବ। ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦେଇଥିଲେ ଯେ ସେମାନେ ଏପରି ସମୟର କଳ୍ପନା କରନ୍ତୁ, ଯେବେ ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନକାଳ ସମାଯ୍ତ ହୋଇଯିବ ଏବଂ ଯିହୋବା “ସର୍ବେସର୍ବା” ହେବେ।

ମହାକ୍ଳେଶ ସମୟରେ ର୍ଗଦୂତମାନେ ଯିହୋବାଙ୍କ ଲୋକମାନଙ୍କୁ ସୁରକ୍ଷା ଦେଉଛନ୍ତି; ଲୋକମାନେ ପାରଦୀଶରେ; ଯୀଶୁ ନିଜ ମୁକୁଟ ଓଇ ଯିହୋବା ଈରଙ୍କୁ ଅର୍ପଣ କରୁଛନ୍ତି

ନୂତନ ପୃଥିବୀର କେଉଁ କେଉଁ ଆଶିଷ ପାଇଁ ବିଶେଷ କରି ଆପଣ ଅପେକ୍ଷାରେ ଅଛନ୍ତି ଏବଂ କାହିଁକି ?

ଈଶ୍ୱର ନିଜ ପ୍ରତିଜ୍ଞା ନିଶ୍ଚୟ ପୂରଣ କରିବେ ବୋଲି ଆପଣ କାହିଁକି ଦୃଢ଼ ବିଶ୍ୱାସ କରନ୍ତି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ