୨୪-୩୦ ଜୁନ୍
ଫିଲିପ୍ପୀୟ ୧-୪
ଗୀତ ୩୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ”: (୧୦ ମି.)
[ଫିଲିପ୍ପୀୟ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]
ଫିଲିପ୍ ୪:୬—ଯେତେବେଳେ ଆପଣଙ୍କୁ ଚିନ୍ତା ଘାରେ ପ୍ରାର୍ଥନା କରନ୍ତୁ (ପ୍ର୧୭.୦୮-ହି ୧୦ ¶୧୦)
ଫିଲିପ୍ ୪:୭—“ଈଶ୍ୱରଙ୍କ ଶାନ୍ତି” ଆପଣଙ୍କୁ ସୁରକ୍ଷା ଦେଇପାରେ (ପ୍ର୧୭.୦୮-ହି ୧୦ ¶୭; ୧୨ ¶୧୬)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଫିଲିପ୍ ୧:୨୩—କେଉଁ ‘ଦୁଇଟି ବିଷୟକୁ’ ନେଇ ପାଉଲ ସମସ୍ୟାରେ ଥିଲେ ଏବଂ ସେ କେଉଁ “ପ୍ରସ୍ଥାନ” ପାଇଁ ଇଚ୍ଛା ରଖୁଥିଲେ ? (ପ୍ର୦୮-ହି ୮/୧୫ ୨୮ ¶୨)
ଫିଲିପ୍ ୨:୧୭—ପାଉଲ ଏପରି କାହିଁକି କହିଲେ ଯେ ତାଙ୍କୁ “ପେୟ ନୈବେଦ୍ୟ ପରି ଢଳା ଯାଉଅଛି ?” (ଇନସାଇଟ୍-୨ ୫୨୮ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଫିଲିପ୍ ୪:୧୦-୨୩ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୪)
ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍) ଖୁସିର ଖବର ପାଠ ୬ ¶୩-୪ (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମାଲିକ କିଏ—ଆପଣ ନା ଆପଣଙ୍କ ଫୋନ୍ ?: (୫ ମି.) ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ: ଫୋନ୍ କେଉଁ କାମରେ ଆସେ ? ଏହା ଆମକୁ ନିୟନ୍ତ୍ରଣ କଲେ କʼଣ କୁପରିଣାମ ହୋଇପାରେ ? ଆପଣ କିପରି ଜାଣିପାରିବେ ଯେ ଏହା ଆପଣଙ୍କୁ ନିୟନ୍ତ୍ରଣ କରୁଛି ? ଆପଣ କିପରି “ଉତ୍କୃଷ୍ଟ ବିଷୟଗୁଡ଼ିକ” ପ୍ରତି ଧ୍ୟାନ ଦେଇପାରିବେ ? (ଫିଲିପ୍ ୧:୧୦)
“ବୁଝିବିଚାରି ମନୋରଞ୍ଜନ ବାଛନ୍ତୁ”: (୧୦ ମି.) ଆଲୋଚନା। ମୁଁ କିଭଳି ମନୋରଞ୍ଜନ ବାଛିବା ଉଚିତ୍ ? ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୬ ¶୯-୧୬
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୯୬ ଏବଂ ପ୍ରାର୍ଥନା