ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁନ୍‌ ପୃଷ୍ଠା ୬
  • “କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ‘ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ, କʼଣ କହିବ ତୁମ୍ଭକୁ ଶିଖାଇବା’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଯିହୋବା ଆମ କଥା ଶୁଣନ୍ତି କି?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ଯିହୋବାଙ୍କର ବିଶ୍ୱସ୍ତ ରହନ୍ତୁ ଏବଂ ଆଶିଷ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁନ୍‌ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଫିଲିପ୍‌ପୀୟ ୧-୪

“କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ”

୪:୬, ୭

ଜଣେ ଭଉଣୀ ର୍ଥନା କରିବା ପରେ ଶାନ୍ତି ଅନୁଭବ କରୁଛନ୍ତି
  • ପ୍ରାର୍ଥନା ଆମ ସମସ୍ତ ଚିନ୍ତାର ଔଷଧ

  • ଯଦି ଆମେ ସମ୍ପୂର୍ଣ୍ଣ ଭରସା ରଖି ପ୍ରାର୍ଥନା କରିବା, ତେବେ ଯିହୋବା ଆମକୁ ଏପରି ଶାନ୍ତି ଦେବେ, ଯାହା “ସମସ୍ତ ବୋଧର ଅଗମ୍ୟ”

  • ହୁଏତ ଆମ ସମସ୍ୟାରୁ ବାହାରିବା ପାଇଁ ଆମକୁ କୌଣସି ବାଟ ଦିଶେ ନାହିଁ, କିନ୍ତୁ ଯିହୋବା ଆମକୁ ଧୈର୍ଯ୍ୟ ଧରିବାରେ ସାହାଯ୍ୟ କରିପାରିବେ। କେବଳ ଏତିକି ନୁହେଁ, ସେ ଏପରି କିଛି କରିପାରନ୍ତି, ଯାହା ଆମେ କେବେ ମଧ୍ୟ ଆଶା କରି ନ ଥିବୁ।—୧କରି ୧୦:୧୩

ମୋତେ କେଉଁସବୁ ଚିନ୍ତା ଘାରେ ?

ମୁଁ କିପରି ଦେଖାଇପାରିବି ଯେ ମୁଁ ଯିହୋବାଙ୍କଠାରେ ସମ୍ପୂର୍ଣ୍ଣ ଭରସା ରଖେ ?

ଜଣେ ଭଉଣୀ ବିଲ୍‌କୁ ନେଇ ଚିନ୍ତିତ ଅଛନ୍ତି; ଜଣେ ଭଉଣୀ ନିଜ ପତି ଅସୁସ୍ଥ ବା ସମୟରେ ର୍ଥନା କରୁଛନ୍ତି; ପିତାମାତା ଝଗ ହେଉବା ବେଳେ ପିଲାମାନେ ତାହା ଦେଖୁଛନ୍ତି ଓ ଶୁଣୁଛନ୍ତି
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ