ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଏପ୍ରିଲ୍‌ ପୃଷ୍ଠା ୫
  • ଆଶୀର୍ବାଦ ପାଇବା ପାଇଁ କʼଣ ଆପଣ ଯୁଦ୍ଧ କରୁଛନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆଶୀର୍ବାଦ ପାଇବା ପାଇଁ କʼଣ ଆପଣ ଯୁଦ୍ଧ କରୁଛନ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ମୋ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ କʼଣ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • “କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଯିହୋବାଙ୍କର କ୍ରୋଧର ଦିନ ଆସିବା ପୂର୍ବରୁ ତାହାଙ୍କର ଅନ୍ୱେଷଣ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଏପ୍ରିଲ୍‌ ପୃଷ୍ଠା ୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୨-୩୩

ଆଶୀର୍ବାଦ ପାଇବା ପାଇଁ କʼଣ ଆପଣ ଯୁଦ୍ଧ କରୁଛନ୍ତି ?

୩୨:୨୪-୨୮

ଯିହୋବାଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ଆମକୁ ବହୁତ ସଂଘର୍ଷ କରିବାକୁ ହେବ। ଆମକୁ ତାହାଙ୍କ ସେବାକୁ ଜୀବନରେ ପ୍ରଥମ ସ୍ଥାନ ଦେବାକୁ ହେବ। (୧କରି ୯:୨୬, ୨୭) ଏ କ୍ଷେତ୍ରରେ ଯାକୁବ ଏକ ବଢ଼ିଆ ଉଦାହରଣ। ତାଙ୍କ ବୟସ ଯଥେଷ୍ଟ ହୋଇଯାଇଥିବା ସତ୍ତ୍ୱେ ସେ ଆଶୀର୍ବାଦ ପାଇବା ପାଇଁ ସ୍ୱର୍ଗଦୂତଙ୍କ ସହିତ ବହୁତ ସଂଘର୍ଷ କଲେ। ଆମେ ଖ୍ରୀଷ୍ଟିୟାନ ଭାବେ ନିଜ ଦାୟିତ୍ୱକୁ ପୂରଣ କରିବା ପାଇଁ ଆମଠାରେ ମଧ୍ୟ ସେହିପରି ମନୋଭାବ ହେବା ଉଚିତ୍‌। ଆମେ ଯିହୋବାଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ବହୁତ ସଂଘର୍ଷ କରୁଛୁ ବୋଲି କିପରି ଜଣାପଡ଼େ ?

  • ସଭାଗୁଡ଼ିକ ପାଇଁ ଭଲ ପ୍ରସ୍ତୁତି କଲେ

  • ନିୟମିତ ଭାବେ ପ୍ରଚାର କଲେ

  • ମଣ୍ଡଳୀର ଭାଇଭଉଣୀମାନଙ୍କୁ ସାହାଯ୍ୟ କଲେ

ଚିତସମୂହ: ଜଣେ ବ୍ୟସ୍ତ ମାଆ  । ୧. ଦିନ ଆର କରିବା ପୂର୍ବରୁ ସେ ର୍ଥନା କରୁଛନ୍ତି  । ୨. ଚାର ସେବାକୁ ଯିବା ପୂର୍ବରୁ ସେ ନିଜ ଶିଶୁକୁ ଖୁଆଉଛନ୍ତି  । ୩. ସେ ତାଙ୍କ ଦୁଇ ଝିଅ ଓ ମଣ୍ଡଳୀର ଭଉଣୀମାନଙ୍କ ସହ ଖୁସିରେ ଚାର କରୁଛନ୍ତି  ।

ପରିସ୍ଥିତି ଯେତେ ମଧ୍ୟ କଠିନ ହେଉ ନା କାହିଁକି, ଯିହୋବାଙ୍କୁ ପ୍ରାର୍ଥନା କରିବା ଜାରି ରଖନ୍ତୁ ଏବଂ ତାହାଙ୍କୁ ଅନୁରୋଧ କରନ୍ତୁ ଯେ ସେ ଆପଣଙ୍କ ପରିଶ୍ରମ ଉପରେ ଆଶୀର୍ବାଦ କରିବେ।

ନିଜକୁ ପଚାରନ୍ତୁ, ‘ଯିହୋବାଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ମତେ ଜୀବନର କେଉଁ କେଉଁ କ୍ଷେତ୍ରରେ ଆହୁରି ପରିଶ୍ରମ କରିବାକୁ ହେବ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ