ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମାର୍ଚ୍ଚ ପୃଷ୍ଠା ୫
  • ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯାକୁବ ଓ ଏଷୌ ବୁଝାମଣା କଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯାକୁବ ଉତ୍ତରାଧିକାରୀ ହେଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମାର୍ଚ୍ଚ ପୃଷ୍ଠା ୫
ଯାକୁବ ଏଷୌଙ୍କ ବସ୍ତ୍ର ପିନ୍ଧିଛନ୍ତି, ହାତ ଓ ବେକରେ ଛେଳିର ଛାଲକୁ ଗୁଇଛନ୍ତି, ଯାକୁବ ଇସ୍‌ହାକଙ୍କ ହାତକୁ ସ୍ପର୍ଶ କରୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୭-୨୮

ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ

୨୭:୬-୧୦, ୧୮, ୧୯, ୨୭-୨୯

ଇସ୍‌ହାକ ଯାକୁବଙ୍କୁ ଯେଉଁ ଆଶୀର୍ବାଦ କଲେ, ତାହା ଏକ ଭବିଷ୍ୟତବାଣୀଥିଲା

  • ତିଜ୍ଞାତ ଦେଶର ମାନଚିତ, ଇଏଲର ସବୁଜ ଉର୍ବର ଜମିକୁ ଦେଖାଉଛି, ଏହି ଜମିକୁ ଇଦୋମର ଷ୍ଣବର୍ଣ୍ଣ ଶୁଖିଲା ଜମି ସହିତ ତୁଳନା କରାଯାଇଛି

    ୨୭:୨୮—ଯିହୋବା ଯାକୁବଙ୍କ ବଂଶକୁ ଏକ ଉର୍ବର ଜମି ଦେଲେ, ଯାହା “ଦୁଗ୍ଧମଧୁପ୍ରବାହୀ” ଦେଶ ଥିଲା—ଦ୍ୱିବି ୨୬:୧୫

  • ୨୭:୨୯—ଇସ୍ରାଏଲୀୟମାନେ (ଯାକୁବଙ୍କ ବଂଶ) ଇଦୋମୀୟଙ୍କଠାରୁ (ଏଷୌଙ୍କ ବଂଶ) ଅଧିକ ଶକ୍ତିଶାଳୀ ହୋଇଗଲେ—ଆଦି ୨୫:୨୩; ୨ଶାମୁ ୮:୧୪

  • ୨୭:୨୯—ଇଦୋମୀୟମାନେ ଇସ୍ରାଏଲୀୟମାନଙ୍କୁ ଘୃଣା କରୁଥିଲେ, ତେଣୁ ସେମାନେ ଅଭିଶପ୍ତ ହେଲେ ଏବଂ ଆଗକୁ ଯାଇ ସେମାନଙ୍କ ସମଗ୍ର ରାଷ୍ଟ୍ରକୁ ବିନାଶ କରାଗଲା—ଯିହି ୨୫:୧୨-୧୪

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ