ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମେ ପୃଷ୍ଠା ୪
  • ଯିହୋବା ସର୍ବଦା ଯୋଷେଫଙ୍କ ସାଙ୍ଗରେ ରହିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ସର୍ବଦା ଯୋଷେଫଙ୍କ ସାଙ୍ଗରେ ରହିଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯିହୋବା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରୁଛନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଯିହୋବା ଯୋଷେଫଙ୍କୁ ଉଦ୍ଧାର କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ସମସ୍ୟା ସମୟରେ ଯିହୋବା ଆମକୁ ଧରି ରଖନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଜଣେ ଦାସ ଈଶ୍ୱରଙ୍କ କଥା ମାନିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମେ ପୃଷ୍ଠା ୪
ଯୋଷେଫ ମିଶରରେ ଏକ ଜେଲରେ ଅଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୮-୩୯

ଯିହୋବା ସର୍ବଦା ଯୋଷେଫଙ୍କ ସାଙ୍ଗରେ ରହିଲେ

୩୯:୧, ୧୨-୧୪, ୨୦-୨୩

ଯୋଷେଫ ଅନେକ ସମସ୍ୟାର ସାମନା କଲେ । କିନ୍ତୁ ସେ ‘ଯେ ଯେ କାର୍ଯ୍ୟ କଲେ, ଯିହୋବା ସେସମସ୍ତ ସିଦ୍ଧ’ କଲେ ଏବଂ “କାରାରକ୍ଷକର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହପାତ୍ର କଲେ ।” (ଆଦି ୩୯:୨, ୩, ୨୧-୨୩) ଯୋଷେଫଙ୍କ ଅନୁଭୂତିରୁ ଆମେ କʼଣ ଶିଖୁ ?

  • ଆମେ ସମସ୍ୟାଗୁଡ଼ିକର ସାମନା କଲେ, ଏହାର ଅର୍ଥ ନୁହେଁ ଯେ ଆମେ ଯିହୋବଙ୍କ ମଞ୍ଜୁରି ହରାଇ ଦେଇଛୁ ।—ଗୀତ ୩୪:୧୯

  • ଆମେ ଧ୍ୟାନ ଦେବା ଉଚିତ୍‌ ଯେ ଯିହୋବା ଆମ ପାଇଁ କʼଣ କʼଣ କରୁଛନ୍ତି ଏବଂ ସେଗୁଡ଼ିକ ପାଇଁ ଆମେ ତାହାଙ୍କୁ ଧନ୍ୟବାଦ ଦେବା ଉଚିତ୍‌ ।—ଫିଲିପ୍‌ ୪:୬, ୭

  • ଆମେ ଯିହୋବାଙ୍କ ଉପରେ ଭରସା ରଖିବା ଉଚିତ୍‌ ଯେ ସେ ଆମକୁ ସମ୍ଭାଳିବେ ।—ଗୀତ ୫୫:୨୨

ଚିତସମୂହ: ୧. ଜଣେ ଭାଇ ଏକ ଜେଲର କୋଠରିରେ ନିଜ ପରିବାରଠାରୁ ମିଳିଥିବା ଏକ ଚିଠି ପଛନ୍ତି । ୨. ଜଣେ ଭାଇ ଡାକ୍ତରଖାନାର ଏକ ବେଡରେ ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ