ମୋଶା ହାତ ବଢ଼ାଇ ଲାଲ ସାଗରକୁ ଦୁଇ ଭାଗ କରୁଛନ୍ତି
ପ୍ରଚାର କରିବାର ନମୁନା
●○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ଆମ ଆତ୍ମୀୟମାନଙ୍କୁ ହରାଇବାର ଦୁଃଖକୁ ସହିବା ପାଇଁ ଆମକୁ କେଉଁଥିରୁ ସାହାଯ୍ୟ ମିଳିପାରିବ ?
ପଦ: ୨କରି ୧:୩, ୪
ଆର ଥରକୁ: ମୃତ୍ୟୁ ପରେ ଜଣେ ମଣିଷର କʼଣ ହୁଏ ?
○●ପୁନଃସାକ୍ଷାତ
ପ୍ରଶ୍ନ: ମୃତ୍ୟୁ ପରେ ଜଣେ ମଣିଷର କʼଣ ହୁଏ ?
ପଦ: ଉପ ୯:୫, ୧୦
ଆର ଥରକୁ: ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ପୁଣିଥରେ ଆମେ ଦେଖିପାରିବା କି ?