ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୪
  • ଯିହୋବା ନିଜ ଲୋକମାନଙ୍କୁ ଜଗତରୁ ଭିନ୍ନ କରିଛନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ନିଜ ଲୋକମାନଙ୍କୁ ଜଗତରୁ ଭିନ୍ନ କରିଛନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଆଶିଷ କିପରି ପାଇବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ବୁଦ୍ଧିମାନର ସହ ଜମିକୁ ବାଣ୍ଟିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ମୂଲ୍ୟବାନ ଉତ୍ତରାଧିକାର ପାଇବାର ସୁଯୋଗ ହରାନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ନିଜ ଲୋକମାନଙ୍କୁ ଜଗତରୁ ଭିନ୍ନ କରିଛନ୍ତି

ଆମେ ଯିହୋବାଙ୍କ ସବୁ ନିୟମ ମାନିବା ଉଚିତ୍‌ (ଲେବୀ ୨୦:୨୨, ୨୩; ପ୍ର୦୪-ହି ୧୦/୧୫ ପୃ ୧୧ ¶୧୨)

ଯିହୋବାଙ୍କ ଏକ ପ୍ରତିଜ୍ଞାର ଆମେ ଉତ୍ତରାଧିକାରୀ ହେବା (ଲେବୀ ୨୦:୨୪; ଇନସାଇଟ୍‌-୧ ପୃ ୧୧୯୯)

ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକମାନଙ୍କର ଉପାସନା ଶୁଦ୍ଧ ହେଉ (ଲେବୀ ୨୦:୨୫, ୨୬; ଇନସାଇଟ୍‌-୧ ପୃ ୩୧୭ ¶୨)

ଯିହୋବା ଏପରି ଲୋକମାନଙ୍କୁ ଆଶିଷ ଦିଅନ୍ତି, ଯେଉଁମାନେ ତାହାଙ୍କ ସହ ଭଲ ସମ୍ପର୍କ ବଜାୟ ରଖନ୍ତି । ଯଦି ଆମେ ଚାହୁଁ ଯେ ଯିହୋବାଙ୍କ ଆଶିଷ ଆମ ଉପରେ ସର୍ବଦା ରହୁ, ତେବେ ଆମକୁ ଜଗତ ଓ ଏହାର ଅଶୁଦ୍ଧ କାମଗୁଡ଼ିକଠାରୁ ଦୂରେଇ ରହିବାକୁ ହେବ ।

ଡାକ୍ତରଖାନା ସମ୍ପର୍କ ସମିତିର ଜଣେ ଭାଇ ଏକ ଡାକ୍ତରଙ୍କୁ କିଛି ଟାକ୍‌ଟ ଦେଉଛନ୍ତି, ଯେଉଁଥିରେ ସାକ୍ଷୀମାନଙ୍କ ବିଷୟରେ ଚିକିସା ସହ ଜତ କିଛି ତଥ୍ୟ ଦିଆଯାଇଛି ।

ନିଜକୁ ପଚାରନ୍ତୁ, ଏପରି ଚିକିତ୍ସାଗୁଡ଼ିକ କʼଣ ଯାହା ଯିହୋବାଙ୍କୁ ଦୁଃଖିତ କରେ ଏବଂ ମୁଁ ସେଗୁଡ଼ିକଠାରୁ କିପରି ଦୂରେଇ ରହିପାରିବି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ