ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୪
  • ଯିହୋବାଙ୍କଠାରୁ ପରାମର୍ଶ ନେବା ଜାରି ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କଠାରୁ ପରାମର୍ଶ ନେବା ଜାରି ରଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ‘ଆମ୍ଭେ ହିଁ ତୁମ୍ଭର ଅଧିକାର’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ତାଙ୍କଠାରେ ସାହସ, ଉତ୍ସାହ ଓ ଦୃଢ଼ ସଂକଳ୍ପ ଥିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ମାନୋହ ଓ ତାଙ୍କ ପତ୍ନୀ ପିତାମାତାଙ୍କ ପାଇଁ ଏକ ଭଲ ଉଦାହରଣ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଅହଂକାରୀ ହୁଅନ୍ତୁ ନାହିଁ, ନିଜ ଉପରେ ଅଧିକ ଭରସା କରନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କଠାରୁ ପରାମର୍ଶ ନେବା ଜାରି ରଖନ୍ତୁ

ଇସ୍ରାଏଲୀୟମାନେ ଯିହୋବାଙ୍କୁ ବାରମ୍ବାର ପରାମର୍ଶ ମାଗିଲେ (ବିଚା ୨୦:୧୭, ୧୮, ୨୩; ପ୍ର୧୧-ହି ୯/୧୫ ପୃ ୩୨ ¶୩)

ଇସ୍ରାଏଲୀୟମାନେ ମାମଲାକୁ ଯିହୋବାଙ୍କ ହାତରେ ଛାଡ଼ିଦେଲେ ଏବଂ ଭରସା ରଖିଲେ ଯେ ସେ ନିଜ ନାମ ଉପରେ ଲାଗିଥିବା କଳଙ୍କକୁ ଦୂର କରିବେ (ବିଚା ୨୦:୨୬-୨୮)

ଆମେ ଯିହୋବାଙ୍କ ପରାମର୍ଶ ନେବା ଜାରି ରଖିବା ଉଚିତ୍‌ ଏବଂ ତାଙ୍କ ଉପରେ ପୂରା ଭରସା ରଖିବା ଉଚିତ୍‌ (ବିଚା ୨୦:୩୫; ଲୂକ ୧୧:୯; ପ୍ର୧୧-ହି ୯/୧୫ ପୃ ୩୨ ¶୫)

ଚିତସମୂହ: ୧. ଜଣେ ଭାଇ ବାଇବଲ ଓ ବାଇବଲ ଆଧାରିତ ସାହିତ୍ୟ ଗୁକରେ ଚିକିସା ଉପରେ ପରାମର୍ଶ ଖୋଜୁଛନ୍ତି । ୨. ଭାଇ ନିଜ ଡାକ୍ତରଙ୍କ ସହ କଥା ହେଉଛନ୍ତି ଓ ମେଡିକାଲ୍‌ ଡିରେକ୍‌ଟିବ୍‌ କାର୍ଡ ଦେଖାଉଛନ୍ତି ।

ନିଜକୁ ପଚାରନ୍ତୁ: ‘ସମସ୍ୟାଗୁଡ଼ିକ ଆସିଲେ, କʼଣ ମୁଁ ତୁରନ୍ତ ଯିହୋବାଙ୍କଠାରୁ ସାହାଯ୍ୟ ମାଗୁଛି କି ? କʼଣ ମୁଁ ବାରମ୍ବାର ତାହାଙ୍କଠାରୁ ପରାମର୍ଶ ନେଉଛି କି ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ