ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୨
  • ନମ୍ର ରହିବା କାହିଁକି ଜରୁରୀ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନମ୍ର ରହିବା କାହିଁକି ଜରୁରୀ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଧନୁ ନାମକ ଶୋକ ଗୀତରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯୋଶୀୟ ଈଶ୍ୱରଙ୍କ ବ୍ୟବସ୍ଥାକୁ ବହୁତ ପ୍ରେମ କରୁଥିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ସବୁବେଳେ ମନେରଖନ୍ତୁ ଯେ ସମୟ ବହୁତ କମ୍‌ ରହିଯାଇଛି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବା ଅସମ୍ଭବକୁ ସମ୍ଭବ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୨
ରାଜା ଯୋଶୀୟଙ୍କ ସେକ୍ରେଟାରୀ ବ୍ୟବସ୍ଥା ପୁସ୍ତକରୁ ପଢ଼ୁଛନ୍ତି ଓ ସେ ତାହା ନମ୍ର ଭାବେ ଶୁଣୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ନମ୍ର ରହିବା କାହିଁକି ଜରୁରୀ ?

ଯୋଶୀୟ ଯିହୋବାଙ୍କୁ ଖୁସି କରିବା ପାଇଁ ତୁରନ୍ତ ପଦକ୍ଷେପ ନେଲେ (୨ରାଜା ୨୨:୧-୫)

ଯୋଶୀୟ ନମ୍ର ଥିଲେ, ସେଥିପାଇଁ ସେ ନିଜ ଭୁଲଗୁଡ଼ିକୁ ମାନିନେଲେ (୨ରାଜା ୨୨:୧୩; ପ୍ର୦୦-ହି ୯/୧୫ ପୃ ୨୯-୩୦)

ଯୋଶୀୟ ନମ୍ର ଥିଲେ, ସେଥିପାଇଁ ଯିହୋବା ତାଙ୍କୁ ଆଶିଷ ଦେଲେ (୨ରାଜା ୨୨:୧୮-୨୦; ପ୍ର୦୦-ହି ୯/୧୫ ପୃ ୩୦ ¶୨)

ଆମକୁ ନମ୍ର ହୋଇ ଯିହୋବାଙ୍କ ମାର୍ଗଦର୍ଶନ ନେବା ଉଚିତ୍‌ ଆଉ ଭୁଲ ହୋଇଗଲେ ତାକୁ ମାନି ନେବା ଉଚିତ୍‌ ଏବଂ ନିଜ ଭିତରେ ସୁଧାର କରିବା ଉଚିତ୍‌ । ଯେବେ ଆମେ ଏପରି କରୁ, ତେବେ ଯିହୋବା ଆମ ଉପରେ ଖୁସି ହୁଅନ୍ତି ଏବଂ ଆମକୁ ଆଶିଷ ଦିଅନ୍ତି ।—ଯାକୁ. ୪:୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ