ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୩
  • ସବୁବେଳେ ମନେରଖନ୍ତୁ ଯେ ସମୟ ବହୁତ କମ୍‌ ରହିଯାଇଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସବୁବେଳେ ମନେରଖନ୍ତୁ ଯେ ସମୟ ବହୁତ କମ୍‌ ରହିଯାଇଛି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଧୈର୍ଯ୍ୟର ଗୋଟିଏ ସୀମା ଅଛି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବା ଅସମ୍ଭବକୁ ସମ୍ଭବ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନମ୍ର ରହିବା କାହିଁକି ଜରୁରୀ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ତମ ପୁଅକୁ କୋଳରେ ଉଠାଇ ନିଅ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୩

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସବୁବେଳେ ମନେରଖନ୍ତୁ ଯେ ସମୟ ବହୁତ କମ୍‌ ରହିଯାଇଛି

ଅନେକ ବର୍ଷରୁ ଯିହୋବା ଯିହୁଦାର ଲୋକମାନଙ୍କୁ ଚେତାବନୀ ଦେଇ ଆସୁଥିଲେ ଯେ ଯଦି ସେମାନେ ଖରାପ କାମ କରିବା ଛାଡ଼ିବେ ନାହିଁ, ତାହେଲେ ସେ ସେମାନଙ୍କୁ ଛାଡ଼ିଦେବେ (୨ରାଜା ୨୪:୨, ୩; ପ୍ର୦୧-ହି ୨/୧୫ ପୃ ୧୨ ¶୨)

ଯିହୋବା ଖ୍ରୀଷ୍ଟ ପୂର୍ବ ୬୦୭ରେ ବାବିଲର ଲୋକମାନଙ୍କ ଜରିଆରେ ଯିରୂଶାଲମକୁ ବିନାଶ କରି ଦେଲେ (୨ରାଜା ୨୫:୮-୧୦; ପ୍ର୦୭-ହି ୪/୧ ପୃ ୧୧ ¶୧୦)

ଯିହୋବା ସେହି ଲୋକମାନଙ୍କର ଜୀବନ ବଞ୍ଚାଇଲେ, ଯେଉଁମାନେ ତାଙ୍କ ଚେତାବନୀ ଉପରେ ଧ୍ୟାନ ଦେଲେ (୨ରାଜା ୨୫:୧୧)

ଜଣେ ଭାଇ ଖାଇବା ଛୁଟି ସମୟରେ ତାଙ୍କ ସହ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ସାକ୍ଷ୍ୟ ଦେଉଛନ୍ତି ।

ଆମ ସମୟରେ ବି ଯିହୋବା ଅନେକ ବର୍ଷରୁ ଦୁନିଆର ଲୋକମାନଙ୍କୁ ଚେତାବନୀ ଦେଇ ଆସୁଛନ୍ତି ଯେ ସେ ‘ଅଧାର୍ମିକ ଲୋକମାନଙ୍କୁ’ ଦଣ୍ଡ ଦେବେ ।—୨ପିତ ୩:୭.

ନିଜକୁ ପଚାରନ୍ତୁ: ‘କʼଣ ମୁଁ ସବୁ ସୁଯୋଗର ଲାଭ ଉଠାଇ ଈଶ୍ୱରଙ୍କ ଚେତାବନୀକୁ ଧ୍ୟାନ ଦେବା ପାଇଁ ଲୋକମାନଙ୍କର ସାହାଯ୍ୟ କରେ ?’—୨ତୀମ ୪:୨.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ