ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୪
  • ଯିହୋବା ଅସମ୍ଭବକୁ ସମ୍ଭବ କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଅସମ୍ଭବକୁ ସମ୍ଭବ କଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ବଡ଼ ହେବାର ଇଚ୍ଛା ଯୋଗୁଁ ଜଣେ ଦୁଷ୍ଟ ମହିଳାକୁ ଦଣ୍ଡ ମିଳିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କ ଧୈର୍ଯ୍ୟର ଗୋଟିଏ ସୀମା ଅଛି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ସବୁବେଳେ ମନେରଖନ୍ତୁ ଯେ ସମୟ ବହୁତ କମ୍‌ ରହିଯାଇଛି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ଅସମ୍ଭବକୁ ସମ୍ଭବ କଲେ

ଯେବେ ଭୟଙ୍କର ଦୁର୍ଭିକ୍ଷ ହୋଇଥିଲା, ତେବେ ଯିହୋବା କହିଲେ ଯେ ତାʼପର ଦିନ ପ୍ରଚୁର ଖାଇବା ପିଇବାର ଜିନିଷ ଥିବ (୨ରାଜା ୭:୧; ଇନସାଇଟ୍‌-୧ ପୃ ୭୧୬-୭୧୭)

ଇସ୍ରାଏଲର ଜଣେ ସେନାପତି ଯିହୋବାଙ୍କର ଏହି ପ୍ରତିଜ୍ଞାର ମଜାକ ଉଡ଼ାଇଲେ (୨ରାଜା ୭:୨)

ଯିହୋବା ତାହା କରିକି ଦେଖାଇଲେ, ଯାହା ଲୋକମାନେ ଆଶା ବି କରି ନ ଥିଲେ (୨ରାଜା ୭:୬, ୭, ୧୬-୧୮)

ଗୋଟିଏ ସାକ୍ଷୀ ମୀ ସ୍ତ୍ରୀ କଫି ପିଇବା ପାଇଁ ରେଷ୍ଟୁରେଣ୍ଟ ଯାଇଛନ୍ତି ଓ ସେଠାରେ ଟିଭିରେ ନ୍ୟୁଜ୍‌ ଦେଖୁଛନ୍ତି । ନ୍ୟୁଜ୍‌ରେ ଦେଖିବାକୁ ମିଳୁଛି ଯେ ଦୁନିଆର ବ ବ ନେତାମାନେ ଏକାଠି ହୋଇଛନ୍ତି । ରେଷ୍ଟୁରେଣ୍ଟରେ ବସିଥିବା ସବୁ ଲୋକମାନେ ଧନର ସହ ନ୍ୟୁଜ୍‌ ଦେଖୁଛନ୍ତି ।

ଯିହୋବା କହିଥିଲେ ଯେ ଲୋକମାନଙ୍କ ବିନାଶ ହଠାତ୍‌ ହେବ, ଅର୍ଥାତ୍‌ ଏପରି ସମୟରେ ଯେବେ ଲୋକମାନେ ଭାବି ବି ନ ଥିବେ । (୧ଥେସ ୫:୨, ୩) ଯିହୋବାଙ୍କ କଥା ଉପରେ ବିଶ୍ୱାସ କରିବା କାହିଁକି ଜରୁରୀ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ