ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମେ ପୃଷ୍ଠା ୧୨
  • କʼଣ ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟରୁ ପୂରା ଲାଭ ମିଳୁଛି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟରୁ ପୂରା ଲାଭ ମିଳୁଛି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ସାହସର ସହ କାମ କରୁଥିବା ବ୍ୟକ୍ତିଙ୍କୁ ଯିହୋବା ଆଶିଷ ଦିଅନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • “ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବାଙ୍କ ସେବା କରିବା ବହୁତ କଠିନ ନୁହେଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯୋଶୀୟ ଈଶ୍ୱରଙ୍କ ବ୍ୟବସ୍ଥାକୁ ବହୁତ ପ୍ରେମ କରୁଥିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମେ ପୃଷ୍ଠା ୧୨
ରାଜା ଯୋଶୀୟ ଦୁଃଖରେ ନିଜ କପଡ଼ା ଚିରି ପକାଇଲେ ।

ଯେବେ ଯୋଶୀୟ ଯିହୋବାଙ୍କ ବ୍ୟବସ୍ଥାରେ ଲେଖାଥିବା କଥାଗୁଡ଼ିକୁ ଶୁଣିଲେ ତେବେ ସେ ନିଜ କପଡ଼ା ଚିରି ପକାଇଲେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟରୁ ପୂରା ଲାଭ ମିଳୁଛି ?

ଯୋଶୀୟ ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା କଥାଗୁଡ଼ିକୁ ଧ୍ୟାନର ସହ ଶୁଣିଲେ (୨ବଂଶା ୩୪:୧୮, ୧୯; ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ)

ଯୋଶୀୟ ସେହି କଥାଗୁଡ଼ିକର ଅର୍ଥ ଭଲଭାବେ ବୁଝିବା ପାଇଁ ଚେଷ୍ଟା କଲେ (୨ବଂଶା ୩୪:୨୧; ଇନସାଇଟ୍‌-୧ ପୃ ୧୧୫୭ ¶୪)

ଯୋଶୀୟ ଯାହା ଶିଖିଲେ ତାʼ ମୁତାବକ କାମ କଲେ (୨ବଂଶା ୩୪:୩୩; ପ୍ର୦୯-ହି ୬/୧୫ ପୃ ୧୦-୧୧ ¶୨୦)

ଜଣେ ଭାଇ ବାଇବଲ ପଢ଼ିବା ପରେ ହିଂସାତ୍ମକ ଭିଡିଓ ଗେମ୍‌ସଗୁଡ଼ିକୁ ଫିଙ୍ଗୁଛନ୍ତି ।

ନିଜକୁ ପଚାରନ୍ତୁ: ‘ମୁଁ ବାଇବଲରୁ ଯିହୋବାଙ୍କ ବିଷୟରେ ଯାହା ଶିଖେ, କʼଣ ତାʼ ମୁତାବକ ତୁରନ୍ତ କାମ ମଧ୍ୟ କରେ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ