ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୧୦
  • ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଭଲ ସାଙ୍ଗ ବାଛନ୍ତୁ, ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ସଫଳତା ପାଇବା ପାଇଁ କʼଣ କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କ ଭଳି ହୁଅନ୍ତୁ ଓ ଭେଦଭାବ କରନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ବିଶ୍ୱାସର ସହ କାମ କରନ୍ତୁ, ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୧୦
ଏଜ୍ରାଙ୍କ ହାତରେ ଗୋଟିଏ ଚର୍ମପତ୍ର ଅଛି ଓ ସେ ଲୋକମାନଙ୍କ ସାମନାରେ ଯିହୋବାଙ୍କ ମହିମା କରୁଛନ୍ତି ।

ଏଜ୍ରା ଲୋକମାନଙ୍କ ସାମନାରେ ବ୍ୟବସ୍ଥାକୁ ପଢ଼ୁଛନ୍ତି ଓ ଯିହୋବାଙ୍କ ପ୍ରଶଂସା କରୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

‘ଯିହୋବା ଦେଉଥିବା ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ’

ଯେବେ ଏଜ୍ରା ବ୍ୟବସ୍ଥାରେ ଲେଖାଥିବା କଥାଗୁଡ଼ିକୁ ପଢ଼ି ଶୁଣାଇବାକୁ ଯାଉଥିଲେ, ତେବେ ଲୋକମାନେ ତାଙ୍କ ଆଗରେ ଏକାଠି ହେଲେ (ନିହି ୮:୧, ୨; ପ୍ର୧୩-ହି ୧୦/୧୫ ପୃ ୨୧-୨୨ ¶୨; ବାହାରେ ଥିବା ଚିତ୍ର ଦେଖନ୍ତୁ)

ଏହି ସମୟରେ ସେମାନଙ୍କୁ ପୂର୍ବେ କରିଥିବା ପାପଗୁଡ଼ିକୁ ମନେପକାଇ କାନ୍ଦିବାର ନ ଥିଲା, ବରଂ ଖୁସିର ସହ ଯିହୋବାଙ୍କ ଉପାସନା କରିବାର ଥିଲା (ନିହି ୮:୯, ୧୧, ୧୨)

ଯିହୋବା ଯେଉଁ ଖୁସି ଦିଅନ୍ତି ତାହା ତାଙ୍କ ସେବକମାନଙ୍କ ପାଇଁ ଗୋଟିଏ ଦୃଢ଼ ବଳ ଅଟେ (ନିହି ୮:୧୦; ପ୍ର୦୭-ହି ୮/୧ ପୃ ୧୭ ¶୯-୧୦)

ଗୋଟିଏ ଆଞ୍ଚଳିକ ଅଧିବେଶନରେ ଜଣେ ଯୁବା ସ୍ୱାମୀ ସ୍ତ୍ରୀ ଜଣେ ବୟସ୍କ ସ୍ୱାମୀ ସ୍ତ୍ରୀଙ୍କ ସହ କଥା ହେଉଛନ୍ତି ।

ନିଜକୁ ପଚାରନ୍ତୁ: ‘ସମସ୍ୟା ସତ୍ତ୍ୱେ ମୋ ପାଖରେ ଖୁସିରେ ରହିବାର କʼଣ କାରଣ ଅଛି ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ