୧୫-୨୧ ସେପ୍ଟେମ୍ବର
ହିତୋପଦେଶ ୩୧
ଗୀତ ୧୩୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଜଣେ ମାଆଙ୍କ ପ୍ରେମଭରା ପରାମର୍ଶରୁ ମିଳୁଥିବା ଶିକ୍ଷା
(୧୦ ମି.)
ନିଜ ପିଲାମାନଙ୍କୁ ଯୌନ ସମ୍ପର୍କ ଓ ବିବାହ ବିଷୟରେ ଯିହୋବାଙ୍କର ଦୃଷ୍ଟିକୋଣ ବିଷୟରେ ଶିଖାନ୍ତୁ (ହିତୋ ୩୧:୩, ୧୦; ପ୍ର୧୧-ହି ୭/୧ ପୃ ୨୬ ¶୭-୮)
ପିଲାମାନଙ୍କୁ ମଦ ବିଷୟରେ ଯିହୋବାଙ୍କର ଦୃଷ୍ଟିକୋଣ ବିଷୟରେ ଶିଖାନ୍ତୁ (ହିତୋ ୩୧:୪-୬; ପରିବାର ପାଇଁ ସାହାଯ୍ୟ (ହିନ୍ଦୀ) ୪ ¶୧୧-୧୩)
ନିଜ ପିଲାମାନଙ୍କୁ ଯିହୋବାଙ୍କ ଭଳି ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଶିଖାନ୍ତୁ (ହିତୋ ୩୧:୮, ୯; ସଜା୧୭.୦୬-ହି ପୃ ୯ ¶୫)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ହିତୋ ୩୧:୨୮—ଜଣେ ସ୍ୱାମୀଙ୍କୁ ନିଜ ସ୍ତ୍ରୀଙ୍କୁ କାହିଁକି ପ୍ରଶଂସା କରିବା ଉଚିତ୍ ? (ପ୍ର୨୫.୦୧ ପୃ ୧୩ ¶୧୬)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୩୧:୧୦-୩୧ (ଶିଖାଇବା ଅଧ୍ୟୟନ ୧୦)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଏପରି ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ଆରମ୍ଭ କରନ୍ତୁ, ଯିଏ ଆପଣଙ୍କୁ କିଛି ଭଲ କଥା କହିଲେ କିମ୍ବା ଆପଣଙ୍କ ପାଇଁ କିଛି ଭଲ କଲେ । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)
୫. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ, “ବାଇବଲରୁ କୌଣସି କଥା କିପରି କହିବି ?” ଭାଗରୁ ଗୋଟିଏ ବିଷୟ ବାଛି କଥା ହୁଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)
୬. ପୁଣିଥରେ ଭେଟିବା ସମୟରେ
(୫ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ଆପଣ ପ୍ରହରୀଦୁର୍ଗ ସଂଖ୍ୟା ୧, ୨୦୨୫ ପତ୍ରିକା ଦେଇଥିଲେ । ତାଙ୍କୁ ବିଶେଷ ଭାଷଣ ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)
ଗୀତ ୧୧୪
୭. ନିଜ ପିଲାମାନଙ୍କୁ ଭାବିଚିନ୍ତି ଫୋନ୍ କିମ୍ବା ଟ୍ୟାବଲେଟ୍ର ବ୍ୟବହାର କରିବା ପାଇଁ ଶିଖାନ୍ତୁ
(୮ ମି.) ଆଲୋଚନା ।
ଛୋଟ ପିଲାମାନେ ଫୋନ୍ କିମ୍ବା ଟ୍ୟାବଲେଟ୍ର ବ୍ୟବହାର କରିବା ଅତି ସହଜରେ ଶିଖିଯାʼନ୍ତି । ପ୍ରାୟ ସମୟରେ ସେମାନଙ୍କୁ ଏହା ଶିଖାଇବାକୁ ପଡ଼ି ନ ଥାଏ । କିନ୍ତୁ ସେମାନଙ୍କୁ ଭାବିଚିନ୍ତି ଏହାର ବ୍ୟବହାର କରିବା ପାଇଁ ଶିଖାଇବାକୁ ହିଁ ପଡ଼େ । ତାହେଲେ ବାପାମାଆମାନେ, ଆପଣ ନିଜ ପିଲାମାନଙ୍କୁ ଏହା କିପରି ଶିଖାଇପାରିବେ ?
ସମୟର ସଠିକ୍ ବ୍ୟବହାର କର ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଆମେ କେତେ ସମୟ ଯାଏ ଫୋନ୍ ବା ଟ୍ୟାବଲେଟ୍ର ବ୍ୟବହାର କରିବା, ଏହା ସ୍ଥିର କରିବା କାହିଁକି ଭଲ ?
ଆମେ କେଉଁ ଜିନିଷଗୁଡ଼ିକ ପାଇଁ ବି ସମୟ ବାହାର କରିବା ଜରୁରୀ ?
ଅନ୍ୟ ବାପାମାଆମାନଙ୍କୁ ଦେଖି ନିଜ ପରିବାର ପାଇଁ ନିୟମ ତିଆରି କରନ୍ତୁ ନାହିଁ, ବରଂ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିୟମ ତିଆରି କରନ୍ତୁ । (ଗାଲା ୬:୫) ଯେପରି, ନିଜକୁ ପଚାରନ୍ତୁ:
କʼଣ ମୋ ପିଲା ଦେଖାଇଛି ଯେ ସେ ସଠିକ୍ ନିଷ୍ପତ୍ତି ନେଇପାରିବ ? କʼଣ ତାʼ ଭିତରେ ଏତେ ସଞ୍ଜମତା ଅଛି ଯେ ଯଦି ମୁଁ ତାକୁ ନିଜ ଫୋନ୍ ବା ଟ୍ୟାବଲେଟ୍ ଦିଏ କିମ୍ବା ତାʼପାଇଁ କିଣି ଦିଏ, ତାହେଲେ ସେ ସବୁବେଳେ ତାହାର ଭଲ ବ୍ୟବହାର କରିବ ?—୧କରି ୯:୨୫
କʼଣ ମୋତେ ତାକୁ ଏକୁଟିଆରେ ଫୋନ୍ ବା ଟ୍ୟାବଲେଟ୍ ବ୍ୟବହାର କରିବା ପାଇଁ ଦେବା ଉଚିତ୍ ?—ହିତୋ ୧୮:୧
ଏପରି କେଉଁ ୱେବସାଇଟ୍ ଓ ଆପ୍କୁ ମୁଁ ନିଜ ପିଲାକୁ ବ୍ୟବହାର କରିବା ପାଇଁ ଦେବି ଓ କେଉଁ ୱେବସାଇଟ୍ ଓ ଆପ୍କୁ ବ୍ୟବହାର କରିବା ପାଇଁ ଦେବି ନାହିଁ ?—ଏଫି ୫:୩-୫; ଫିଲିପ୍ ୪:୮, ୯
ମୋତେ ପ୍ରତିଦିନ କେତେ ସମୟ ଯାଏ ଫୋନ୍ ବା ଟ୍ୟାବଲେଟ୍ ବ୍ୟବହାର କରିବା ପାଇଁ ଅନୁମତି ଦେବା ଉଚିତ୍, ଯାହାଫଳରେ ଅନ୍ୟ ଜରୁରୀ କଥା ଓ ଖେଳକୁଦ ପାଇଁ ତାʼ ପାଖରେ ଯଥେଷ୍ଟ ସମୟ ରହିବ ?—ଉପ ୩:୧
୮. ମଣ୍ଡଳୀର ଆବଶ୍ୟକତା
(୭ ମି.)
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୧୮-୧୯