ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ସେପ୍ଟେମ୍ବର ପୃଷ୍ଠା ୧୦-୧୧
  • ୬-୧୨ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୬-୧୨ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ସେପ୍ଟେମ୍ବର ପୃଷ୍ଠା ୧୦-୧୧

୬-୧୨ ଅକ୍ଟୋବର

ଉପଦେଶକ ୫–୬

ଗୀତ ୪୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଇସ୍ରାଏଲୀୟମାନଙ୍କ ଗୋଟିଏ ସମୂହ ସହରର ଫାଟକ ସାମନାରେ ଜଣେ ଯାଜକଙ୍କ କଥା ଶୁଣୁଛି । ଯାଜକଙ୍କ ହାତରେ ଗୋଟିଏ ଚର୍ମପତ୍ର ଅଛି ।

ଜଣେ ଯାଜକ ବ୍ୟବସ୍ଥା ବିଷୟରେ ବୁଝାଉଛନ୍ତି ଏବଂ ଇସ୍ରାଏଲୀୟମାନଙ୍କ ଗୋଟିଏ ସମୂହ ଧ୍ୟାନର ସହ ତାଙ୍କ କଥା ଶୁଣୁଛି

୧. ଆମେ କିପରି ନିଜ ମହାନ ଈଶ୍ୱରଙ୍କର ଗଭୀର ଆଦର କରୁ ?

(୧୦ ମି.)

ଆମେ ସଭାରେ ଧ୍ୟାନର ସହ ଶୁଣି, ଉପଯୁକ୍ତ ପୋଷାକ ପିନ୍ଧି ଏବଂ ଭଲଭାବେ ସଜବାଜ ହୋଇ ଯିହୋବାଙ୍କର ଆଦର କରୁ (ଉପ ୫:୧; ପ୍ର୦୮-ହି ୮/୧୫ ପୃ ୧୫-୧୬ ¶୧୭-୧୮)

ସଭାରେ ପ୍ରାର୍ଥନା କରିବା ସମୟରେ ଆମେ ଧ୍ୟାନ ରଖୁ ଯେ ଆମେ ଭାବିଚିନ୍ତି ଏବଂ ଗଭୀର ଆଦର ସହ ପ୍ରାର୍ଥନା କରୁ ଏବଂ ଆମ ପ୍ରାର୍ଥନା ଲମ୍ବା ଚୌଡ଼ା ନ ହେଉ (ଉପ ୫:୨; ପ୍ର୦୯-ହି ୧୧/୧୫ ପୃ ୧୧ ¶୨୧)

ଆମେ ନିଜ ସମର୍ପଣର ପ୍ରତିଜ୍ଞା ଅନୁସାରେ ବଞ୍ଚୁ (ଉପ ୫:୪-୬; ପ୍ର୧୭.୦୪-ହି ପୃ ୬ ¶୧୨)

ରାଜ୍ୟଘରେ ସଭା ପାଇଁ ଆସିଥିବା ଭିନ୍ନ ଭିନ୍ନ ବୟସର ଭାଇଭଉଣୀମାନେ ଧ୍ୟାନର ସହ ଶୁଣୁଛନ୍ତି ।

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଉପ ୫:୮—ଯେବେ ଆମ ସହିତ ଅନ୍ୟାୟ ହୁଏ, ତେବେ ଏହି ପଦରୁ ଆମକୁ କିପରି ସାନ୍ତ୍ୱନା ମିଳେ ? (ପ୍ର୨୦.୦୯-ହି ପୃ ୩୧ ¶୩-୫)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଉପ ୫:୧-୧୭ (ଶିଖାଇବା ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୧ ମି.) ଘର ଘର ପ୍ରଚାର । ଘରମାଲିକ ଆପଣଙ୍କ ସହ ଯୁକ୍ତିତର୍କ କରିବାକୁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୫)

୫. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଲୋକଙ୍କୁ ପ୍ରେମ ପୁସ୍ତିକାର ଆଉ କିଛି ପରାମର୍ଶ—କ, “ବାଇବଲରୁ କୌଣସି କଥା କିପରି କହିବି ?” ଭାଗରୁ ଗୋଟିଏ ବିଷୟ ବାଛି କଥା ହୁଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩)

୬. ପୁଣିଥରେ ଭେଟିବା ସମୟରେ

(୩ ମି.) ଘର ଘର ପ୍ରଚାର । ଶିକ୍ଷା ଉପକରଣ ବକ୍ସରୁ ଗୋଟିଏ ଭିଡିଓ ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୩)

୭. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ଜୀବନ ବହି ପାଠ ୧୭ ¶୧ ଏବଂ ପଏଣ୍ଟ ନଂ. ୧-୩ (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୬୦

୮. କʼଣ ଆପଣ “ବାଇବଲରୁ କୌଣସି କଥା କିପରି କହିବି ?” ଭାଗର ବ୍ୟବହାର କରନ୍ତି ?

(୧୫ ମି.) ଆଲୋଚନା ।

ସ୍ୱାମୀ ସ୍ତ୍ରୀ ଘର ଘର ପ୍ରଚାର କରିବା ସମୟରେ ଜଣେ ଯୁବା ଭାଇକୁ ପଦ ଦେଖାଉଛନ୍ତି ।

ଯେବେଠାରୁ ଆମକୁ ଲୋକଙ୍କୁ ପ୍ରେମ କର—ଶିଷ୍ୟ କର ପୁସ୍ତିକା ମିଳିଛି, ଆମେ ଲୋକମାନଙ୍କ ସହ ଆହୁରି ଭଲଭାବରେ କଥା ହେବା ଶିଖୁଛୁ । ‘ଆଉ କିଛି ପରାମର୍ଶ—କ’ ଭାଗ ବିଶେଷ କରି ଏଥିପାଇଁ ପ୍ରସ୍ତୁତ କରାଯାଇଛି ଯେ ଆମେ ତାହା ସାହାଯ୍ୟରେ ଲୋକମାନଙ୍କ ସହ ସହଜରେ ବାଇବଲର କୌଣସି ବିଷୟରେ କଥା ହୋଇପାରିବା । (ଏବ୍ରୀ ୪:୧୨) କʼଣ ଆପଣ ଜାଣନ୍ତି, “ବାଇବଲରୁ କୌଣସି କଥା କିପରି କହିବି ?” ଭାଗରେ ଦିଆଯାଇଥିବା ନଅଟି ବିଷୟ କʼଣ ଅଟେ ?

  • ଲୋକମାନଙ୍କ ସହିତ କଥା ହେବା ସମୟରେ ଯେବେ ଆମକୁ ସୁଯୋଗ ମିଳେ, ତେବେ ଆମେ କିପରି ବାଇବଲରୁ କୌଣସି କଥା କହିପାରିବା ?—ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ, ପାରା. ୧

  • ଆପଣଙ୍କ ଅଞ୍ଚଳରେ ଲୋକମାନଙ୍କୁ କେଉଁ ବିଷୟରେ କଥା ହେବା ଭଲ ଲାଗେ ?

  • ଆପଣ ‘ଆଉ କିଛି ପରାମର୍ଶ—କ’ ଭାଗରେ ଦିଆଯାଇଥିବା ପଦଗୁଡ଼ିକରୁ ଭଲଭାବେ ପରିଚିତ ହେବା ପାଇଁ କʼଣ କରିପାରିବେ ?

ଲକ୍ଷ୍ୟ:

‘ଆଉ କିଛି ପରାମର୍ଶ—କ’ ଭାଗରେ ଦିଆଯାଇଥିବା ପ୍ରତ୍ୟେକ ବିଷୟ ସହ ଜଡ଼ିତ, କମ୍‌ରୁ କମ୍‌ ଗୋଟିଏ ପଦ ମନେ ରଖିବା ପାଇଁ ଚେଷ୍ଟା କରନ୍ତୁ । ପ୍ରଥମେ ସେହି ବିଷୟଗୁଡ଼ିକର ପଦଗୁଡ଼ିକୁ ମନେ ରଖନ୍ତୁ, ଯାହା ଆପଣଙ୍କ ଅଞ୍ଚଳର ଲୋକମାନଙ୍କର ଆଗ୍ରହ ରହିଛି ।

ଆପଣ ଲୋକମାନଙ୍କୁ ଯେତେ ବେଶୀ ଏହି ପଦଗୁଡ଼ିକୁ କହିବେ, ସେତେ ବେଶୀ ଆପଣ ସେଗୁଡ଼ିକୁ ମନେ ରଖିପାରିବେ । କିନ୍ତୁ ଆମେ ଲୋକମାନଙ୍କ ସହିତ କଥା ହେଲେ ହିଁ କୌଣସି ପଦ ବିଷୟରେ କହିପାରିବା ।

“ଲୁହା ଲୁହାକୁ ସତେଜ କରେ”—ଅଧିକରୁ ଅଧିକ ଲୋକମାନଙ୍କୁ ଭେଟନ୍ତୁ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆମେ ଅଧିକରୁ ଅଧିକ ଲୋକମାନଙ୍କୁ ଭେଟିବା ପାଇଁ କʼଣ କରିପାରିବା ?

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୨୪-୨୫

ଶେଷ ଟିପ୍ପଣୀ (୩ ମି.) | ଗୀତ ୩୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ