ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ନଭେମ୍ବର ପୃଷ୍ଠା ୬-୭
  • ୧୭-୨୩ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୭-୨୩ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ନଭେମ୍ବର ପୃଷ୍ଠା ୬-୭

୧୭-୨୩ ନଭେମ୍ବର

ପରମ ଗୀତ ୬-୮

ଗୀତ ୨୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ପ୍ରାଚୀର ହୁଅନ୍ତୁ, ଦ୍ୱାର ନୁହଁ

(୧୦ ମି.)

ଶୂଲମିୟେ କନ୍ୟାଙ୍କ ଭାଇମାନେ ଚାହୁଁଥିଲେ ଯେ ସେ ନିଜକୁ ନୈତିକ ଭାବେ ଶୁଦ୍ଧ ରଖୁ (ପଗୀ ୮:୮, ୯; ଇନସାଇଟ୍‌ “ପରମ ଗୀତ” (ହିନ୍ଦୀ) ¶୧୧)

ଯେବେ ତାଙ୍କୁ ବାରମ୍ବାର ପ୍ରଲୋଭିତ କରାଗଲା, ତେବେ ବି ସେ ଅନୈତିକ ଯୌନ ସମ୍ପର୍କ ରଖିବାରୁ ଦୂରେଇ ରହିଲେ । ସେଥିପାଇଁ ତାଙ୍କୁ ମନର ଶାନ୍ତି ମିଳିଲା (ପଗୀ ୮:୧୦; ଯୁବାମାନଙ୍କ ପ୍ରଶ୍ନ (ହିନ୍ଦୀ) ପୃ ୧୮୮ ¶୨)

ଏହି କ୍ଷେତ୍ରରେ ସେ ଯୁବାମାନଙ୍କ ପାଇଁ ଭଲ ଉଦାହରଣ ଅଟନ୍ତି (ଯୁବକ-ଯୁବତୀମାନଙ୍କ ପ୍ରଶ୍ନ ୨ (ଇଂରାଜୀ) ପୃ ୩୩)

ତିନିଜଣ ଇସ୍ରାଏଲୀୟ ବ୍ୟକ୍ତି ହାତରେ ହାତ ବାନ୍ଧି ପଥରର କାନ୍ଥ ଆଗରେ ଛିଡ଼ା ହୋଇଛନ୍ତି ।

ନିଜକୁ ପଚାରନ୍ତୁ, ‘ମୁଁ କିପରି ନିଜ ମଣ୍ଡଳୀର ଅବିବାହିତ ଭାଇଭଉଣୀମାନଙ୍କୁ ଦ୍ୱାର ନୁହଁ, ବରଂ ପ୍ରାଚୀର ହେବା ପାଇଁ ସାହାଯ୍ୟ କରିପାରିବି ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ପଗୀ ୮:୬—ସତ୍ୟ ପ୍ରେମକୁ କାହିଁକି ଯିହୋବାଙ୍କର “ଅଗ୍ନିଶିଖା” ବୋଲି କୁହାଯାଇଛି ? (ପ୍ର୧୫-ହି ୧/୧୫ ପୃ ୨୯ ¶୩)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ପଗୀ ୭:୧-୧୩ (ଶିଖାଇବା ଅଧ୍ୟୟନ ୧୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ଘର ଘର ପ୍ରଚାର । jw.org ସମ୍ପର୍କ କାର୍ଡରୁ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ବ୍ୟବସାୟ ଅଞ୍ଚଳରେ ସାକ୍ଷ୍ୟ ଦେବା ସମୟରେ ଟ୍ରାକ୍ଟର ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୪)

୬. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ପ୍ରେମ ଓ ଖୁସିର ସହ କଥାବାର୍ତ୍ତା ଆରମ୍ଭ କରନ୍ତୁ । କିନ୍ତୁ ଆପଣଙ୍କ ସାକ୍ଷ୍ୟ ଦେବା ପୂର୍ବେ ହିଁ କଥାବାର୍ତ୍ତା ଶେଷ ହୋଇଯାଏ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

୭. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ପ୍ରଦର୍ଶନୀ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ୪୩ (ହିନ୍ଦୀ)—ବିଷୟ: କʼଣ ଡେଟିଙ୍ଗ୍‌କୁ ନେଇ ଯିହୋବାଙ୍କ ସାକ୍ଷୀମାନଙ୍କର କିଛି ନିୟମ ରହିଛି ? (ଶିଖାଇବା ଅଧ୍ୟୟନ ୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୧୪

୮. ଅନୈତିକ ଯୌନ ସମ୍ପର୍କରୁ ଦୂରେଇ ରହନ୍ତୁ

(୧୫ ମି.) ଆଲୋଚନା ।

ମେଷପାଳକ, ଶୂଲମିୟେ କନ୍ୟାଙ୍କ ସହ ସମୟ ବିତାଇବା ପାଇଁ ଏବଂ ପ୍ରେମଭରା କଥା ହେବା ପାଇଁ ତାଙ୍କୁ ନିଜ ସହ ସାଙ୍ଗରେ ବୁଲିଯିବା ପାଇଁ କହିଲେ । (ପଗୀ ୨:୧୦-୧୪) ଯଦିଓ ମେଷପାଳକର ଉଦ୍ଦେଶ୍ୟ ଭୁଲ ନ ଥିଲା, ତଥାପି ଶୂଲମିୟେ କନ୍ୟାଙ୍କ ଭାଇମାନେ ଚାହୁଁ ନ ଥିଲେ ଯେ ସେ ତାʼସହିତ ଯାʼନ୍ତୁ । ସେମାନେ ଜାଣିଥିଲେ ଯେ ଯଦି ପ୍ରେମୀ ଯୁଗଳ ଏକୁଟିଆରେ ସମୟ ବିତାଇବେ, ତାହେଲେ ସେମାନେ କୌଣସି ଭୁଲ କାମ କରିବା ପାଇଁ ପ୍ରଲୋଭିତ ହୋଇପାରିବେ । ସେଥିପାଇଁ ସେମାନେ ନିଜ ଭଉଣୀକୁ ଗୋଟିଏ କାମ ଦେଲେ ।—ପଗୀ ୨:୧୫.

ବାଇବଲରେ ଆମକୁ ଆଜ୍ଞା ଦିଆଯାଇଛି, “ବ୍ୟଭିଚାରଠାରୁ ପଳାୟନ କର ।” (୧କରି ୬:୧୮) ସେଥିପାଇଁ ଆମେ ଏପରି କିଛି କରିବା ଉଚିତ୍‌ ନୁହେଁ, ଯାହାଯୋଗୁଁ ଆମଦ୍ୱାରା ଭୁଲ ହୋଇପାରେ । ଶଲୋମନ ଯିଏ ପରମ ଗୀତ ବହି ଲେଖିଲେ, ସେ ଈଶ୍ୱରଙ୍କ ପ୍ରେରଣାରେ ଏହା ବି ଲେଖିଲେ, “ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅବୋଧ ଲୋକମାନେ ଆଗ ବଢ଼ି ଶାସ୍ତି ପାଆନ୍ତି ।”—ହିତୋ ୨୨:୩.

ଈଶ୍ୱର “ଅନ୍ତଃକରଣର ଗୁପ୍ତ ବିଷୟସବୁ ଜାଣନ୍ତି” ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆପଣ ଏହି ଭିଡିଓରୁ କʼଣ କʼଣ ଶିଖିଲେ ?

    “ଈଶ୍ୱର ‘ଅନ୍ତଃକରଣର ଗୁପ୍ତ ବିଷୟସବୁ ଜାଣନ୍ତି’ ” ଭିଡିଓର ଦୃଶ୍ୟ । ସଭା ସମୟରେ ଜଣେ ଭାଇଙ୍କ ଫୋନ୍‌ରେ ମେସେଜ୍‌ ଆସେ ।
    “ଈଶ୍ୱର ‘ଅନ୍ତଃକରଣର ଗୁପ୍ତ ବିଷୟସବୁ ଜାଣନ୍ତି’ ” ଭିଡିଓର ଦୃଶ୍ୟ । ସେହି ଭାଇ ସ୍କୁଲର ଜଣେ ଝିଅ ପାଖରେ ବସିଛି ଏବଂ ସେହି ଝିଅ ଭାଇର ହାତ ଉପରେ ନିଜର ହାତ ରଖିଛି ।
    “ଈଶ୍ୱର ‘ଅନ୍ତଃକରଣର ଗୁପ୍ତ ବିଷୟସବୁ ଜାଣନ୍ତି’ ” ଭିଡିଓର ଦୃଶ୍ୟ । ଭାଇ ଡାଇନିଙ୍ଗ୍‌ ଟେବୁଲରେ ବସି ନିଜ ବାପାମାଆଙ୍କ ସହ କଥା ହେଉଛନ୍ତି ।

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୩୬-୩୭

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ