ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ନଭେମ୍ବର ପୃଷ୍ଠା ୮
  • ୨୪-୩୦ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୪-୩୦ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ନଭେମ୍ବର ପୃଷ୍ଠା ୮

୨୪-୩୦ ନଭେମ୍ବର

ଯିଶାଇୟ ୧-୨

ଗୀତ ୪୧ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଆମ ପାପ ଯେତେ ଗମ୍ଭୀର ଥାଉ ନା କାହିଁକି, ଆମ ପାଖରେ ଆଶା ଅଛି

(୧୦ ମି.)

[ଯିଶାଇୟ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

ଈଶ୍ୱରଙ୍କ ଲୋକମାନେ “ଅଧର୍ମରେ ଭାରଗ୍ରସ୍ତ” ଥିଲେ, ଅର୍ଥାତ୍‌ ସେମାନେ ନିଜ ପାପଗୁଡ଼ିକର ଭାରି ବୋଝ ଉଠାଇଥିଲେ (ଯିଶା ୧:୪-୬; ଯିଶାଇୟ-୧ (ହିନ୍ଦୀ) ପୃ ୧୪ ¶୮)

ଯଦି ସେମାନେ ପଶ୍ଚାତାପ କରନ୍ତେ, ତାହେଲେ ଯିହୋବା ସେମାନଙ୍କୁ ପୂରାପୂରି ଭାବେ କ୍ଷମା କରିବା ପାଇଁ ପ୍ରସ୍ତୁତ ଥିଲେ (ଯିଶା ୧:୧୮; ଯିଶାଇୟ-୧ (ହିନ୍ଦୀ) ପୃ ୨୮-୨୯ ¶୧୫-୧୭)

ଗଭୀର ଲାଲ ରଙ୍ଗର ଚାଦର ଉପରେ ଧଳା ରଙ୍ଗର ପଶମ ରଖାଯାଇଛି ।

ଚିନ୍ତନ ପାଇଁ: ଯିଶାଇୟ ୧:୧୮ ପଦରେ ଯିହୋବା ଯାହା କହିଲେ, ସେଥିରୁ କିପରି ଏହି କଥା ଉପରେ ଆମର ଭରସା ବଢ଼େ ଯେ ଆମେ ଗମ୍ଭୀର ପାପ କଲେ ମଧ୍ୟ ସେ ଆମକୁ କ୍ଷମା କରିପାରିବେ ?

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଯିଶା ୨:୨—‘ଯିହୋବାଙ୍କ ଗୃହର ପର୍ବତ’ ଏହାର ଅର୍ଥ କʼଣ ? (ଯିଶାଇୟ-୧ (ହିନ୍ଦୀ) ପୃ ୩୯-୪୦ ¶୯)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଯିଶା ୨:୧-୧୧ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାରୁ ଆଉ କିଛି ପରାମର୍ଶ—କ, ବାଇବଲରୁ କୌଣସି କଥା କିପରି କହିବି । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଆପଣ କୌଣସି ଗୋଟିଏ ବିଷୟରେ କଥା ହେବା ପାଇଁ ପ୍ରସ୍ତୁତି କରିଥିଲେ । କିନ୍ତୁ ଘରମାଲିକ ଅନ୍ୟ କୌଣସି ବିଷୟରେ କଥା ହେବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)

୬. ଭାଷଣ

(୫ ମି.) ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର ୯୬ (ହିନ୍ଦୀ)—ବିଷୟ: ପାପ ଶବ୍ଦର ଅର୍ଥ କʼଣ ? (ଶିଖାଇବା ଅଧ୍ୟୟନ ୨୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୩୮

୭. ଯିହୋବାଙ୍କ ମିତ୍ର ହୁଅ—ଯିହୋବା କ୍ଷମା କରନ୍ତି

(୧୫ ମି.) ଆଲୋଚନା ।

ଭିଡିଓ ଦେଖାନ୍ତୁ । ତାʼପରେ, ଯଦି ସମ୍ଭବ, କିଛି ଛୋଟ ପିଲାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ । ସେମାନଙ୍କୁ ଭିଡିଓ ବିଷୟରେ କିଛି ପ୍ରଶ୍ନ ପଚାରନ୍ତୁ ଏବଂ ଏହା ବି ପଚାରନ୍ତୁ ଯେ ସେମାନେ ଏହି ଭିଡିଓରୁ କʼଣ ଶିଖିଲେ ।

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୩୮, ଭାଗ ୭ରେ କʼଣ ଅଛି ଏବଂ ପାଠ ୩୯

ଶେଷ ଟିପ୍ପଣୀ (୩ ମି.) | ଗୀତ ୮୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ