ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଏପ୍ରିଲ୍‌ ପୃଷ୍ଠା ୩୨
  • ଅଧ୍ୟୟନ ପାଇଁ ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧ୍ୟୟନ ପାଇଁ ପରାମର୍ଶ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କʼଣ ଆପଣ କୌଣସି ପଦ ବିଷୟରେ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ତଥ୍ୟରୁ ପୂରା ଲାଭ ପାଉଛନ୍ତି ?
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଅନୁସନ୍ଧାନର ଉପକରଣ ବ୍ୟବହାର କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଅନୁସନ୍ଧାନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଏପ୍ରିଲ୍‌ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

କʼଣ ଆପଣ କୌଣସି ପଦ ବିଷୟରେ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ତଥ୍ୟରୁ ପୂରା ଲାଭ ପାଉଛନ୍ତି ?

ପଦଗୁଡ଼ିକ ବିଷୟରେ ଦିଆଯାଇଥିବା ତଥ୍ୟକୁ ପଢ଼ିଲେ ଆପଣ ଆହୁରି ବହୁତ କିଛି ଜାଣିପାରିବେ ଓ ସେଗୁଡ଼ିକୁ ଭଲଭାବେ ବୁଝିପାରିବେ । ଯେପରି ଆପଣ ଜାଣିପାରିବେ ଯେ କୌଣସି ପଦରେ ଯେଉଁ ଘଟଣା ବିଷୟରେ କୁହାଯାଇଛି, ସେସମୟରେ ପରିସ୍ଥିତି କିପରି ଥିଲା, ତାହା କାହିଁକି ଲେଖାଯାଇଥିଲା କିମ୍ବା ତାହା କାହା ବିଷୟରେ ଅଛି । ଆପଣ କୌଣସି ପଦର ଶବ୍ଦଗୁଡ଼ିକ ଅର୍ଥ ମଧ୍ୟ ଜାଣିପାରିବେ ।

ଆପଣ ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀ କିମ୍ବା JW ଲାଇବ୍ରେରୀ ଆପ୍‌ରେ କୌଣସି ବି ବାଇବଲ ପଢ଼ୁଛନ୍ତି, ଆପଣ ସିଧା କୌଣସି ପଦରୁ ହିଁ ତାʼ ବିଷୟରେ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ଲେଖା ଦେଖିପାରିବେ । ଯଦି ସେହି ପଦ ବିଷୟରେ ଗବେଷଣା ଗାଇଡ୍‌ରେ ତଥ୍ୟ ଅଛି, ତେବେ ସେହି ପଦରେ କ୍ଲିକ୍‌ କଲେ ଗବେଷଣା ଗାଇଡ୍‌ର ଚିହ୍ନ ଦେଖାଯିବ । ତାʼପରେ ସେହି ଚିହ୍ନରେ କ୍ଲିକ୍‌ କଲେ ସେହି ପଦ ସହ ଜଡ଼ିତ ସବୁ ତଥ୍ୟ ଆପଣଙ୍କ ସ୍କ୍ରିନ୍‌ରେ (ସ୍ଟଡି ପେନ୍‌ରେ) ଦେଖାଯିବ ।

ଧ୍ୟାନ ଦିଅନ୍ତୁ ଯେ ନୂଆ ଲେଖାଗୁଡ଼ିକ ସବୁଠୁ ଉପରେ ଦେଖାଯାଏ । ପୁରୁଣା ଲେଖାଗୁଡ଼ିକ ତଳେ ଦେଖାଯାଏ ଯେଉଁଥିରେ ହୁଏତ ସେହି ପଦ ବିଷୟରେ ପୁରୁଣା ତଥ୍ୟ ଦିଆଯାଇଥିବ, ଯେଉଁଥିରେ ଏବେ ପରିବର୍ତ୍ତନ କରାଯାଇଛି ।

  • ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ କୌଣସି ପଦରେ ଟଚ୍‌ କଲେ ସେବିଷୟରେ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ତଥ୍ୟ ଖୋଲିଯିବ ।

  • JW ଲାଇବ୍ରେରୀ ଆପ୍‌ରୁ କୌଣସି ପଦ ବିଷୟରେ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ତଥ୍ୟ ଦେଖିବା ପାଇଁ ଗବେଷଣା ଗାଇଡ୍‌ ଡାଉନଲୋଡ୍‌ କରନ୍ତୁ ଓ ତାହାକୁ ଲଗାତାର ଅପଡେଟ୍‌ କରନ୍ତୁ । ତାʼପାଇଁ ସ୍ଟଡି ପେନ୍‌ରେ ଉପରେ ଦିଆଯାଇଥିବା ଡାଉନଲୋଡ୍‌ ବଟନ୍‌ ଉପରେ ଟଚ୍‌ କରନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ