ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ସେପ୍ଟେମ୍ବର ପୃଷ୍ଠା ୭
  • ଅନୁସନ୍ଧାନର ଉପକରଣ ବ୍ୟବହାର କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନୁସନ୍ଧାନର ଉପକରଣ ବ୍ୟବହାର କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ପ୍ରଶ୍ନ ପଚାରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ସେପ୍ଟେମ୍ବର ପୃଷ୍ଠା ୭

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ

ଅନୁସନ୍ଧାନର ଉପକରଣ ବ୍ୟବହାର କରନ୍ତୁ

ଯିହୋବା ଆମକୁ ଏପରି ଅନେକ ଉପକରଣ ଦେଇଛନ୍ତି, ଯାହା ସାହାଯ୍ୟରେ ଆମେ ଭଲଭାବେ ଶିଖାଇପାରୁ । ଯେପରି ଭିଡିଓ, ଟ୍ରାକ୍ଟ, ପତ୍ରିକା, ପୁସ୍ତିକା, ବହି ଇତ୍ୟାଦି । ଏହା ଛଡ଼ା ବାଇବଲ ଆମର ସବୁଠାରୁ ବିଶେଷ ଉପକରଣ ଅଟେ । (୨ତୀମ ୩:୧୬) ସେ ଆମକୁ ଅନୁସନ୍ଧାନ କରିବାର ଉପକରଣ ମଧ୍ୟ ଦେଇଛନ୍ତି, ଯାହାଫଳରେ ଆମେ ପଦଗୁଡ଼ିକୁ ବୁଝାଇପାରିବା । ଯେପରି ୱାଚଟାୱର ଲାଇବ୍ରେରୀ, JW ଲାଇବ୍ରେରୀ ଆପ୍‌, ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀ ଓ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ ।

ଆପଣଙ୍କଠାରେ ଅନୁସନ୍ଧାନ କରିବାର ଯେତେ ମଧ୍ୟ ଉପକରଣ ଅଛି, ସେଗୁଡ଼ିକ ସାହାଯ୍ୟରେ ଗଭୀର ଭାବେ ଗବେଷଣା କରନ୍ତୁ । ଏପରି କଲେ ଆପଣଙ୍କୁ ବହୁତ ଖୁସି ମିଳିବ । ନିଜ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଏହି ଉପକରଣଗୁଡ଼ିକ ସାହାଯ୍ୟରେ ଅନୁସନ୍ଧାନ କରିବା ଶିଖାନ୍ତୁ । ଯେବେ ସେମାନେ ନିଜେ ଖୋଜିବେ ଏବଂ ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବେ ତେବେ ସେମାନଙ୍କୁ ବହୁତ ଖୁସି ମିଳିବ ।

ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ଯିହୋବାଙ୍କ ସାହାଯ୍ୟ ନିଅନ୍ତୁ—ଅନୁସନ୍ଧାନର ଉପକରଣ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।

  • “ଶିଷ୍ୟ କରିବା କାମରେ ଖୁସି ପାଆ​—⁠ଯିହୋବାଙ୍କ ସାହାଯ୍ୟ ନିଅ​—⁠ଅନୁସନ୍ଧାନର ଉପକରଣ” ଭିଡିଓର ଦୃଶ୍ୟ । ନୀତା ଓ ନତାଙ୍କୁ କଛନ୍ତି ଯେ ସବୁ ଜିନିଷଗୁକର ମବିକାଶ ହୋଇଛି, ସେମାନେ ଆପେ ଆପେ ଆସିଛନ୍ତି ।

    ନମ୍ରତା ସୃଷ୍ଟି ବିଷୟରେ କʼଣ କହିଲେ ?

  • “ଶିଷ୍ୟ କରିବା କାମରେ ଖୁସି ପାଆ​—⁠ଯିହୋବାଙ୍କ ସାହାଯ୍ୟ ନିଅ​—⁠ଅନୁସନ୍ଧାନର ଉପକରଣ” ଭିଡିଓର ଦୃଶ୍ୟ । ନୀତା “ଗବେଷଣା ଗାଇ” ରୁ ଷ୍ଟି ବିଷୟରେ ଅନୁସନ୍ଧାନ କରୁଛନ୍ତି ।

    ନୀତାଙ୍କୁ ଏବିଷୟରେ ତଥ୍ୟ କେଉଁଠୁ ମିଳିଲା ?

  • “ଶିଷ୍ୟ କରିବା କାମରେ ଖୁସି ପାଆ​—⁠ଯିହୋବାଙ୍କ ସାହାଯ୍ୟ ନିଅ​—⁠ଅନୁସନ୍ଧାନର ଉପକରଣ” ଭିଡିଓର ଦୃଶ୍ୟ । ନୀତା ନତାକୁ କଛନ୍ତି ଯେ ଅନୁସନ୍ଧାନ କରି ସେ କେଉଁ କଥାଗୁକ ଜାଣିଲା ।

    ସତ୍ୟ ବିଷୟରେ ବହୁମୂଲ୍ୟ ରତ୍ନଗୁଡ଼ିକୁ ଖୋଜିବା ଓ ଅନ୍ୟମାନଙ୍କୁ ମଧ୍ୟ ଦେବାରେ ଖୁସି ମିଳେ

    ସେ ସେହି ତଥ୍ୟଗୁଡ଼ିକୁ କିପରି ଖୋଜିଲେ, ଯାହାଫଳରେ ସେ ନମ୍ରତାଙ୍କୁ ବୁଝାଇପାରିଲେ ?

  • ଅନୁସନ୍ଧାନ କରିବାର ଉପକରଣ ବ୍ୟବହାର କରିବା ପରେ ନୀତାଙ୍କୁ କିପରି ଲାଗିଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ