ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଜୁଲାଇ ପୃଷ୍ଠା ୩୨
  • ଅଧ୍ୟୟନ ପାଇଁ ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧ୍ୟୟନ ପାଇଁ ପରାମର୍ଶ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ପ୍ରଥମେ କʼଣ ଅଧ୍ୟୟନ କରିବା ?
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଅନୁସନ୍ଧାନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପରିବାର ଲୋକଙ୍କ ଆଦର କରନ୍ତୁ
    ସଜାଗ ହୁଅ !—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଜୁଲାଇ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

ପ୍ରଥମେ କʼଣ ଅଧ୍ୟୟନ କରିବା ?

ଆମମାନଙ୍କୁ ଅଧ୍ୟୟନ କରିବା ପାଇଁ ଅଧିକ ସମୟ ମିଳେନି । ତାହେଲେ ଆମ ପାଖରେ ଯେଉଁ ସମୟ ଥାଏ, ତାʼର ଆମେ ଭଲ ବ୍ୟବହାର କିପରି କରିପାରିବା ? ପ୍ରଥମ କଥା, ଆପଣ ଯାହା ପଢ଼ୁଛନ୍ତି ତାହା ଧ୍ୟାନ ଦେଇ ପଢ଼ନ୍ତୁ । ଖୁବ୍‌ ଶୀଘ୍ର ଶୀଘ୍ର ପଢ଼ିବା ପରିବର୍ତ୍ତେ, ଭଲ ହେବ ଯେ ଆପଣ ଅଳ୍ପ କିଛି ପଢ଼ନ୍ତୁ, କିନ୍ତୁ ଧ୍ୟାନର ସହ । ଏଥିରୁ ଆପଣଙ୍କୁ ବହୁତ ଲାଭ ହେବ ।

ତାʼପରେ ସ୍ଥିର କରନ୍ତୁ ଯେ ଆପଣ ପ୍ରଥମେ କʼଣ ଅଧ୍ୟୟନ କରିବେ । (ଏଫି. ୫:୧୫, ୧୬) ଟିକେ ଆଗକୁ ଦିଆଯାଇଥିବା ପରାମର୍ଶଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ:

  • ପ୍ରତିଦିନ ବାଇବଲ ପଢ଼ନ୍ତୁ । (ଗୀତ. ୧:୨) ଆପଣ ଚାହିଁଲେ ସେହି ଅଧ୍ୟାୟଗୁଡ଼ିକରୁ ଆରମ୍ଭ କରିପାରିବେ, ଯାହା ସପ୍ତାହ ମଝିରେ ହେଉଥିବା ସଭାର ସେଡ୍ୟୁଲରେ ଦିଆଯାଇଥାଏ ।

  • ପ୍ରହରୀଦୁର୍ଗ ଅଧ୍ୟୟନ ଓ ସପ୍ତାହ ମଝିରେ ହେଉଥିବା ସଭାର ପ୍ରସ୍ତୁତି କରନ୍ତୁ । ଉତ୍ତର ମଧ୍ୟ ପ୍ରସ୍ତୁତ କରନ୍ତୁ ।—ଗୀତ. ୨୨:୨୨.

  • ଯେବେ ବି ସମୟ ମିଳେ, ଅନ୍ୟ ପ୍ରକାଶନଗୁଡ଼ିକର ମଧ୍ୟ ଅଧ୍ୟୟନ କରନ୍ତୁ, ଯେପରି, ସର୍ବସାଧାରଣଙ୍କ ପାଇଁ ପ୍ରହରୀଦୁର୍ଗ ଓ ସଜାଗ ହୁଅ ! ପତ୍ରିକା, ଭିଡିଓ ଏବଂ jw.org ୱେବସାଇଟ୍‌ରେ ଆସୁଥିବା ଅନ୍ୟ ଲେଖାଗୁଡ଼ିକ ।

  • କୌଣସି ବିଷୟ ଉପରେ ଅନୁସନ୍ଧାନ କରନ୍ତୁ । ଯଦି ଆପଣ କୌଣସି ସମସ୍ୟାର ସାମନା କରୁଛନ୍ତି, ଆପଣଙ୍କ ମନରେ କୌଣସି ପ୍ରଶ୍ନ ଅଛି କିମ୍ବା ବାଇବଲର କୌଣସି ବିଷୟକୁ ଆହୁରି ଭଲଭାବେ ବୁଝିବା ପାଇଁ ଚାହାନ୍ତି, ତେବେ ଆପଣ ସେବିଷୟରେ ଅନୁସନ୍ଧାନ କରିପାରିବେ । ଆପଣଙ୍କୁ jw.org ୱେବସାଇଟ୍‌ରେ “ପଢ଼ୋ, ସମ୍‌ଝୋ ଔର କରୋ” ଭାଗରେ ଆହୁରି କିଛି ପରାମର୍ଶ ମିଳିପାରିବ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ