ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପୃଷ୍ଠା ୨୨-୨୩
  • ଭାଗ ୩ରେ କʼଣ ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାଗ ୩ରେ କʼଣ ଅଛି
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ଯିହୋବାଙ୍କ ସାଙ୍ଗ ହୋଇପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଅବ୍ରହାମ ଓ ସାରା ଈଶ୍ୱରଙ୍କ କଥା ମାନିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ବିଶ୍ୱାସର ପରୀକ୍ଷା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଭାଗ ୧୩ରେ କʼଣ ଅଛି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆହୁରି ଦେଖନ୍ତୁ
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପୃଷ୍ଠା ୨୨-୨୩
ଅବ୍ରହାମ ଇସ୍‌ହାକ ସହ ତାରାଗୁଡ଼ିକ ବିଷୟରେ କଥା ହେଉଛନ୍ତି

ଭାଗ ୩ରେ କʼଣ ଅଛି

ବାଇବଲ କହେ ଯେ ଜଳପ୍ଳାବନ ପରେ, କିଛି ବର୍ଷ ଯାଏ ଯିହୋବାଙ୍କ ସେବା କରୁଥିବା ଲୋକମାନେ ବହୁତ କମ୍‌ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଅବ୍ରହାମ ତାଙ୍କୁ ଯିହୋବାଙ୍କ ସାଙ୍ଗ କୁହାଯାଉଥିଲା । ଅବ୍ରହାମଙ୍କୁ ଯିହୋବାଙ୍କ ସାଙ୍ଗ କାହିଁକି କୁହାଗଲା ? ଯଦି ଆପଣଙ୍କ ପିଲାମାନେ ଅଛନ୍ତି ତେବେ ସେମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଯିହୋବା ସେମାନଙ୍କୁ ପ୍ରେମ କରନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି । ଅବ୍ରହାମ, ଲୋଟ ଓ ଯାକୁବଙ୍କ ଭଳି ବିଶ୍ୱସ୍ତ ଲୋକଙ୍କ ପରି ଆମେ କେବେ ବି ଯିହୋବାଙ୍କୁ ସାହାଯ୍ୟ ମାଗିପାରିବା । ଆମେ ଭରସା ରଖିପାରିବା ଯେ ଯିହୋବା ନିଜ ସବୁ ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ ।

ଆମେ କʼଣ ଶିଖିବା

  • ଯିହୋବା ଯାହା ବି କହନ୍ତି ଯଦିଓ ତାହା କଠିନ ଲାଗିପାରେ ତଥାପି ତାହା କରନ୍ତୁ

  • ଈଶ୍ୱରଙ୍କ ସହ ଆମ ମିତ୍ରତା ଦୁନିଆର ଯେକୌଣସି ଜିନିଷଠାରୁ ଅଧିକ ବହୁମୂଲ୍ୟ ଅଟେ

  • ଯିହୋବା ଚାହାନ୍ତି ଯେ ଆମେ ଅନ୍ୟମାନଙ୍କୁ କ୍ଷମା କରୁ, ଯେତେ ଶୀଘ୍ର ହୋଇପାରେ ଝଗଡ଼ାକୁ ଭୁଲି ମିଳିମିଶି ରହୁ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ