ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପୃଷ୍ଠା ୧୨୨-୧୨୩
  • ଭାଗ ୯ରେ କʼଣ ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାଗ ୯ରେ କʼଣ ଅଛି
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଯିହୋୟାଦାଙ୍କ ସାହସ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଜଣେ ବଡ଼ ସେନାପତି ଏବଂ ଜଣେ ସାନ ଝିଅ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯିହୋବାଙ୍କୁ କାହିଁକି ଭୟ କରିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଯୁବାମାନେ, ତମ ଜୀବନ କିପରି ହେବ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପୃଷ୍ଠା ୧୨୨-୧୨୩
ଜଣେ ଇସ୍ରାଏଲୀୟ ଝିଅ, କୁଷ୍ଠ ରୋଗୀ ନାମାନ୍‌ଙ୍କ ସ୍ତ୍ରୀଙ୍କ ସହ କଥା ହେଉଛି

ଭାଗ ୯ରେ କʼଣ ଅଛି

ଏହି ଭାଗରେ ଆମେ ଏପରି ପିଲା, ଭବିଷ୍ୟଦ୍‌ବକ୍ତା ଓ ରାଜାମାନଙ୍କ ବିଷୟରେ ଶିଖିବା ଯେଉଁମାନଙ୍କର ଯିହୋବାଙ୍କ ଉପରେ ମଜବୁତ୍‌ ବିଶ୍ୱାସ ଥିଲା । ଅରାମରେ ଥିବା ଜଣେ ଛୋଟ ଇସ୍ରାଏଲୀୟ ଝିଅକୁ ବିଶ୍ୱାସ ଥିଲା ଯେ ଯିହୋବାଙ୍କ ଜଣେ ଭବିଷ୍ୟଦ୍‌ବକ୍ତା, ନାମାନ୍‌ଙ୍କ ରୋଗକୁ ଠିକ୍‌ କରିଦେବେ । ଭବିଷ୍ୟଦ୍‌ବକ୍ତା ଇଲୀଶାୟଙ୍କୁ ପୂରା ଭରସା ଥିଲା ଯେ ଯିହୋବା ତାଙ୍କୁ ଶତ୍ରୁମାନଙ୍କ ସେନାରୁ ରକ୍ଷା କରିବେ । ମହାଯାଜକ ଯିହୋୟାଦା ନିଜ ଜୀବନ ବିପଦରେ ପକାଇ ଶିଶୁ ଯୋୟାଶ୍‌କୁ ତାଙ୍କ ଜେଜେ ମାଆ ଅଥଲୀୟାଠାରୁ ରକ୍ଷା କଲେ ଯିଏ ଜଣେ ଦୁଷ୍ଟ ସ୍ତ୍ରୀ ଥିଲା । ରାଜା ହିଜକୀୟଙ୍କୁ ଭରସା ଥିଲା ଯେ ଯିହୋବା ଯିରୂଶାଲମକୁ ରକ୍ଷା କରିବେ, ତେଣୁ ସେ ଅଶୂରୀୟମାନଙ୍କ ଧମକକୁ ଡରିଲେ ନାହିଁ । ରାଜା ଯୋଶୀୟ ଦେଶରୁ ମୂର୍ତ୍ତିପୂଜାକୁ ବନ୍ଦ କରାଇ ଦେଲେ, ମନ୍ଦିରର ମରାମତି କରାଇଲେ ଓ ସତ୍ୟ ଉପାସନା ପୁଣି ଆରମ୍ଭ କରାଇଲେ ।

ଆମେ କʼଣ ଶିଖିବା

  • ଆପଣ ଯେତେ ବି ଛୋଟ ଥାʼନ୍ତୁ ନା କାହିଁକି ଆପଣ ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ କହିପାରିବେ

  • ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ଯଦି ଆପଣ ସଠିକ୍‌ କାମ କରିବେ ତାହେଲେ ସେ ଆମକୁ ସାହାଯ୍ୟ କରିବେ

  • ଯୂନସଙ୍କ ଭଳି ଯିହୋବାଙ୍କ କଥା ମାନନ୍ତୁ ଆଉ ଯେବେ ସବୁକିଛି ଆମ ଇଚ୍ଛା ମୁତାବକ ହୁଏ ନାହିଁ ସେସମୟରେ ମଧ୍ୟ ଅଭିଯୋଗ କରନ୍ତୁ ନାହିଁ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ