ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପୃଷ୍ଠା ୧୭୪-୧୭୫
  • ଭାଗ ୧୨ରେ କʼଣ ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାଗ ୧୨ରେ କʼଣ ଅଛି
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ଭାଗ ୧୧ରେ କʼଣ ଅଛି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯିହୋବା ଆମ କଥା ଶୁଣନ୍ତି କି?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ଭାଗ ୧୩ରେ କʼଣ ଅଛି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆହୁରି ଦେଖନ୍ତୁ
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପୃଷ୍ଠା ୧୭୪-୧୭୫
ଯୀଶୁ ପିଲା ଓ ବଡ଼ ଲୋକ, ସମସ୍ତଙ୍କୁ ଶିଖାଉଛନ୍ତି

ଭାଗ ୧୨ରେ କʼଣ ଅଛି

ଯୀଶୁ ଲୋକମାନଙ୍କୁ ସ୍ୱର୍ଗ ରାଜ୍ୟ ବିଷୟରେ ଶିଖାଇଲେ । ସେ ଏହା ବି ଶିଖାଇଲେ ଯେ ସେମାନେ ପ୍ରାର୍ଥନା କରନ୍ତୁ ଈଶ୍ୱରଙ୍କ ନାମ ପବିତ୍ର ହେଉ, ତାଙ୍କ ରାଜ୍ୟ ଆସୁ ଏବଂ ତାଙ୍କ ଇଚ୍ଛା ପୃଥିବୀରେ ପୂରା ହେଉ । ଯଦି ଆପଣଙ୍କ ପିଲାମାନେ ଅଛନ୍ତି, ସେମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଏହି ପ୍ରାର୍ଥନା ଆମ ପାଇଁ କେତେ ମହତ୍ତ୍ୱ ରଖେ । ଯୀଶୁ ଶୟତାନର କଥାରେ ନ ପଡ଼ି ଈଶ୍ୱରଙ୍କ ବିଶ୍ୱସ୍ତ ରହିଲେ । ସେ ପ୍ରେରିତମାନଙ୍କୁ ବାଛିଲେ ଏବଂ ସେମାନେ ଈଶ୍ୱରଙ୍କ ରାଜ୍ୟର ସବୁଠୁ ପ୍ରଥମ ସଦସ୍ୟ ହେଲେ । ଧ୍ୟାନ ଦିଅନ୍ତୁ ଯେ ଯୀଶୁଙ୍କୁ ସତ୍ୟ ଉପାସନା ପାଇଁ କେତେ ଉତ୍ସାହ ଥିଲା । ସେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ, ତେଣୁ ସେ ରୋଗୀମାନଙ୍କୁ ଠିକ୍‌ କଲେ, ଭୋକରେ ଥିବା ଲୋକମାନଙ୍କୁ ଖାଇବା ପାଇଁ ଦେଲେ ଏବଂ ମରିଯାଇଥିବା ଲୋକମାନଙ୍କୁ ପୁଣିଜୀବିତ କଲେ । ଏ ସବୁ ଚମତ୍କାର କରି ସେ ଦେଖାଇଲେ ଯେ ଈଶ୍ୱରଙ୍କ ରାଜ୍ୟ ମଣିଷ ପାଇଁ କʼଣ କରିବ ।

ଆମେ କʼଣ ଶିଖିବା

  • ଯୀଶୁ ନିଜ ଶିଷ୍ୟମାନଙ୍କୁ ରାଜ୍ୟର ପ୍ରଚାର କରିବା ଏବଂ ଶିଷ୍ୟ କରିବା କାମ ଦେଲେ

  • ନିଜ ବିଷୟରେ ପ୍ରାର୍ଥନା କରିବା ପୂର୍ବରୁ ଯିହୋବାଙ୍କ ସହ ଜଡ଼ିତ ବିଷୟଗୁଡ଼ିକରେ ପ୍ରାର୍ଥନା କରନ୍ତୁ

  • ଅନ୍ୟମାନଙ୍କୁ ହୃଦୟରୁ କ୍ଷମା କରନ୍ତୁ ଏବଂ ସେମାନଙ୍କ ସହ ସେହିପରି ବ୍ୟବହାର କରନ୍ତୁ ଯେପରି ଆପଣ ଚାହାନ୍ତି ଯେ ସେମାନେ ଆପଣଙ୍କ ସହ ବ୍ୟବହାର କରନ୍ତୁ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ