ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପୃଷ୍ଠା ୧୬୦-୧୬୧
  • ଭାଗ ୧୧ରେ କʼଣ ଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାଗ ୧୧ରେ କʼଣ ଅଛି
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଭାଗ ୧୩ରେ କʼଣ ଅଛି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଭାଗ ୪ରେ କʼଣ ଅଛି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ?
    ବାଇବଲ ଆମକୁ କʼଣ ଶିଖାଏ?
  • ଭାଗ ୧୨ରେ କʼଣ ଅଛି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆହୁରି ଦେଖନ୍ତୁ
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପୃଷ୍ଠା ୧୬୦-୧୬୧
ଯୋଷେଫ, ଯୀଶୁଙ୍କୁ ବଢ଼େଇ କାମ ଶିଖାଉଛନ୍ତି ଏବଂ ପାଖରେ ମରୀୟମ ଓ ଯୀଶୁଙ୍କ କିଛି ଭାଇଭଉଣୀ ଅଛନ୍ତି

ଭାଗ ୧୧ରେ କʼଣ ଅଛି

ଏହି ଭାଗରେ ଆମେ ଖ୍ରୀଷ୍ଟିୟାନ ଗ୍ରୀକ୍‌ ଶାସ୍ତ୍ରରେ ଥିବା ଘଟଣାଗୁଡ଼ିକୁ ଦେଖିବା । ଯୀଶୁଙ୍କ ଜନ୍ମ ଗୋଟିଏ ଛୋଟ ସହରର ଏକ ଗରିବ ପରିବାରରେ ହୋଇଥିଲା । ଯୀଶୁଙ୍କ ବାପା ଜଣେ ବଢ଼େଇ ଥିଲେ ଏବଂ ଯୀଶୁ ତାଙ୍କ ସହ କାମ କରୁଥିଲେ । ଯୀଶୁ ହିଁ ସେହି ବ୍ୟକ୍ତି ଥିଲେ ଯିଏ ଆଗକୁ ଯାଇ ସମସ୍ତ ଲୋକଙ୍କୁ ରକ୍ଷା କରନ୍ତେ । ଯିହୋବା ତାଙ୍କୁ ସ୍ୱର୍ଗରେ ଶାସନ କରିବା ପାଇଁ ରାଜା ବାଛିଲେ । ଯଦି ଆପଣଙ୍କ ପିଲାମାନେ ଅଛନ୍ତି ତେବେ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଯିହୋବା କିପରି ବୁଝିବିଚାରି ଯୀଶୁଙ୍କ ପାଇଁ ଏପରି ଏକ ପରିବାର ବାଛିଲେ ଯେଉଁମାନେ ଈଶ୍ୱରଙ୍କ ଭକ୍ତି କରୁଥିଲେ ଏବଂ ଯେଉଁମାନଙ୍କ ଘରର ପରିବେଶ ଭଲ ଥିଲା । ବୁଝାନ୍ତୁ ଯେ ଯିହୋବା କିପରି ଯୀଶୁଙ୍କୁ ହେରୋଦର ହାତରୁ ରକ୍ଷା କଲେ ଯିଏ ତାଙ୍କୁ ମାରିବା ପାଇଁ ଚାହୁଁଥିଲା ଏବଂ ଏହା ବି ଯେ କୌଣସି ଜିନିଷ ଯିହୋବାଙ୍କ ଉଦ୍ଦେଶ୍ୟକୁ ପୂରା କରିବାରୁ ରୋକିପାରିବ ନାହିଁ । ଜାଣନ୍ତୁ ଯେ ଯିହୋବା କିପରି ଯୋହନଙ୍କୁ ଯୀଶୁଙ୍କ ପାଇଁ ପଥ ପ୍ରସ୍ତୁତ କରିବାର କାମ ଦେଲେ । ଜୋର୍‌ ଦେଇ ବୁଝାନ୍ତୁ ଯେ ଯୀଶୁ ଛୋଟ ବୟସରୁ ହିଁ ଯିହୋବାଙ୍କ ବୁଦ୍ଧିଭରା କଥାଗୁଡ଼ିକୁ ପ୍ରେମ କରୁଥିଲେ ।

ଆମେ କʼଣ ଶିଖିବା

  • ଯିହୋବା ଦେଇଥିବା ବ୍ୟବସ୍ଥାକୁ ସବୁବେଳେ ସହଯୋଗ କରନ୍ତୁ

  • ଯୀଶୁ ଈଶ୍ୱରଙ୍କ ପୁଅ ଥିଲେ ଏବଂ ବହୁତ ଶକ୍ତିଶାଳୀ ଥିଲେ, ତଥାପି ସେ ପୃଥିବୀରେ ଜଣେ ଛୋଟ ଶିଶୁ ହୋଇ ଜନ୍ମ ହେବା ପାଇଁ ପ୍ରସ୍ତୁତ ହୋଇଗଲେ

  • ବାପ୍ତିଜକ ଯୋହନ ନମ୍ର ହୋଇ ଲୋକମାନଙ୍କୁ ଶିଖାଇଲେ ଯାହାଦ୍ୱାରା ମସୀହ ଆସିଲେ ସେମାନେ ତାଙ୍କୁ ସ୍ୱୀକାର କରିପାରିବେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ