ଗୀତ ୧୦୮
ଯିହୋବାଙ୍କ ଅସୀମ ପ୍ରେମ
(ଯିଶାଇୟ ୫୫:୧-୩)
- ୧. ଯିହୋବାଙ୍କ ପ୍ରେମ - କରେ ଦୃଢ଼ ମନ ଆମ - ଦେଇଛ ନିଜ ପୁତ୍ରକୁ - କର ସୁରକ୍ଷା ଆମକୁ । - ତୁମ କୃପାରୁ ଯିହୋବା - ପାଇଛୁ ସଦା ଜୀବନ । - (ଘୋଷା) - ସତ୍ୟର ପିପାସୁ ଯେ - ଜୀବନ ଜଳ ପିଉ । - ଦେଇଛ ପିତା ତୁମେ - ସେ ପ୍ରେମ ସରେନି । 
- ୨. ଯିହୋବାଙ୍କ ପ୍ରେମ - କରୁ ସେବା ନିତିଦିନ । - କରିଛ ତୁମେ ପ୍ରତିଜ୍ଞା । - ପୂରା ହେଉ ଏହି ଆଜ୍ଞା । - ଗଢ଼ିଛ ତୁମରି ରାଜ୍ୟ - ଦେଇ ପୁତ୍ରକୁ ମୁକୁଟ । - (ଘୋଷା) - ସତ୍ୟର ପିପାସୁ ଯେ - ଜୀବନ ଜଳ ପିଉ । - ଦେଇଛ ପିତା ତୁମେ - ସେ ପ୍ରେମ ସରେନି । 
- ୩. ଯିହୋବାଙ୍କ ପ୍ରେମ - ସୀମାହୀନ ତୁମ ପ୍ରେମ - ପ୍ରେମରେ ସାହାଯ୍ୟ କର । - ଜାଣିବେ ତୁମରି ପଥ । - ଭଲ ପାଉ ସଦା ତୁମ - ସାହାସେ କରୁ ଏ କାମ । - (ଘୋଷା) - ସତ୍ୟର ପିପାସୁ ଯେ - ଜୀବନ ଜଳ ପିଉ । - ଦେଇଛ ପିତା ତୁମେ - ସେ ପ୍ରେମ ସରେନି । 
(ଗୀତ. ୩୩:୫; ୫୭:୧୦; ଏଫି. ୧:୭ ମଧ୍ୟ ଦେଖନ୍ତୁ ।)