ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm21 ପୃଷ୍ଠା ୨-୩
  • ଶୁକ୍ରବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶୁକ୍ରବାର
  • ଆଞ୍ଚଳିକ ଅଧିବେଶନ ୨୦୨୧ ପାଇଁ କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ରବିବାର
    ଆଞ୍ଚଳିକ ଅଧିବେଶନ ୨୦୨୧ ପାଇଁ କାର୍ଯ୍ୟକ୍ରମ
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୨୧ ପାଇଁ କାର୍ଯ୍ୟକ୍ରମ
  • ଶୁକ୍ରବାର
    ୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
  • ଶନିବାର
    ଆଞ୍ଚଳିକ ଅଧିବେଶନ ୨୦୧୯ ପାଇଁ କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
ଆଞ୍ଚଳିକ ଅଧିବେଶନ ୨୦୨୧ ପାଇଁ କାର୍ଯ୍ୟକ୍ରମ
CO-pgm21 ପୃଷ୍ଠା ୨-୩
ଚିତସମୂହ: ୧. ନୋହ ଜଙ୍ଗଲରେ ଅଛନ୍ତି ଏବଂ ତାଙ୍କ ହାଥରେ କୁରା ଅଛି । ୨. ଥିବୀ, ତାରାଗୁକ ଓ ସୂର୍ଯ୍ୟର ମହାକାଶରୁ ନିଆଯାଇଥିବା ଫଟୋ । ୩. ବ ୱେଲ ମାଛ ଓ ତା’ର ଛୁଆର ଉପରୁ ନିଆଯାଇଥିବା ଫଟୋ ।

ଶୁକ୍ରବାର

“ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ”—ଲୂକ ୧୭:୫

ସକାଳ କାର୍ଯ୍ୟକ୍ରମ

  • ୯:୨୦ ସଂଗୀତର ଭିଡିଓ

  • ୯:୩୦ ଗୀତ ସଂ. ୫ ଏବଂ ପ୍ରାର୍ଥନା

  • ୯:୪୦ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ବୋଧନ: ବିଶ୍ୱାସରେ କେତେ ଶକ୍ତି ଅଛି ? (ମାଥିଉ ୧୭:୧୯, ୨୦; ଏବ୍ରୀ ୧୧:୧)

  • ୧୦:୧୦ ପରିଚର୍ଚ୍ଚା: ଆମେ କାହିଁକି ବିଶ୍ୱାସ କରୁ . . .

    • • ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ (ଏଫିସୀୟ ୨:୧, ୧୨; ଏବ୍ରୀ ୧୧:୩)

    • • ଈଶ୍ୱରଙ୍କ ବାକ୍ୟ ଉପରେ (ଯିଶାଇୟ ୪୬:୧୦)

    • • ଈଶ୍ୱରଙ୍କ ନୈତିକ ମାନଦଣ୍ଡ ଉପରେ (ଯିଶାଇୟ ୪୮:୧୭)

    • • ଈଶ୍ୱରଙ୍କ ପ୍ରେମ ଉପରେ (ଯୋହନ ୬:୪୪)

  • ୧୧:୦୫ ଗୀତ ସଂ. ୩୭ ଏବଂ ଘୋଷଣା

  • ୧୧:୧୫ ନାଟକୀୟ ବାଇବଲ ପଠନ: ନୋହ—ବିଶ୍ୱାସ ଯୋଗୁଁ ଆଜ୍ଞା ମାନିଲେ (ଆଦି ପୁସ୍ତକ ୬:୧–୮:୨୨; ୯:୮-୧୬)

  • ୧୧:୪୫ ‘ବିଶ୍ୱାସ କରନ୍ତୁ, ସନ୍ଦେହ ନୁହେଁ’ (ମାଥିଉ ୨୧:୨୧, ୨୨)

  • ୧୨:୧୫ ଗୀତ ସଂ. ୧୧୮ ଏବଂ ବିରତି

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୩୫ ସଂଗୀତର ଭିଡିଓ

  • ୧:୪୫ ଗୀତ ସଂ. ୨

  • ୧:୫୦ ପରିଚର୍ଚ୍ଚା: ସୃଷ୍ଟିକୁ ଦେଖି ନିଜ ବିଶ୍ୱାସ ବଢ଼ାନ୍ତୁ

    • • ତାରା (ଯିଶାଇୟ ୪୦:୨୬)

    • • ମହାସାଗର (ଗୀତସଂହିତା ୯୩:୪)

    • • ଜଙ୍ଗଲ (ଗୀତସଂହିତା ୩୭:୧୦, ୧୧, ୨୯)

    • • ପବନ ଓ ପାଣି (ଗୀତସଂହିତା ୧୪୭:୧୭, ୧୮)

    • • ଜଳଚର ପ୍ରାଣୀ (ଗୀତସଂହିତା ୧୦୪:୨୭, ୨୮)

    • • ଆମ ଶରୀର (ଯିଶାଇୟ ୩୩:୨୪)

  • ୨:୫୦ ଗୀତ ସଂ. ୧୪୮ ଏବଂ ଘୋଷଣା

  • ୩:୦୦ ଯିହୋବାଙ୍କ ଶକ୍ତିଶାଳୀ କାମଗୁଡ଼ିକରୁ ଆମ ବିଶ୍ୱାସ ମଜବୁତ୍‌ ହୁଏ (ଯିଶାଇୟ ୪୩:୧୦; ଏବ୍ରୀ ୧୧:୩୨-୩୫)

  • ୩:୨୦ ପରିଚର୍ଚ୍ଚା: ବିଶ୍ୱସ୍ତ ଲୋକଙ୍କ ଭଳି ହୁଅନ୍ତୁ, ଦୁଷ୍ଟ ଲୋକଙ୍କ ଭଳି ନୁହେଁ

    • • ହେବଲ ଭଳି, କୟିନ ଭଳି ନୁହେଁ (ଏବ୍ରୀ ୧୧:୪)

    • • ହନୋକ ଭଳି, ଲେମକ ଭଳି ନୁହେଁ (ଏବ୍ରୀ ୧୧:୫)

    • • ନୋହ ଭଳି, ତାଙ୍କ ଆଖପାଖର ଲୋକଙ୍କ ଭଳି ନୁହେଁ (ଏବ୍ରୀ ୧୧:୭)

    • • ମୋଶା ଭଳି, ଫାରୋ ଭଳି ନୁହେଁ (ଏବ୍ରୀ ୧୧:୨୪-୨୬)

    • • ଯୀଶୁଙ୍କ ଶିଷ୍ୟମାନଙ୍କ ଭଳି, ଫାରୂଶୀମାନଙ୍କ ଭଳି ନୁହେଁ (ପ୍ରେରିତ ୫:୨୯)

  • ୪:୧୫ ‘ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ ଆପଣାକୁ ପରୀକ୍ଷା କର’—କିପରି ? (୨ କରିନ୍ଥୀୟ ୧୩:୫, ୧୧)

  • ୪:୫୦ ଗୀତ ସଂ. ୧୧୯ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ