ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୬୧
  • ତୋ ଇଚ୍ଛାରେ ମୋ ଆନନ୍ଦ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ତୋ ଇଚ୍ଛାରେ ମୋ ଆନନ୍ଦ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ସର୍ବଦା ଆନନ୍ଦ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଆମ ଖୁସିର କାରଣ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ସତ୍ୟକୁ ନିଜର କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବାଙ୍କ ପକ୍ଷ ହେଉ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୬୧

ଗୀତ ୧୬୧

ତୋ ଇଚ୍ଛାରେ ମୋ ଆନନ୍ଦ

(ଗୀତସଂହିତା ୪୦:୮)

  1. ୧. ପୁତ୍ର ତୁମ ନେଲେ ବାପ୍ତିସ୍ମ,

    କାମ ଯେ କଲେ ଉତ୍ତମ ।

    ପିତାଙ୍କୁ ରଖିଲେ ହୃଦୟେ,

    ଅଙ୍ଗେ ଯେ ନିଭାଇଲେ ।

    ପ୍ରଲୋଭନକୁ ମନା କଲେ,

    ପିତାର ନାମ କଲେ ।

    ଦେଇଛନ୍ତି ଯେ ସବୁକିଛି,

    ସ୍ତୁତି କରିବୁ ନିତି ।

    (ଘୋଷା)

    ତୋ ଇଚ୍ଛାରେ, ମୋ ଆନନ୍ଦ ।

    ଦେବି ମୁଁ ଅନ୍ତଃକରଣ ।

    ବାସ୍ତବରେ ଆନନ୍ଦିତ,

    ତୋ ପଥେ ଆଲୋକିତ ।

    ତୋ ଇଚ୍ଛାରେ, ମୋ ଆନନ୍ଦ ।

    ଏ ଆଶା କରେ ବିସ୍ମିତ ।

    ତୋର ପ୍ରେମ-ର ସୁଗନ୍ଧ,

    କରିବି ପ୍ରସାରିତ ।

    ମୋ ଆନନ୍ଦ ।

  2. ୨. ଯିହୋବା ତତେ ମୁଁ ଜାଣିଲି,

    ସତେ କି ସୁଖ ପାଇଲି ।

    ମୁଁ ସାକ୍ଷୀ ଭାବରେ କହିବି,

    ନା ସତ୍ୟ ଲୁଚାଇବି ।

    ଭାଇଙ୍କ ସହ କରେ ସେବା,

    ଭଲ ଉପାୟ ଏହା ।

    ତୁମ ନାମ ପାଇଁ ଗର୍ବିତ,

    ହେଲି ନିଜେ ଅର୍ପିତ ।

    (ଘୋଷା)

    ତୋ ଇଚ୍ଛାରେ, ମୋ ଆନନ୍ଦ ।

    ଦେବି ମୁଁ ଅନ୍ତଃକରଣ ।

    ବାସ୍ତବରେ ଆନନ୍ଦିତ,

    ତୋ ପଥେ ଆଲୋକିତ ।

    ତୋ ଇଚ୍ଛାରେ, ମୋ ଆନନ୍ଦ ।

    ଏ ଆଶା କରେ ବିସ୍ମିତ ।

    ତୋର ପ୍ରେମ-ର ସୁଗନ୍ଧ,

    କରିବି ପ୍ରସାରିତ ।

    ମୋ ଆନନ୍ଦ ।

    ଯିହୋବା ଇଚ୍ଛାରେ ।

(ଗୀତ. ୪୦:୩, ୧୦ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ