ସୁସମାଚାର ଶୁଣାଇବାରେ ଲଜ୍ଜା ଅନୁଭବ କରନ୍ତୁ ନାହିଁ
ରୋମୀୟ ୧:୧୬
ସକାଳ କାର୍ଯ୍ୟକ୍ରମ
୯:୪୦ ସଂଗୀତ
୯:୫୦ ଗୀତ ସଂ. ୬୭ ଏବଂ ପ୍ରାର୍ଥନା
୧୦:୦୦ ଆମେ କାହିଁକି ସୁସମାଚାର ଶୁଣାଇବାରେ ଲଜ୍ଜା ଅନୁଭବ କରିବା ନାହିଁ ?
୧୦:୧୫ ସୁସମାଚାର ଶୁଣାଇବା ପାଇଁ ପଛଘୁଞ୍ଚା ଦିଅନ୍ତୁ ନାହିଁ
୧୦:୩୦ ଏପରି ସେବକ ହୁଅନ୍ତୁ ଯାହାକୁ ନିଜ କାମରୁ ‘ଲଜ୍ଜା ବୋଧ କରିବା ଆବଶ୍ୟକ ନାହିଁ’
୧୦:୫୫ ଗୀତ ସଂ. ୭୩ ଏବଂ ଘୋଷଣା
୧୧:୦୫ ସାହସ, ପ୍ରେମ ଓ ସଠିକ୍ ଦୃଷ୍ଟିକୋଣର ପ୍ରମାଣ ଦିଅନ୍ତୁ
୧୧:୩୫ ବାପ୍ତିସ୍ମ: ଲଗାତାର ସୁସମାଚାରର ଅଧୀନରେ ରହନ୍ତୁ
୧୨:୦୫ ଗୀତ ସଂ. ୭୫
ଦ୍ୱିପହର କାର୍ଯ୍ୟକ୍ରମ
୧:୨୦ ସଂଗୀତ
୧:୩୦ ଗୀତ ସଂ. ୭୭
୧:୩୫ ଅନୁଭୂତି
୧:୪୫ ପ୍ରହରୀଦୁର୍ଗର ସାରାଂଶ
୨:୧୫ ପରିଚର୍ଚ୍ଚା: ଆମେ ଏହି କାରଣ ଯୋଗୁଁ ଲଜ୍ଜା ଅନୁଭବ କରି ନ ଥାଉ . . .
• ଈଶ୍ୱରଙ୍କ ନୈତିକ ସ୍ତର
• ଈଶ୍ୱରଙ୍କ ରାଜ୍ୟ
• ନେତୃତ୍ୱ ନେଉଥିବା ଭାଇମାନେ
୩:୦୦ ଗୀତ ସଂ. ୪୦ ଏବଂ ଘୋଷଣା
୩:୧୦ ଯିହୋବାଙ୍କ ଉପରେ ଗର୍ବ କରନ୍ତୁ
୩:୫୫ ଗୀତ ସଂ. ୭ ଏବଂ ପ୍ରାର୍ଥନା