ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ସେପ୍ଟେମ୍ବର ପୃଷ୍ଠା ୬
  • ଯୀଶୁ ନିଜ ପିତାଙ୍କର ମହିମା କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ନିଜ ପିତାଙ୍କର ମହିମା କଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଆପଣା ଯାତନାର କାଠଖୁଣ୍ଟ ଘେନି ମୋହର ଅନୁଗମନ କର
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଅନ୍ୟମାନେ ପ୍ରଶଂସା କଲେ ନମ୍ର ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଯୀଶୁଙ୍କଠାରେ କେଉଁ କେଉଁ ଗୁଣ ଅଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • “ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ସେପ୍ଟେମ୍ବର ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୭-୮

ଯୀଶୁ ନିଜ ପିତାଙ୍କର ମହିମା କଲେ

୭:୧୫-୧୮, ୨୮, ୨୯; ୮:୨୯

ଯୀଶୁ ନିଜ ସମସ୍ତ କାମରେ ଓ କଥାରେ ତାହାଙ୍କର ସ୍ୱର୍ଗସ୍ଥ ପିତାଙ୍କର ମହିମା କଲେ । ସେ ଚାହୁଁଥିଲେ ଯେ ତାହାଙ୍କର ବାର୍ତ୍ତା ଈଶ୍ୱରଙ୍କ ତରଫରୁ ଥିଲା ବୋଲି ଲୋକେ ଜାଣନ୍ତୁ । ତେଣୁ ସେ ଶାସ୍ତ୍ରର ଆଧାରରେ ଶିଖାଉଥିଲେ ଏବଂ ବାରମ୍ବାର ଶାସ୍ତ୍ରପଦଗୁଡ଼ିକର ଉଲ୍ଲେଖ କରୁଥିଲେ । ଯେତେବେଳେ ତାହାଙ୍କୁ ପ୍ରଶଂସା କରାଯାଉଥିଲା, ସେ କହୁଥିଲେ ଯେ ପ୍ରଶଂସାର ପାତ୍ର ସେ ନୁହନ୍ତି, ବରଂ ଯିହୋବା ହିଁ ସମସ୍ତ ପ୍ରଶଂସାର ଅଧିକାରୀ । ତାହାଙ୍କ ସବୁଠୁ ବଡ଼ ଚିନ୍ତା ଥିଲା, ଯିହୋବା ଯେଉଁ କାମ ଦେଇଥିଲେ ତାକୁ ପୂରଣ କରିବା ।—ଯୋହ ୧୭:୪.

ଆମେ ଯୀଶୁଙ୍କୁ କିପରି ଅନୁକରଣ କରିପାରିବା . . .

  • ବାଇବଲ ଅଧ୍ୟୟନ ଚଳାଇବା ସମୟରେ କିମ୍ବା ସଭାରେ ଶିଖାଇବାରେ?

  • ଅନ୍ୟମାନେ ଆମକୁ ପ୍ରଶଂସା କରିବା ସମୟରେ?

  • ଆମେ ନିଜ ସମୟକୁ ସଠିକ୍‌ ଭାବେ ବ୍ୟବହାର କରିବାରେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ