ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜୁଲାଇ ପୃଷ୍ଠା ୩
  • ଯୀଶୁଙ୍କ ଅନୁଗମନ କରିବା ପାଇଁ କʼଣ ଜରୁରୀ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁଙ୍କ ଅନୁଗମନ କରିବା ପାଇଁ କʼଣ ଜରୁରୀ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ପାପ ଓ ମୃତ୍ୟୁ ଆଡ଼କୁ ନେଇଯାଉଥିବା ରାସ୍ତା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଆମ ରିଲିଫ ସେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଅହଙ୍କାରୀ ଫାରୋ ଅଜାଣତରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ କଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜୁଲାଇ ପୃଷ୍ଠା ୩

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୮-୯

ଯୀଶୁଙ୍କ ଅନୁଗମନ କରିବା ପାଇଁ କʼଣ ଜରୁରୀ?

୯:୬୨

ଜଣେ କୃଷକକୁ କ୍ଷେତରେ ସିଧା ଶିଆର ତିଆରି କରିବା ପାଇଁ ପଛକୁ ଚାହିଁ ନିଜ ଧ୍ୟାନ ଭଙ୍ଗ କରିବାର ନ ଥିଲା । ଠିକ୍‌ ସେହିପରି, ଜଣେ ଖ୍ରୀଷ୍ଟିୟାନ ମଧ୍ୟ ଜଗତରେ ଯାହାସବୁ ଛାଡ଼ି ଆସିଛି, ସେଗୁଡ଼ିକୁ ମନେ ପକାଇ ନିଜ ଧ୍ୟାନ ଭଙ୍ଗ କରିବା ଉଚିତ୍‌ ନୁହେଁ ।—ଫିଲିପ୍‌ ୩:୧୩.

ଯେତେବେଳେ ଆମେ ସମସ୍ୟାଗୁଡ଼ିକର ସାମନା କରୁ, ସେତେବେଳେ ଅତି ସହଜରେ ଆମକୁ ଅତୀତର ଦିନଗୁଡ଼ିକ ମନେ ପଡ଼ିଯାଏ । ଆମେ ହୁଏତ ଭାବିପାରୁ ଯେ ସତ୍ୟକୁ ଆସିବା ପୂର୍ବେ ‘ଜୀବନଟା କେତେ ସୁନ୍ଦର ଥିଲା ।’ ଏପରି କରିବା ସମୟରେ ହୁଏତ ଆମେ ଅତୀତର ଖୁସିର ମୁହୂର୍ତ୍ତଗୁଡ଼ିକୁ ଅଧିକ ମହତ୍ତ୍ୱ ଦେଉ ଏବଂ ଦୁଃଖଦ ଅନୁଭୂତିସବୁକୁ ଅଣଦେଖା କରିଥାଉ । ଇସ୍ରାଏଲୀୟମାନେ ମିଶର ଦେଶ ଛାଡ଼ିବା ପରେ ଠିକ୍‌ ଏପରି ହିଁ କରିଥିଲେ । (ଗଣ ୧୧:୫, ୬) ଯଦି ଆମେ ଏଭଳି ଭାବନାଗୁଡ଼ିକୁ ମନ ଭିତରେ ପ୍ରଶ୍ରୟ ଦେବା, ତେବେ ହୁଏତ ପୁଣିଥରେ ଅତୀତର ସେହି ଜୀବନକୁ ଫେରିଯିବା ପାଇଁ ଆମେ ଇଚ୍ଛା କରିପାରୁ । ତେଣୁ ଆଜି ଆମକୁ ଯେଉଁ ଆଶିଷଗୁଡ଼ିକ ମିଳିଛି ଏବଂ ଭବିଷ୍ୟତରେ ଈଶ୍ୱରଙ୍କ ରାଜ୍ୟରେ ଯେଉଁ ପ୍ରକୃତ ଖୁସି ମିଳିବ, ସେଗୁଡ଼ିକ ପ୍ରତି ନିଜ ଧ୍ୟାନ କେନ୍ଦ୍ରିତ କରିବା ଆମ ପାଇଁ କେତେ ଜରୁରୀ!—୨କରି ୪:୧୬-୧୮.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ