ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁଲାଇ ପୃଷ୍ଠା ୮
  • ଅନ୍ୟମାନେ ପ୍ରଶଂସା କଲେ ନମ୍ର ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନ୍ୟମାନେ ପ୍ରଶଂସା କଲେ ନମ୍ର ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯେତେବେଳେ ପରୀକ୍ଷା ଆସେ, ବିଶ୍ୱସ୍ତତା ବଜାୟ ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଯୀଶୁ ନିଜ ପିତାଙ୍କର ମହିମା କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ନମ୍ର ହୁଅନ୍ତୁ—ନିଜର ପ୍ରଶଂସା କରନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଆନନ୍ଦରେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁଲାଇ ପୃଷ୍ଠା ୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଅନ୍ୟମାନେ ପ୍ରଶଂସା କଲେ ନମ୍ର ରହନ୍ତୁ

ବେଳେ ବେଳେ ଲୋକେ ଆମକୁ ପ୍ରଶଂସା କରନ୍ତି କିମ୍ବା ଆମକୁ ସାବାସି ଦିଅନ୍ତି । ପ୍ରଶଂସା ଯଦି ହୃଦୟରୁ ଓ ସଠିକ୍‌ ମନୋବୃତ୍ତି ନେଇ କରାଯାଏ, ତେବେ ଆମକୁ ଉତ୍ସାହ ମିଳେ । (ହିତୋ ୧୫:୨୩; ୩୧:୧୦, ୨୮) କିନ୍ତୁ ଆମକୁ ସତର୍କ ରହିବାକୁ ହେବ ଯେ ଅନ୍ୟମାନଙ୍କ ପ୍ରଶଂସା ଶୁଣି ଆମେ ଯେପରି ଅହଙ୍କାର ନ କରିବା ଏବଂ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ନ ଭାବିବା ।

ଯୀଶୁଙ୍କ ଭଳି ବିଶ୍ୱସ୍ତ ରହନ୍ତୁ—ଯେବେ କେହି ଆପଣଙ୍କ ପ୍ରଶଂସା କରେ (ହିନ୍ଦୀ) ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଅନ୍ୟମାନେ ହୁଏତ ଆମକୁ କେଉଁ କଥାଗୁଡ଼ିକ ପାଇଁ ପ୍ରଶଂସା କରିପାରନ୍ତି ?

  • ଭାଇମାନେ କିପରି ଭାବେ ସେର୍ଗୀଙ୍କୁ ପ୍ରଶଂସା କଲେ ?

  • ଭାଇମାନଙ୍କର ଏପରି ପ୍ରଶଂସା କରିବା କାହିଁକି ଠିକ୍‌ ନ ଥିଲା ?

  • ଭାଇ ସେର୍ଗୀ ଯେପରି ଭାବେ ନମ୍ରତା ଦେଖାଇଲେ, ସେଥିରୁ ଆପଣ କʼଣ ଶିଖନ୍ତି ?

‘ଯୀଶୁଙ୍କ ଭଳି ବିସ୍ତ ରହ​​— ⁠⁠ଯେବେ କେହି ଆପଣଙ୍କ ଶଂସା କରେ’ ଭିଡିଓର ଦୃଶ୍ୟ   । ଜଣେ ଭାଇଙ୍କ ଘରେ ଏକତତ ହୋଇଥିବା ଭାଇମାନଙ୍କର ଅଯଥା ଶଂସାକୁ ସେର୍ଗୀ ନତାର ସହ ଉତ୍ତର ଦେଉଛନ୍ତି   ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ