ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ନଭେମ୍ବର ପୃଷ୍ଠା ୨
  • “ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଉତ୍ତମ ନାମ କମାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବା ସର୍ବଦା ନିଜ ପ୍ରତିଜ୍ଞା ପୂରଣ କରନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ବିଶ୍ୱାସଘାତକତା ବହୁତ ଲାଜର କଥା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • “ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ୍‌ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ନଭେମ୍ବର ପୃଷ୍ଠା ୨
ଯୀଶୁଙ୍କ ଶିଷ୍ୟମାନେ ମାଛରେ ଭର୍ତ୍ତି ଏକ ଜାଲକୁ କୂଳକୁ ଟାଣୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୨୦-୨୧

“ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?”

୨୧:୧-୧୯

ବାଇବଲର ସମୟରେ ଯେଉଁ ମାଛ ଧରାଳିମାନେ ଧୈର୍ଯ୍ୟଶୀଳ ଓ ପରିଶ୍ରମୀ ଥିଲେ ଏବଂ ପ୍ରତ୍ୟେକ କଠିନ ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ହେଉଥିଲେ, ସେମାନଙ୍କ ପରିଶ୍ରମର ଭଲ ଫଳ ମିଳୁଥିଲା । (ପ୍ର୧୨-ଇଂ ୮/୧ ୧୮-୨୦) ଜଣେ ମାଛ ଧରାଳି ଭାବେ ପିତରଙ୍କଠାରେ ଏସବୁ ଗୁଣ ଥିଲା । ତେଣୁ ସେ ମନୁଷ୍ୟମାନଙ୍କୁ ଧରିବାରେ ମଧ୍ୟ କୁଶଳୀ ହୋଇଥାʼନ୍ତେ । କିନ୍ତୁ ପିତରଙ୍କୁ ଏହା ନିଷ୍ପତ୍ତି ନେବାର ଥିଲା ଯେ ସେ ଜୀବନରେ କେଉଁ କାମକୁ ପ୍ରଥମ ସ୍ଥାନ ଦେବେ । ସେ ନିଜ ମନପସନ୍ଦ କାମ ଅର୍ଥାତ୍‌ ମାଛ ଧରିବାର କାରବାର ଜାରି ରଖିବେ, ନା ସେ ଯୀଶୁଙ୍କ ଶିଷ୍ୟମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଶିଖାଇବାର କାମ କରିବେ?

ଈଶ୍ୱରଙ୍କ ରାଜ୍ୟକୁ ପ୍ରଥମ ସ୍ଥାନ ଦେବା ପାଇଁ ଆପଣ ନିଜ ଜୀବନରେ କେଉଁସବୁ ପରିବର୍ତ୍ତନ କରିଛନ୍ତି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ