ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୧୬
  • କଥାବାର୍ତ୍ତା କିପରି କରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କଥାବାର୍ତ୍ତା କିପରି କରିବା ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ସ୍ମାରକର ନିମନ୍ତ୍ରଣ ଅଭିଯାନ (୧୧ ମାର୍ଚ୍ଚ–୪ ଏପ୍ରିଲ୍‌)
  • ପ୍ରଥମ ସାକ୍ଷାତ (୧-୧୦ ମାର୍ଚ୍ଚ, ୫-୩୦ ଏପ୍ରିଲ୍‌)
  • ପୁନଃସାକ୍ଷାତ:
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୧୬
ଯୀଶୁ ନିଜ ବିଶ୍ୱସ୍ତ ପ୍ରେରିତମାନଙ୍କ ସହ ଅଛନ୍ତି ଓ ସେ ପ୍ରଭୁଙ୍କ ସନ୍ଧ୍ୟାଭୋଜର ଆରମ୍ଭ କରୁଛନ୍ତି ।

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

କଥାବାର୍ତ୍ତା କିପରି କରିବା ?

ସ୍ମାରକର ନିମନ୍ତ୍ରଣ ଅଭିଯାନ (୧୧ ମାର୍ଚ୍ଚ–୪ ଏପ୍ରିଲ୍‌)

“ଆମେ ଆପଣଙ୍କୁ ଗୋଟିଏ ବିଶେଷ କାର୍ଯ୍ୟକ୍ରମରେ ଡାକିବା ପାଇଁ ଆସିଛୁ । ତାହା ହେଉଛି ଯୀଶୁଙ୍କ ମୃତ୍ୟୁର ବାର୍ଷିକ ସମାରୋହ । ଏହାକୁ ପୂରା ଦୁନିଆରେ ଲକ୍ଷ ଲକ୍ଷ ଲୋକମାନେ ପାଳନ କରିବେ । ଆମେ ଚାହୁଁ ଯେ ଆପଣ ବି ଆସନ୍ତୁ ।” ତାʼପରେ ସେ ବ୍ୟକ୍ତିକୁ ଛପା ଯାଇଥିବା କିମ୍ବା ଡିଜିଟାଲ୍‌ ନିମନ୍ତ୍ରଣ ପତ୍ର ଦିଅନ୍ତୁ । “ଏହି ନିମନ୍ତ୍ରଣ ପତ୍ରରେ ଲେଖାଅଛି ଯେ ଏହା କେବେ ଓ କେଉଁଠି ହେବ । ଏହାର କିଛି ଦିନ ପୂର୍ବେ ଗୋଟିଏ ବିଶେଷ ଭାଷଣ ଦିଆଯିବ । ଆମେ ଆପଣଙ୍କୁ ସେଠାରେ ବି ଡାକିବା ପାଇଁ ଚାହୁଁ ।”

ଆଗ୍ରହ ଦେଖାଉଥିବା ଲୋକମାନଙ୍କୁ: ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ଦେଖାନ୍ତୁ [କିମ୍ବା ତାଙ୍କ ଫୋନ୍‌ରେ ପଠାନ୍ତୁ ବା ଇ-ମେଲ୍‌ କରନ୍ତୁ] ।

ଆର ଥରକୁ : ଯୀଶୁ ନିଜ ଜୀବନ କାହିଁକି ଦେଲେ ?

ପ୍ରଥମ ସାକ୍ଷାତ (୧-୧୦ ମାର୍ଚ୍ଚ, ୫-୩୦ ଏପ୍ରିଲ୍‌)

ପ୍ରଶ୍ନ : ଡାକ୍ତର ଓ ନର୍ସମାନେ ନିଜ ଜୀବନକୁ ବିପଦରେ ପକାଇ ଯେପରି ଭାବେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି, ତାହା ଦେଖି ଆପଣଙ୍କୁ କିପରି ଲାଗେ ?

ପଦ : ଯୋହ ୧୫:୧୩

ଆର ଥରକୁ : କʼଣ କେହି ଆପଣଙ୍କୁ ନ କହି ଆପଣଙ୍କୁ (ବା ଆପଣଙ୍କ ପରିବାରକୁ) ସାହାଯ୍ୟ କରିଛନ୍ତି ?

ପୁନଃସାକ୍ଷାତ:

ପ୍ରଶ୍ନ : କʼଣ କେହି ଆପଣଙ୍କୁ ନ କହି ଆପଣଙ୍କୁ (ବା ଆପଣଙ୍କ ପରିବାରକୁ) ସାହାଯ୍ୟ କରିଛନ୍ତି ?

ପଦ : ମାଥି ୨୦:୨୮

ଆର ଥରକୁ : କʼଣ ମୁଁ ଆପଣଙ୍କୁ ଗୋଟିଏ ବିଶେଷ ସମାରୋହ ପାଇଁ ନିମନ୍ତ୍ରଣ ଦେଇପାରିବି ? ସେହି ସମାରୋହରେ ଆମେ ଜଣେ ଏପରି ବ୍ୟକ୍ତିଙ୍କୁ ମନେ ପକାଇବା, ଯିଏ ଆମ ସମସ୍ତଙ୍କ ପାଇଁ ନିଜ ଜୀବନ ଦେଲେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ