ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁଲାଇ ପୃଷ୍ଠା ୪
  • ଅଧର୍ମ ପୁରୁଷ ପ୍ରକାଶିତ ହେବ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧର୍ମ ପୁରୁଷ ପ୍ରକାଶିତ ହେବ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • “ଜାଗ୍ରତ ଥାଅ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁଲାଇ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ ଥେସଲନୀକୀୟ ୧-୩

ଅଧର୍ମ ପୁରୁଷ ପ୍ରକାଶିତ ହେବ

୨:୬-୧୨

ଏହି ପଦଗୁଡ଼ିକରେ ପାଉଲ କʼଣ କହିବାକୁ ଚାହୁଁଥିଲେ ?

  • ନକଲି ଷ୍ଟିୟାନମାନେ ଥମ ଶତାବ୍ଦୀର ଏକ ମଣ୍ଡଳୀର ସଭାରେ ବାଧା ଦେଉଛନ୍ତି

    “ବାଧା” (ପଦ ୬)—ହୁଏତ ପ୍ରେରିତମାନେ

  • “ପ୍ରକାଶିତ ହେବ” (ପଦ ୬)—ପ୍ରେରିତମାନଙ୍କ ମୃତ୍ୟୁ ପରେ ଈଶ୍ୱରଙ୍କୁ ବିଦ୍ରୋହ କରୁଥିବା ଖ୍ରୀଷ୍ଟିୟାନମାନେ ସର୍ବସାଧାରଣରେ ମିଥ୍ୟା ଶିକ୍ଷାଗୁଡ଼ିକ ଶିଖାଇବାକୁ ଲାଗିଲେ ଏବଂ ଭୁଲ କାମସବୁ କରିବାକୁ ଲାଗିଲେ

  • “ଅଧର୍ମର ନିଗୂଢ଼ତତ୍ତ୍ୱ” (ପଦ ୭)—ପାଉଲଙ୍କ ସମୟରେ ଲୋକେ ଜାଣି ନ ଥିଲେ ଯେ “ଅଧର୍ମ ପୁରୁଷ” କିଏ

  • ଜଣେ ଭାଇ ବାଇବଲ ଧରିବା ବେଳେ ପାଦୀମାନଙ୍କର ଏକ ସମୂହ ତାଙ୍କୁ ଗାଳି ଦେଉଛନ୍ତି

    “ଅଧର୍ମ ପୁରୁଷ” (ପଦ ୮)—ଆଜି ଏହା ଏକ ସମୂହ ଭାବେ ଖ୍ରୀଷ୍ଟୀୟ ଜଗତର ପାଦ୍ରିମାନଙ୍କୁ ଦର୍ଶାଏ

  • ‘ଅଧର୍ମ ପୁରୁଷକୁ ପ୍ରଭୁ ଯୀଶୁ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ’ (ପଦ ୮)—ଯୀଶୁ ଖ୍ରୀଷ୍ଟ ଶୟତାନର ବ୍ୟବସ୍ଥାକୁ, ଯେଉଁଥିରେ “ଅଧର୍ମ ପୁରୁଷ” ମଧ୍ୟ ସାମିଲ୍‌, ବିନାଶ କରି ପ୍ରମାଣ କରିବେ ଯେ ତାହାଙ୍କୁ ସ୍ୱର୍ଗରେ ରାଜା ଭାବେ ନିଯୁକ୍ତ କରାଯାଇଛି

ଏହି ପଦଗୁଡ଼ିକରୁ ଆପଣଙ୍କୁ କିପରି ପ୍ରୋତ୍ସାହନ ମିଳେ ଯେ ଆପଣ ଉତ୍ସାହର ସହ ପ୍ରଚାର କରିବା ଉଚିତ୍‌, କାରଣ ସମୟ ଖୁବ୍‌ ଅଳ୍ପ ବାକି ରହିଛି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ