ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜୁନ୍‌ ପୃଷ୍ଠା ୩
  • ଦୁର୍ଭିକ୍ଷରୁ ଆଶ୍ୱସ୍ତି ମିଳିଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଦୁର୍ଭିକ୍ଷରୁ ଆଶ୍ୱସ୍ତି ମିଳିଲା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯୀଶୁଙ୍କ ପାର୍ବତ୍ୟ ଉପଦେଶରୁ ମିଳୁଥିବା ଶିକ୍ଷା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା ?
    ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା?
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜୁନ୍‌ ପୃଷ୍ଠା ୩

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୬-୪୭

ଦୁର୍ଭିକ୍ଷରୁ ଆଶ୍ୱସ୍ତି ମିଳିଲା

୪୭:୧୩, ୧୬, ୧୯, ୨୦, ୨୩-୨୫

ଯୋଷେଫ ମିଶରରେ ଶସ୍ୟ ଭଣ୍ଡାରର ଅଧିକାରୀ ଭାବେ କାମ କରୁଛନ୍ତି । ଜଣେ ବ୍ୟକ୍ତି ଗୋଟିଏ ବସ୍ତା ଶସ୍ୟ ତାଙ୍କ ପାଖକୁ ଆଣୁଛନ୍ତି ।

ଆଜି ସାରା ପୃଥିବୀରେ ଦୁର୍ଭିକ୍ଷ ପଡ଼ିଛି । କେଉଁ ଅର୍ଥରେ ? ବହୁତ ଲୋକ ଯିହୋବାଙ୍କ ବିଷୟରେ ଜାଣନ୍ତି ନାହିଁ । (ଆମୋ ୮:୧୧) ଯୀଶୁ ଖ୍ରୀଷ୍ଟଙ୍କ ଜରିଆରେ ଯିହୋବା ଆମକୁ ଭରପୂର ମାତ୍ରାରେ ଆଧ୍ୟାତ୍ମିକ ଭୋଜନ ଯୋଗାନ୍ତି । ଏହା ଆମକୁ ଯିହୋବାଙ୍କ ନିକଟବର୍ତ୍ତୀ ହୋଇ ରହିବା, ଜୀବନରେ ଖୁସିରେ ରହିବା ଏବଂ ଭବିଷ୍ୟତର ଏକ ସୁନ୍ଦର ଆଶା ପାଇବାରେ ସାହାଯ୍ୟ କରେ । ଏହି ଆଧ୍ୟାତ୍ମିକ ଭୋଜନର କିଛି ସ୍ରୋତଗୁଡ଼ିକ ହେଲା:

  • ବାଇବଲ ଆଧାରିତ ପ୍ରକାଶନ

  • ମଣ୍ଡଳୀର ସଭା

  • ସମ୍ମିଳନୀ ଓ ଅଧିବେଶନ

  • ଅଡିଓ ରେକଡିଙ୍ଗ୍‌

  • ଭିଡିଓ

  • JW.ORG

  • JW ପ୍ରସାରଣ

ଯିହୋବାଙ୍କ ମେଜରୁ ନିୟମିତ ଭାବେ ଖାଇବା ପାଇଁ ମୁଁ କେଉଁ ତ୍ୟାଗ କରୁଛି ?

ଜଣେ ଭାଇ ‘ହରୀଦୁର୍ଗ’ ଅଧୟନ ସଂଞ୍ଚାଳନ କରୁଛନ୍ତି । ଭାଇଭଉଣୀମାନେ ଉତ୍ତର ଦେବା ପାଇଁ ହାତ ଉଠାଉଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ