ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜାନୁୟାରୀ ପୃଷ୍ଠା ୩
  • ଯୀଶୁଙ୍କ ପାର୍ବତ୍ୟ ଉପଦେଶରୁ ମିଳୁଥିବା ଶିକ୍ଷା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁଙ୍କ ପାର୍ବତ୍ୟ ଉପଦେଶରୁ ମିଳୁଥିବା ଶିକ୍ଷା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଦୁର୍ଭିକ୍ଷରୁ ଆଶ୍ୱସ୍ତି ମିଳିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଆପଣ କʼଣ ଲଗାତାର ଯିହୋବାଙ୍କର ସେବା କରୁଛନ୍ତି?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ସେମାନେ ସାହସର ସହ ଈଶ୍ୱରଙ୍କ ବାକ୍ୟ କହିବାକୁ ଲାଗିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • କʼଣ ଆପଣ କେବେ ଭାବିଛନ୍ତି ?
    ସଜାଗ ହୁଅ !—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜାନୁୟାରୀ ପୃଷ୍ଠା ୩

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୪-୫

ଯୀଶୁଙ୍କ ପାର୍ବତ୍ୟ ଉପଦେଶରୁ ମିଳୁଥିବା ଶିକ୍ଷା

୫:୩

କʼଣ ଆପଣଙ୍କଠାରେ ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ପାଇବାର ଭୋକ ରହିଛି?

‘ଆତ୍ମାରେ ଦୀନହୀନ ଲୋକ’—ଏହାର ଅର୍ଥ ହେଉଛି, ଯାହାଠାରେ ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ପାଇବାର ଭୋକ ରହିଛି। ଯଦି ଆମଠାରେ ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ପାଇବା ପାଇଁ ପ୍ରବଳ ଇଚ୍ଛା ଥାଏ, ତେବେ ଆମେ . . .

  • ପ୍ରତିଦିନ ବାଇବଲ ପଢ଼ିବା

  • ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରିବା ଏବଂ ସେଗୁଡ଼ିକରେ ଉପସ୍ଥିତ ହେବା

  • ସଂଗଠନର ପ୍ରକାଶନଗୁଡ଼ିକ ପଢ଼ିବା ଏବଂ ଯଥାସମ୍ଭବ ୱେବସାଇଟ୍‌ରେ ଆସୁଥିବା ତଥ୍ୟଗୁଡ଼ିକ ମଧ୍ୟ ପଢ଼ିବା

  • JW ବ୍ରୋଡକାଷ୍ଟିଙ୍ଗ୍‌ରେ ପ୍ରତି ମାସର କାର୍ଯ୍ୟକ୍ରମ ଦେଖିବା

ଆଧ୍ୟାତ୍ମିକ ଭୋଜନ ନିୟମିତ ଭାବେ ନେବା ପାଇଁ ମୋତେ ଆଉ କʼଣ କରିବାକୁ ହେବ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ