ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୨
  • ଆପଣଙ୍କ ଚାଲିଚଳନ ସର୍ବଦା ଶୁଦ୍ଧ ରହୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣଙ୍କ ଚାଲିଚଳନ ସର୍ବଦା ଶୁଦ୍ଧ ରହୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଆପଣ ଯିହୋବାଙ୍କୁ କେତେ ପ୍ରେମ କରନ୍ତି ତାହା ଦେଖାଇବା ଜାରି ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଇସ୍ରାଏଲୀୟମାନଙ୍କର ପର୍ବଗୁଡ଼ିକରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ନିଜ ଲୋକମାନଙ୍କୁ ଜଗତରୁ ଭିନ୍ନ କରିଛନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କ ପାଖକୁ ଯାଇ ଆଶ୍ରୟ ନିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୨
ଜଣେ ବିବାହିତ ଭାଇ ଯିଏ ବାପା ମଧ ଅଟନ୍ତି, କମ୍ପ୍ୟୁଟର ସାମନାରେ ବସିଛନ୍ତି । କମ୍ପ୍ୟୁଟରରେ ଏକ ଅଶଳ ଚିତ ଆସିବା ଯୋଗୁଁ ସେ ଣାରେ ତୁରନ୍ତ ମୁହଁ ଫେରାଇ ନେଉଛନ୍ତି ଏବଂ ଶୀ ତାକୁ ବନ୍ଦ କରି ଦେଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆପଣଙ୍କ ଚାଲିଚଳନ ସର୍ବଦା ଶୁଦ୍ଧ ରହୁ

ଯିହୋବା ଚାହାନ୍ତି ଯେ ଆମେ ଜଗତର ଲୋକମାନଙ୍କଠାରୁ ଭିନ୍ନ ଦେଖାଯାଉ (ଲେବୀ ୧୮:୩; ପ୍ର୧୯.୦୬-ହି ପୃ ୨୮ ¶୧)

ଯିହୋବା ଏପରି ପାପଗୁଡ଼ିକ କରିବା ପାଇଁ ସ୍ପଷ୍ଟ ମନା କରିଛନ୍ତି, ଯେପରି— ପାଖ ସମ୍ପର୍କୀୟମାନଙ୍କ ସହ ଯୌନ ସମ୍ପର୍କ ରଖିବା, ସମଲିଙ୍ଗୀ ସମ୍ପର୍କ ରଖିବା ଏବଂ ପଶୁମାନଙ୍କ ସହ ଯୌନ ସମ୍ପର୍କ ରଖିବା (ଲେବୀ ୧୮:୬, ୨୨, ୨୩; ପ୍ର୧୭.୦୨-ହି ପୃ ୨୦ ¶୧୩)

ଯିହୋବା ଅଶୁଦ୍ଧ କାମ କରୁଥିବା ଲୋକମାନଙ୍କୁ ବିନାଶ କରିଦେବେ (ଲେବୀ ୧୮:୨୪, ୨୫; ହିତୋ ୨:୨୨; ପ୍ର୧୪-ହି ୧୦/୧ ପୃ ୭ ¶୨)

ଶୟତାନ ଚାହେଁ ନାହିଁ ଯେ ଆମେ ଈଶ୍ୱରଙ୍କ ନୂତନ ପୃଥିବୀରେ ପ୍ରବେଶ କରୁ, ତେଣୁ ସେ ଆମ ସାମନାରେ ଅନେକ ଜାଲ ବିଛାଇଥାଏ । କିନ୍ତୁ ଯିହୋବାଙ୍କ ସିଦ୍ଧାନ୍ତଗୁଡ଼ିକୁ ପାଳନ କଲେ ଆମେ ଶୟତାନର ପ୍ରତ୍ୟେକ ଫାନ୍ଦଗୁଡ଼ିକଠାରୁ ଦୂରେଇ ରହିପାରିବା ।

ଯଦି ଆମେ ଅନୈତିକ କାମଗୁଡ଼ିକୁ ଘୃଣା କରୁ, ତେବେ ଆମେ କʼଣ କରିବା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ