ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୧୫
  • କʼଣ ଆପଣଙ୍କଠାରେ ନାସରୀୟମାନଙ୍କ ଭଳି ମନୋଭାବ ଅଛି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣଙ୍କଠାରେ ନାସରୀୟମାନଙ୍କ ଭଳି ମନୋଭାବ ଅଛି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଆମେ ନାସରୀୟମାନଙ୍କଠାରୁ କʼଣ ଶିଖୁ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଯିହୋବା ଅଭିଶାପକୁ ଆଶୀର୍ବାଦରେ ପରିବର୍ତ୍ତନ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଲେବୀୟମାନଙ୍କ ସେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୧୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ଆପଣଙ୍କଠାରେ ନାସରୀୟମାନଙ୍କ ଭଳି ମନୋଭାବ ଅଛି ?

ନାସରୀୟମାନେ ଅନେକ ତ୍ୟାଗ କରୁଥିଲେ (ଗଣ ୬:୨-୪; ପ୍ର୦୪-ହି ୮/୧ ପୃ ୨୪ ¶୭)

ନାସରୀୟମାନେ ଯିହୋବାଙ୍କ ଅଧୀନରେ ରହୁଥିଲେ ଏବଂ ଯିହୋବା ସେମାନଙ୍କଠାରୁ ଯାହା ଆଶା କରୁଥିଲେ, ସେମାନେ ତାହା କରୁଥିଲେ (ଗଣ ୬:୫)

ନାସରୀୟମାନେ ଯିହୋବାଙ୍କ ଦୃଷ୍ଟିରେ ଶୁଦ୍ଧ ରହିବା ପାଇଁ ତାହାଙ୍କ ଆଜ୍ଞା ପାଳନ କରୁଥିଲେ (ଗଣ ୬:୬, ୭)

ଆଜି ପୂର୍ଣ୍ଣ ସମୟର ସେବକମାନେ ମଧ୍ୟ ଅନେକ ତ୍ୟାଗ କରନ୍ତି, ଯିହୋବାଙ୍କ ଅଧୀନରେ ରହନ୍ତି ଏବଂ ସେମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକୁ ପାଳନ କରନ୍ତି ।

ଚିତସମୂହ: ପୂର୍ଣ୍ଣ ସମୟର ସେବା କରୁଥିବା କିଛି ଭାଇଭଉଣୀ । ୧. ଦୁଇ ଜଣ ଅଦୂତ ଭାଇ ଏକ ବ୍ୟକ୍ତିଙ୍କୁ ସାକ୍ଷ୍ୟ ଦେଉଛନ୍ତି, ଯିଏ ଗଧ ଉପରେ ବସିଛି । ୨. ଜଣେ ଭାଇ ଓ ଜଣେ ଭଉଣୀ ନିର୍ମାଣ କାମ କରୁଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ