ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୧୨
  • ଯିହୋବା ଅଭିଶାପକୁ ଆଶୀର୍ବାଦରେ ପରିବର୍ତ୍ତନ କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଅଭିଶାପକୁ ଆଶୀର୍ବାଦରେ ପରିବର୍ତ୍ତନ କଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଲେବୀୟମାନଙ୍କ ସେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଇସ୍ରାଏଲୀୟମାନଙ୍କ ଛାଉଣିରୁ ଆମେ କʼଣ ଶିଖୁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ନିଜ ଲୋକମାନଙ୍କୁ କିପରି ମାର୍ଗଦର୍ଶନ କରନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଅଭିଯୋଗ ମନୋଭାବ ରଖିବା କାହିଁକି ଠିକ୍‌ ନୁହେଁ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୧୨
ତିକ ବିପତ୍ତି ଯୋଗୁଁ ଜଣେ ମହିଳାଙ୍କ ଘର ଭାଙ୍ଗିଯାଇଛି । ସେ ନିଜ ଭାଙ୍ଗି ଯାଇଥିବା ଘରକୁ ସଫା କରୁଛନ୍ତି ଏବଂ ଦୁଇ ଜଣ ସାକ୍ଷୀ ଭଉଣୀ ତାଙ୍କୁ ସାକ୍ଷ୍ୟ ଦେଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ଅଭିଶାପକୁ ଆଶୀର୍ବାଦରେ ପରିବର୍ତ୍ତନ କଲେ

ମୋୟାବୀୟ ଲୋକମାନେ ଇସ୍ରାଏଲୀୟମାନଙ୍କର ଅନିଷ୍ଟ କରିବାକୁ ଚେଷ୍ଟା କଲେ (ଗଣ ୨୨:୩-୬)

ଯିହୋବା ନିଜ ଲୋକମାନଙ୍କର ଅନିଷ୍ଟ ହେବାକୁ ଦେଲେ ନାହିଁ (ଗଣ ୨୨:୧୨, ୩୪, ୩୫; ୨୩:୧୧, ୧୨)

ଯିହୋବାଙ୍କ ଉଦ୍ଦେଶ୍ୟ ପୂରଣ ହେବାକୁ କେହି ରୋକିପାରିବେ ନାହିଁ (ଗଣ ୨୪:୧୨, ୧୩; ସାକ୍ଷ୍ୟ ଦିଅ (ହିନ୍ଦୀ) ପୃ ୫୩ ¶୫; ଇନସାଇଟ୍‌-୨ ପୃ ୨୯୧)

ଈଶ୍ୱର ଚାହାନ୍ତି ଯେ ସାରା ପୃଥିବୀରେ ସୁସମାଚାର ପ୍ରଚାର କରାଯାଉ । କୌଣସି ବିଷୟ ଏହି କାମକୁ ରୋକିପାରିବ ନାହିଁ । ଯିହୋବାଙ୍କ ଲୋକମାନଙ୍କୁ ଅତ୍ୟାଚାର କରାଯାଉ କିମ୍ବା ସେମାନେ ପ୍ରାକୃତିକ ବିପତ୍ତିର ଶିକାର ହୁଅନ୍ତୁ ନା କାହିଁକି, ଏହି କାମ ନିଶ୍ଚୟ ପୂରା ହେବ । ଯେତେବେଳେ ଆମ ଜୀବନରେ କୌଣସି ସମସ୍ୟା ଆସେ, କʼଣ ଆମେ ଯିହୋବାଙ୍କ ଉପରେ ଭରସା କରୁ ? ଏପରି ସମୟରେ ମଧ୍ୟ କʼଣ ଆମେ ତାହାଙ୍କ ଉପାସନାକୁ ଜୀବନରେ ପ୍ରଥମ ସ୍ଥାନ ଦେଉ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ