ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୫
  • ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତୁ’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତୁ’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଶିଖାଇବା ପାଇଁ ଦୃଷ୍ଟାନ୍ତ ଦେବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଶ୍ନ ପଚାରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୫
ଜଣେ ମାଆ ନିଜ ଝିଅ ସହ ଯୀଶୁଙ୍କ ପାର୍ବତ୍ୟ ଉପଦେଶ ଶୁଣିବା ସମୟରେ ପକ୍ଷୀ ଓ ଫୁଲଗୁକୁ ଦେଖୁଛନ୍ତି ।

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତୁ

ପୁନଃସାକ୍ଷାତ ଓ ବାଇବଲ ଅଧ୍ୟୟନରେ ଆମେ ଲୋକଙ୍କୁ ମୁଖ୍ୟ କଥାଗୁଡ଼ିକୁ ଭଲ ଭାବେ ବୁଝାଇବା ଉଚିତ୍‌ । ଏହି କଥାଗୁଡ଼ିକୁ ବୁଝାଇବା ପାଇଁ ଯଦି ଆମେ ଦୃଷ୍ଟାନ୍ତଗୁଡ଼ିକ ଦେଉ, ତେବେ ଏହି କଥାଗୁଡ଼ିକ ବ୍ୟକ୍ତିଙ୍କ ହୃଦୟକୁ ଛୁଇଁଯିବ ଏବଂ ସେ ସହଜରେ ଏହାକୁ ମନେ ରଖିପାରିବେ ।

ପୁନଃସାକ୍ଷାତ କିମ୍ବା ବାଇବଲ ଅଧ୍ୟୟନର ପ୍ରସ୍ତୁତି କରିବା ସମୟରେ ଆପଣଙ୍କ ବିଷୟରୁ ମୁଖ୍ୟ କଥାଗୁଡ଼ିକୁ ଖୋଜନ୍ତୁ, ଯାହାଫଳରେ ଆପଣ ଦୃଷ୍ଟାନ୍ତ ଦେଇ ସେଗୁଡ଼ିକୁ ବୁଝାଇପାରିବେ । ତାʼପରେ ଭାବନ୍ତୁ ଯେ ଆପଣ ଦୈନନ୍ଦିନ ଜୀବନର ଜଣାଶୁଣା ବିଷୟରୁ କʼଣ ଦୃଷ୍ଟାନ୍ତ ଦେବେ । (ମାଥି ୫:୧୪-୧୬; ମାର୍କ ୨:୨୧; ଲୂକ ୧୪:୭-୧୧) ବ୍ୟକ୍ତି ଜଣକର ପରିସ୍ଥିତି ଓ ତାଙ୍କ ଆଗ୍ରହ ଅନୁସାରେ ଦୃଷ୍ଟାନ୍ତ ଦିଅନ୍ତୁ । (ଲୂକ ୫:୨-୧୧; ଯୋହ ୪:୭-୧୫) ଯେତେବେଳେ ସେ କୌଣସି ମୁଖ୍ୟ ବିଷୟ ଭଲ ଭାବେ ବୁଝିଯିବେ ଏବଂ ଖୁସି ଦେଖାଯିବେ, ଆପଣଙ୍କୁ ବହୁତ ଖୁସି ଲାଗିବ ।

ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ଶିଷ୍ୟ କରିବାର କାମରେ ଖୁସି ପାଆ​—⁠ନିଜ ଦକ୍ଷତା ବ​—⁠ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁକୁ ଶିଖା’ ଭିଡିଓର ଏକ ଦୃଶ୍ୟ । ନତା ନୀତାଙ୍କୁ ଏକ ଶ୍ନ ପଚାରୁଛନ୍ତି ।

    ଆମେ ବିଦ୍ୟାର୍ଥୀଙ୍କୁ ପଦଗୁଡ଼ିକର ଅର୍ଥ କାହିଁକି ଭଲ ଭାବେ ବୁଝାଇବା ଉଚିତ୍‌ ?

  • ‘ଶିଷ୍ୟ କରିବାର କାମରେ ଖୁସି ପାଆ​—⁠ନିଜ ଦକ୍ଷତା ବ​—⁠ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁକୁ ଶିଖା’ ଭିଡିଓର ଏକ ଦୃଶ୍ୟ । ନୀତା ନତାଙ୍କୁ ଏକ ଉଦାହରଣ କଛନ୍ତି ।

    ନୀତା ରୋମୀୟ ୫:୧୨ ପଦକୁ ବୁଝାଇବା ପାଇଁ କʼଣ ଉଦାହରଣ ଦେଲେ ?

  • ‘ଶିଷ୍ୟ କରିବାର କାମରେ ଖୁସି ପାଆ​—⁠ନିଜ ଦକ୍ଷତା ବ​—⁠ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁକୁ ଶିଖା’ ଭିଡିଓର ଏକ ଦୃଶ୍ୟ । ନୀତା ନତାଙ୍କୁ ଏକ ଭିଡିଓ ଦେଖାଉଛନ୍ତି ।

    ଭଲ ଉଦାହରଣ ହୃଦୟକୁ ଛୁଇଁଯାଏ

    ଭଲ ଉଦାହରଣଗୁଡ଼ିକ ଦେଲେ ବିଦ୍ୟାର୍ଥୀଙ୍କ ଉପରେ କʼଣ ପ୍ରଭାବ ପଡ଼ିବ ?

  • ପ୍ରଚାର ସେବାରେ ଆମକୁ ସଂଗଠନରୁ ମିଳୁଥିବା ଭିଡିଓ, ଚିତ୍ର ଇତ୍ୟାଦି କାହିଁକି ଦେଖାଇବା ଉଚିତ୍‌ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ