ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୭
  • ପ୍ରଶ୍ନ ପଚାରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଶ୍ନ ପଚାରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯିହୋବାଙ୍କ ସହ ମିତ୍ରତା କରିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୭
ଜଣେ ଭାଇ ଓ ତାଙ୍କ ପନୀ ଏକ ସର୍ବସାଧାରଣ ଜାଗାରେ କାର୍ଟ ଲଗାଇଛନ୍ତି। ସେମାନେ ଜଣେ ବ୍ୟକ୍ତିଙ୍କୁ ଏକ ଟାକ୍‌ଟ ଦେଉଛନ୍ତି ।

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ପ୍ରଶ୍ନ ପଚାରନ୍ତୁ

ଯିହୋବା “ଆନନ୍ଦିତ ଈଶ୍ୱର” ଅଟନ୍ତି ଏବଂ ସେ ଚାହାନ୍ତି ଯେ ଆମେ ପ୍ରଚାର ସେବାରୁ ଖୁସି ପାଉ । (୧ତୀମ ୧:୧୧, NW) ଯଦି ଆମେ ଏହି କାମରେ କୁଶଳୀ ହେବା ପାଇଁ ପରିଶ୍ରମ କରିବା, ତେବେ ଆମକୁ ଆହୁରି ଖୁସି ମିଳିବ । ଯେପରି, ଆମେ ଭଲ ପ୍ରଶ୍ନଗୁଡ଼ିକ ପଚାରିବା ଶିଖିପାରିବା । ପ୍ରଶ୍ନ ପଚାରି ଆମେ ଆଗ୍ରହ ସୃଷ୍ଟି କରିପାରିବା ଏବଂ ସହଜରେ କଥାବାର୍ତ୍ତା ଆରମ୍ଭ କରିପାରିବା । କୌଣସି ବିଷୟ ଉପରେ ପ୍ରଶ୍ନ ପଚାରି ଆମେ ଲୋକମାନଙ୍କୁ ଭାବିବା ପାଇଁ ସାହାଯ୍ୟ କରିପାରିବା । (ମାଥି ୨୨:୪୧-୪୫) ପ୍ରଶ୍ନ ପଚାରିବା ପରେ ଆମେ ବ୍ୟକ୍ତି ଜଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବା ଉଚିତ୍‌ । ଏପରି କରିବା ଦ୍ୱାରା ଆମେ ଦେଖାଇବା ଯେ ସେ କʼଣ ବିଶ୍ୱାସ କରନ୍ତି ତାହା ଆମେ ପ୍ରକୃତରେ ଜାଣିବାକୁ ଚାହୁଁ । (ଯାକୁ ୧:୧୯) ତାଙ୍କ ମତାମତ ଶୁଣିଲେ ଆମେ ଜାଣିପାରିବା ଯେ ଆଗକୁ କʼଣ କହିବା ଠିକ୍‌ ହେବ ।

ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ପ୍ରଶ୍ନ ପଚାରନ୍ତୁ ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ଶିଷ୍ୟ କରିବା କାମରୁ ଖୁସି ପାଆ—ନିଜ ଦକ୍ଷତା ବ—ଶ୍ନ ପଚାର’ ଭିଡିଓର ଏକ ଦୃଶ୍ୟ। ଟନରେ ନତା ନିଜ ସି ଜଣେ ବୃଦ୍ଧା ମହିଳାଙ୍କୁ ଦେଉଛନ୍ତି ।

    ନମ୍ରତାଙ୍କଠାରେ କେଉଁ ଭଲ ଗୁଣଗୁଡ଼ିକ ଥିଲା ?

  • ‘ଶିଷ୍ୟ କରିବା କାମରୁ ଖୁସି ପାଆ—ନିଜ ଦକ୍ଷତା ବ—ଶ୍ନ ପଚାର’ ଭିଡିଓର ଏକ ଦୃଶ୍ୟ। ନୀତା ନତାଙ୍କ ଆକୁ ନିଜ ହାତ ବଉଛନ୍ତି ଏବଂ ତାଙ୍କୁ ନିଜ ନାମ କଛନ୍ତି ।

    ନୀତା ନମ୍ରତାଙ୍କ ସହ ଚିହ୍ନା ପରିଚିତ ହେବା ପାଇଁ ତାଙ୍କୁ କʼଣ ପଚାରିଲେ ?

  • ‘ଶିଷ୍ୟ କରିବା କାମରୁ ଖୁସି ପାଆ—ନିଜ ଦକ୍ଷତା ବ—ଶ୍ନ ପଚାର’ ଭିଡିଓର ଏକ ଦୃଶ୍ୟ। ନତା ନୀତାଙ୍କ ଏକ ଶ୍ନର ଉତ୍ତର ଦେଉଛନ୍ତି ।

    ନୀତା ନମ୍ରତାଙ୍କଠାରେ ଆଗ୍ରହ ବଢ଼ାଇବା ପାଇଁ କʼଣ ପଚାରିଲେ ?

  • ‘ଶିଷ୍ୟ କରିବା କାମରୁ ଖୁସି ପାଆ—ନିଜ ଦକ୍ଷତା ବ—ଶ୍ନ ପଚାର’ ଭିଡିଓର ଏକ ଦୃଶ୍ୟ। ନତା ଯେଉଁ ପଦ ପଲେ, ସେବିଷୟରେ ନୀତା ତାଙ୍କୁ ଏକ ଶ୍ନ ପଚାରୁଛନ୍ତି ।

    ନମ୍ରତା ନିଜେ ଭାବିବା ପାଇଁ ଓ ସଠିକ୍‌ ଭାବେ ବୁଝିବା ପାଇଁ ନୀତା କେଉଁ ପ୍ରଶ୍ନଗୁଡ଼ିକ ପଚାରିଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ