ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୧୩
  • ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ପ୍ରଶ୍ନ ପଚାରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୧୩

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ

ଈଶ୍ୱରଙ୍କ ବାକ୍ୟରେ ବହୁତ ଶକ୍ତି ଅଛି ! (ଏବ୍ରୀ ୪:୧୨) ଏଥିରେ ଲେଖାଥିବା କଥାଗୁଡ଼ିକ ଏପରି ଲୋକଙ୍କ ହୃଦୟରେ ମଧ୍ୟ ପ୍ରଭାବ ପକାଏ, ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ । (୧ଥେସ ୧:୯; ୨:୧୩) ଯେତେବେଳେ ଆମେ କାହାରିକୁ ବାଇବଲର ସତ୍ୟ ବିଷୟରେ କହୁ ଏବଂ ଆମେ ଦେଖୁ ଯେ ତାହା ଜାଣି ସେ କିପରି ଖୁସି ହୁଅନ୍ତି, ସେତେବେଳେ ଆମକୁ ମଧ୍ୟ ବହୁତ ଖୁସି ମିଳିଥାଏ ।

ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ଈଶ୍ୱରଙ୍କ ବାକ୍ୟର ଭଲ ବ୍ୟବହାର କରନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ଶିଷ୍ୟ କରିବା କାମରୁ ଖୁସି ପାଆ—ନିଜ ଦକ୍ଷତା ବ—ଈରଙ୍କ ବାକ୍ୟର ଭଲ ବ୍ୟବହାର କର’ ଭିଡିଓର ଏକ ଦୃଶ୍ୟ । ନୀତା ଗୋଟିଏ ପଦ ପଛନ୍ତି ଏବଂ ନତା ଧନ ଦେଇ ଶୁଣୁଛନ୍ତି ।

    ନୀତା କିପରି ନମ୍ରତାଙ୍କ ଧ୍ୟାନ ଈଶ୍ୱରଙ୍କ ବାକ୍ୟ ପ୍ରତି ଆକର୍ଷିତ କଲେ ?

  • ‘ଶିଷ୍ୟ କରିବା କାମରୁ ଖୁସି ପାଆ—ନିଜ ଦକ୍ଷତା ବ—ଈରଙ୍କ ବାକ୍ୟର ଭଲ ବ୍ୟବହାର କର’ ଭିଡିଓର ଏକ ଦୃଶ୍ୟ । ନୀତା ଗୋଟିଏ ପଦ ପଛନ୍ତି ।

    ନୀତା କାହିଁକି ନମ୍ରତାଙ୍କୁ ପଦଟିକୁ ଉଚ୍ଚ ସ୍ୱରରେ ପଢ଼ିବାକୁ କହିଲେ ? ନୀତା ପଦର ମୁଖ୍ୟ କଥା ପ୍ରତି କିପରି ତାଙ୍କ ଧ୍ୟାନ ଆକର୍ଷଣ କଲେ ?

  • ଶିଷ୍ୟ କରିବା କାମରୁ ଖୁସି ପାଆ—ନିଜ ଦକ୍ଷତା ବ—ଈରଙ୍କ ବାକ୍ୟର ଭଲ ବ୍ୟବହାର କର’ ଭିଡିଓର ଏକ ଦୃଶ୍ୟ । ନୀତା ନତାଙ୍କୁ ଦେଖି ଖୁସି ହେଉଛନ୍ତି।

    ପଦଟି ନମ୍ରତାଙ୍କ ହୃଦୟରେ ପ୍ରଭାବ ପକାଇଲା ବୋଲି କିପରି ଜଣାପଡ଼େ ? ଏହା ଦେଖି ନୀତାଙ୍କୁ କିପରି ଲାଗିଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ